ଭୋଟ ଦେଲେ ସଦର ବିଜେଡି ବିଧାୟକ ପ୍ରାର୍ଥୀ ସୁଧିର କୁମାର ସାମଲ ଓ ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥି ଡକ୍ଟର ଅବିନାଶ ସାମଲ

ସୁଶାନ୍ତ ପ୍ରଧାନ //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଢେଙ୍କାନାଳ, ୨୫/୦୫/୨୦୨୪:
ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟର ନିର୍ବାଚନ ପାଇଁ ମତଦାନ ଚାଲିଛି ଢେଙ୍କାନାଳ ଜିଲ୍ଲାରେ ଆଜି ପରିବାର ସହ ଭୋଟ ଦେଲେ ସଦର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ଓ ଢେଙ୍କାନାଳ ଲୋକସଭା ସାଂସଦ ବିଜେଡି ପ୍ରାର୍ଥି ଡକ୍ଟର ଅବିନାଶ ସାମଲ ଓ ତାଙ୍କ ସହିତ ଡକ୍ଟର ଅବିନାଶ ସାମଲ ଙ୍କ ସହିତ ତାଙ୍କର ପିତା ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ ଆଜି ମତାଧିକାର ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ରେ ବିପୁଳ ଭୋଟ ରେ ଉଭୟ ଲୋକସଭା ଓ ବିଧାନ ସଭା ରେ ବିଜୟୀ ହେବେ ଓ ସରକାର ପୁନଃ ଗଢିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଓ ସମସ୍ତେ ଆଶି ଭୋଟ ଦେଇ ଗଣତନ୍ତ୍ର ର ଏଇ ମହାନ ପର୍ବ ରେ ସାମିଲ ହୁଅନ୍ତୁ ବୋଲି ଡାକ୍ତର ଅବିନାଶ ସାମଲ କହିଛନ୍ତି

Leave a Reply

Your email address will not be published. Required fields are marked *