ସୁଶାନ୍ତ ପ୍ରଧାନ // ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଢେଙ୍କାନାଳ, ୨୫/୦୫/୨୦୨୪: ଢେଙ୍କାନାଳ ଜିଲ୍ଲାରେ ଆଜି ତୃତୀୟ ପର୍ଯ୍ୟାୟ ରେ ଚାଲିଛି ମତଦାନ ଏହାରି ଭିତରେ ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଆଜି ମତଦାନ ପାଇଁ ଆଶି ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ନାଗରିକ ଅଧିକାର ପାଇଁ ସେ ଏହି ମହାନ ଗଣ ପର୍ବ ରେ ସାମିଲ ହୋଇ ମତଦାନ କରିଛନ୍ତି ଓ ସମସ୍ତେ ଆସି ଏହି ଗଣ ପର୍ବରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି