ସୁଶାନ୍ତ ପ୍ରଧାନ /ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ /ଢେଙ୍କାନାଳ
ଢେଙ୍କାନାଳ,୩୦/୦୪/୨୦୨୪: ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଲା ଫରେଷ୍ଟ ଅଧିନରେ ଥିବା ବଲରାମପୁର ଗ୍ରାମ ପଞ୍ଚାୟତ ର ଏକ କାଜୁ ଜଙ୍ଗଲ ରେ ବଲରାମ ଗ୍ରାମ ର ଗିରିଶ ଧଲ ବୟଷ ୬୦ ସେ ଗତ ପାଞ୍ଚ ଦିନ ହେଲା ନିଖୋଜ ଥିବା ଗ୍ରାମ ବାସି ମାନେ କହିଛନ୍ତି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ବେଳି ସ୍ଥାନୀୟ ବାସିନ୍ଦା କହୁଛନ୍ତି ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହିତ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଧିଜିବି ମାନେ ଏହି ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଅନେକ ମୃତ୍ୟୁ ବରଣ ଓ ଆହତ ହୋଇଥିବା ବେଳେ ବନବିଭାଗ ଚୁପ ରହି କୁମ୍ଭକର୍ଣ୍ଣ ନିଦ୍ରାରେ ଲୋକ ଙ୍କ ସୁରକ୍ଷା ପ୍ରତି ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ହେଲେ ଦେଖିବାକୁ ବାକି ରହିଲା ବନବିଭାଗ ହାତି ଓ ମଣିଷ ମାନଙ୍କର ସୁରକ୍ଷା ପାଇଁ କି କି ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା