ଢ଼େଙ୍କାନାଳରେ ଗଡଜାତ ଗାନ୍ଧି ସାରଙ୍ଗ ଧର ଦାସଙ୍କ ନାମରେ ସ୍ମରଣୀୟ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶୁଶାନ୍ତ ପ୍ରଧାନ/ ସ୍ଵତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ଢ଼େଙ୍କାନାଳ/୨୩/୦୨/୨୦୨୪
ଢ଼େଙ୍କାନାଳ ଜିଲ୍ଲାରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଡ଼ିୟମତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଡ଼ଜାତ ଗାନ୍ଧି ସାରଙ୍ଗ ଧର ଦାସ ଙ୍କ ଡାକ ଟିକେଟ ର ସ୍ମରଣୀୟ ଉର୍ଣୋଚନ କରିଛନ୍ତି ତା ସହିତ ୨୩ ଟି ଡାକ ଘରର ଶୁଭ ଓ ଶିକ୍ଷା ଓ ଦକ୍ଷତା ବିକାଶ କେନ୍ଦ୍ରର ନୂତନ କେନ୍ଦ୍ର ର ଶୁଭାରମ୍ଭ କରିଛନ୍ତି ଶିକ୍ଷା ଓ ଦକ୍ଷତା କ୍ଷେତ୍ର ରେ ଆଗକୁ ବଢ଼ିବାରେ ସହଯୋଗ କରିପାରିବ କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ପୁର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଏନଏସି ଅଧକ୍ଷା ଶ୍ରୀମତି ଜୟନ୍ତି ପାତ୍ର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଓ ଅନେକ କର୍ମୀ ମାନେ ଯୋଗ ଦେଇଛନ୍ତି ଭିଡିଓ କନଫରେନ୍ସ ମାଧ୍ୟମରେ ଅନେକ ଲୋକଙ୍କ ସହିତ କଥା ହେଲେ ବିର ସହିଦ ବାଜି ରାଉତ ଙ୍କୁ ମନେ ପକାଇଥିଲେ ଓ ଆଗାମୀ ଦିନରେ ସହିଦ ବିର ବାଜି ରାଉତ ଙ୍କ ର ଡାକ ଟିକେଟ କରିବା ପାଇଁ ପ୍ରସ୍ତାବ ଓ ମୋଦି ଙ୍କ ସଫଳତା ବାଖାଣୀଥିଲେ

Leave a Reply

Your email address will not be published. Required fields are marked *