ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର (28/06/24) : ଜିଲ୍ଲାର ରାଜନଗର ଠାରେ ଥିବା ପୁଣ୍ୟ ତୟା ବୈତ୍ରଣି ନଦୀ କୁଳ ରେ ଆଜି ଶୁକ୍ରବାର ମହିଳା ସ୍ଵାଥ୍ୟ କର୍ମୀ ଶ୍ରୀ ମତି ଉଦାସୀ ସାହୁ ଙ୍କ ଅବସର କାଳୀନ ସମ୍ବର୍ଦନା ସଭା ଆଜି ଅପରାହ୍ନ ଦୁଇଟା ବେଳେ ଅନୁଷ୍ଠିତ ହୋଇ ଯାଇଛି l ସେ ନିଜ ଅଂଚଳ ର ନିସ୍ଵାର୍ଥ ପର ତ୍ୟାଗ ମନ ନେଇ ମା ଓ ଶିଶୁ ସମେତ ସମଗ୍ର କାର୍ଯ୍ୟ କରିଥିବରୁ ଓଡିଶା ସରକାର ଙ୍କ ପରା ମର୍ଶ କ୍ରମେ ସର୍ବଚ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ,, ଏଥି ପାଇଁ ସମଗ୍ର ଜିଲ୍ଲା ତଥା ରାଜ୍ୟ କୁ ଗୌରବ ଆଣି ଥିଲେ,,,ଉଦାସୀ ଦିଦି ଜଣେ ନମ୍ର ମିଷ୍ଟ ଭାଷୀ ମାନବ ସେବା ପ୍ରିୟ ଅଟନ୍ତି,, ଏହି ସଭା ରେ ପାଟଣା chc ର ଡକ୍ଟର ଶୁଭେନ୍ଦୁ ସାଗର ନାୟକ ମୁଖ୍ୟ ଅତିଥି ହୋଇ ଥିବା ବେଳେ ଶ୍ରୀ ମତି କୁନ୍ତଳା ମହାନ୍ତ ମା ତାରିଣୀ ଙ୍କ ନାଁ ନେଇ ସଭା କାର୍ଯ୍ୟ ଆରମ୍ଭ କରି ଉଦାସୀ ଦିଦି ଙ୍କୁ ମାନ ପତ୍ର ସହିତ ଫୁଲ ତୋଡ଼ା ଦେ ସ୍ୱାଗତ କରି କିଛି ପ୍ରୀତି ର ଉପହାର ଦେଇ ଥିଲେ,,,ଏହି ସଭା ରେ ପାଟଣା ବି ପି ଏମ ଦୀପକ କୁମାର ନାୟକ,, ସରୋଜିନୀ ସେଠି,, ରଂଜିତା ମହାନ୍ତ,,, ପଙ୍କ ଜିନି ମିଶ୍ର,, ତପନ କୁମାର ସିଂହ,, ଭାଗବତ ସେଠି,,, ଜ୍ଵଗୋ ଯୁତି ମହାନ୍ତ, ପ୍ରିୟବ୍ରତ ସେଠି,, ହରିନାରାୟଣ ଦତ୍ତ,, ବିମଳା ମହାନ୍ତ,,, କମଳା ମହାନ୍ତ,, ସ୍ଵାଗତିକା ପ୍ରଧାନ,,, ଅନୁପମା ବେହେରା,, ପୁଷ୍ପାଞ୍ଜଳୀ ନାୟକ,,, ଭାରତୀ ନାୟକ,, ପୁଷ୍ପ ଲତା ମହାନ୍ତ, ମୌସମୀ ମହାନ୍ତ ଉପସ୍ଥିତ ରହି ସଭା କାର୍ଯ୍ୟ କୁ ସଫଳ କରିଥିଲେ l