ନିୟୁଜ

ପିଲାଙ୍କ ଆଧ୍ୟାତ୍ମିକ ଚେତନା ବୃଦ୍ଧିରେ ମାଙ୍କ ଭୂମିକା

ମଧୁସ୍ମିତା ତ୍ରିପାଠୀ // ପିପିଲି, ପୁରୀ ଆଜିର ଦୁନିଆ କଳୁଷିତ ମୟ। ସମାଜ ରେ ମିଥ୍ୟା,ପାପ ଏବଂ ମନୁଷ୍ୟ ମଧ୍ୟରେ ଆସୁରିକ…

ପୁରୀରେ ମାଗଣା ବ୍ରତୋପନୟନ,ତିନ ରାଜ୍ୟର ୧୫ ଜଣ ହେଲେ ବ୍ରହ୍ମଚାରୀ

ସୀମାଚଳ ମିଶ୍ର, ଜିଲ୍ଲା ପ୍ରତିନିଧି ପୁରୀ (୧୮/୦୨/୨୦୨୪): ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ…

ବ୍ରହ୍ମପୁର ସହର ତଳି ଜଗଦଲପୁର କେନାଲ ରାସ୍ତାକୁ ଉନ୍ନତ କରାଯିବ କେବେ?

ଅନନ୍ତ ନାରାୟଣ ମହାନ୍ତି/ ଜିଲ୍ଲା ପ୍ରତିନିଧି // ସମୀକ୍ଷା ନିୟୁଜ ବ୍ରହ୍ମପୁର (୧୮/୦୨/୨୦୨୪):ସହରତଳି ଗ୍ରାମାଞ୍ଚଳ ମଧ୍ଯରେ କୁକୁଡାଖଣ୍ଡି ବ୍ଲକର ଜଗଦଲପୁର ଗ୍ରାମ।…

ଗଞ୍ଜାମ: ମହିଳା କର୍ପୋରେଟରଙ୍କୁ ମହାନଗର ବୈଠକରେ ଅସମ୍ମାନ!

ଅନନ୍ତ ନାରାୟଣ ମହାନ୍ତି/ ଜିଲ୍ଲା ପ୍ରତିନିଧି // ସମୀକ୍ଷା ନିୟୁଜ ବ୍ରହ୍ମପୁର (୧୮/୦୨/୨୦୨୪): ଦୀର୍ଘ ୪ମାସ ପରେ ୧୬-୦୨-୨୪ରେ ବ୍ରହ୍ମପୁର ମହାନଗର…

୨୦୨୪ ନିର୍ବାଚନ:ହିନ୍ଦୋଳ ବିଧାନସଭା ଚୌକି କାହା ଭାଗ୍ୟରେ…

।। ଯଶୋବନ୍ତ ରଣଜିତ୍ ରାୟ।।ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍ଓଡ଼ିଶା ବିଧାନସଭାର ୧୪୭ ଟି ଆସନ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର (୫୬) ସଂରକ୍ଷିତ ବିଧାନସଭା…

ପାଟଣାରେ ଆମ ହସ୍ପିଟାଲକୁ ଭରଚୁଆଲ ମାଧ୍ୟମରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

*ବିଜୟରତ୍ନ ପତି / ସମୀକ୍ଷା ନିୟୁଜ*ସମପାଟଣା:୧୭/୨:  ଆଜି ରାଜ୍ୟ ସରକାର ଙ୍କ ପକ୍ଷରୁ  ୧୫ ଟି ଜିଲ୍ଲା ରେ ୭୩ ଟି…

ମତ୍ସ୍ୟ -ପ୍ରାଣୀ ସମାବେଶ ଓଡିଶା ୨୦୨୪ : ପାଟଣାଗଡ଼ରୁ ସପନ କୁମାର ପାତ୍ର ପୁରସ୍କୃତ

ଦୀପଙ୍କର ଶ୍ୟାମଲ, ସ୍ୱତନ୍ତ୍ର ପ୍ରତିନିଧି ,ସମୀକ୍ଷା ନ୍ୟୁଜ , ପାଟଣାଗଡ଼ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ତିନିଦିନିଆ “ମତ୍ସ୍ୟ-ପ୍ରାଣୀ ସମାବେଶ…

ଭାରତ ମଣ୍ଡପମରେ ଆରମ୍ଭ ହେଲା ବିଜେପିର ଜାତୀୟ ସମ୍ମିଳନୀ, ଲକ୍ଷ୍ୟ ୨୦୨୪ ନିର୍ବାଚନ

ପିଛା ଛାଡ଼ୁନି ବିବାଦ,ଚର୍ଚ୍ଚାରେ ଭୀମଭୋଇ ମେଡିକାଲ କଲେଜ : ରୋଗୀ ହନ୍ତସନ୍ତ

ଦୀପଙ୍କର ଶ୍ୟାମଲ, ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ , ପାଟଣାଗଡ଼

ବିଜେଡ଼ିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଶରତ ଚନ୍ଦ୍ର ପ୍ରଧାନ / ସମୀକ୍ଷା ନିୟୁଜ କେନ୍ଦ୍ରାପଡ଼ା, ୧୭/୨ ପୂର୍ବତନ କଂଗ୍ରେସବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି…