ଔଷଧୀୟ ଅରଣ୍ୟ: ପୂର୍ବତନ ଖଣିମନ୍ତ୍ରୀ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ

ସୁଶାନ୍ତ ପ୍ରଧାନ//ସ୍ବତନ୍ତ୍ର ପ୍ରତିନିଧି/ସମୀକ୍ଷାନିୟୁଜ
ଢେଙ୍କାନାଳ,୨୩/୦୭/୨୦୨୪: ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗର୍ ଗ୍ରାମରେ ଅବସ୍ଥିତ ମହାତ୍ମା ଗାନ୍ଧୀ ଔଷଧିୟ ଅରଣ୍ୟ ଏହି ଔଷଦୀୟ ଅରଣ୍ୟ ୭୦୦ ଏକରରେ ଅବସ୍ଥିତ ଏଠାରେ ଗାଈମାନଙ୍କ ପାଇଁ ସ୍ବତନ୍ତ୍ର ଗୁହାଳ ଅଛି ପାର୍କ ସହିତ ସୁଇମିଙ୍ଗ ପୁଲ ର ବ୍ୟବସ୍ଥା କରାଯାଇଛି ଭଳିକି ଭଳି ଫୁଲଗଛ ଓ ସୋନ୍ଦର୍ଯ୍ୟ କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ହେଲେ ଏଇ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇ ଛି ତାହା ଜାଣିବା ପାଇଁ ଜିଲ୍ଲପାଳ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ଡିଏଏମଏଫ ଓ ସିଏସଆର ଫଣ୍ଡ ରେ ଅନେକ ଗୁଡିଏ କଳକାରଖାନା କମ୍ପାନୀ ଅନୁଦାନ ପ୍ରଦାନ କରିଛନ୍ତି ହେଲେ ଏଠୀ ପ୍ରଶ୍ନ ଉଠିଛି ଏହି ଅରଣ୍ୟ ରେ ପୂର୍ବତନ ଖଣି ଓ ଇସ୍ପାତ ମନ୍ତ୍ରୀ ଙ୍କ ପ୍ରଭାବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ହେଲେ କୋଉ କମ୍ପାନୀ କେତେ ଅନୁଦାନ ପ୍ରଦାନ କରିଛନ୍ତି ତାହାର ହିସାବ ନାହିଁ ଯାହାକୁ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି କହିଛନ୍ତି ଯେ ଏହା ସବୁ ପୁର୍ବତନ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଇଙ୍ଗିତରେ ପରିଚାଳିତ ହେଉଥିଲା ହେଲେ ଦେଖା ଯାଉ ଆଗାମୀ ଦିନରେ ଜିଲ୍ଲାପାଲ ଏଇ ବାବଦରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ସାଧାରଣ ଲୋକ ଅପେକ୍ଷା କରିଛନ୍ତି l

Leave a Reply

Your email address will not be published. Required fields are marked *