ସୁଶାନ୍ତ ପ୍ରଧାନ//ସ୍ବତନ୍ତ୍ର ପ୍ରତିନିଧି// ସମୀକ୍ଷା ନିୟୂଜ୍
ଢେଙ୍କାନାଳ,୨୩/୦୭/୨୦୨୪
ଢେଙ୍କାନାଳ ଜିଲ୍ଲା ରେ ନୂତନ ଭାବରେ ନିର୍ମାଣ ଜାତୀୟ ରାଜପଥ ୫୫ ନମ୍ୱର କଟକ୍ ସମ୍ବଲପୁର ରୋଡ ଓଡାପଡ଼ା ବ୍ଲକ ଅନ୍ତର୍ଗତ ନବଭାରତ କମ୍ପାନୀ ଠାରୁ ରିମଝିମ୍ ପ୍ଲାଣ୍ଟ ପାଲଟିଛି ଛୋଟିୟା ନଦୀ ସାମାନ୍ୟ ବର୍ଷା ହେବା ଫଳରେ ଏହି ରାସ୍ତା ରେ ପାଣି ଜମି ରହିଥିବାରୁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଦୁଇଚକୀୟ ଯାନ ଶହ ସାଇକେଲ ଓ ପାଦ ଚଲା ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଉକ୍ତ ରାସ୍ତା ରେ କିଭଳି ଆଗମୀ ଦିନରେ ପାଣି ଜମାଟ ନ ଜମୁ ସେଥି ପ୍ରତି ସରକାର ଦୃଷ୍ଟି ଦେବାକୁ ପଡ଼ିବ ସାଧାରଣ ଲୋକଙ୍କ ସମସ୍ୟା କହିଲେ ଆଖ ପାଖ ଅଞ୍ଚଳରେ ଅନେକ ଶ୍ରମିକ ସାଇକେଲ ଦୁଇ ଚକିଆ ଯାନ ରେ ପ୍ଲାଣ୍ଟ ମାନଙ୍କୁ ରୋଜଗାର କରିବା ଆଶାରେ ଯାଇଥାନ୍ତି କିନ୍ତୁ ଏମିତି ପାଣି ପାଇଁ ସେମାନେ ଭୟ କରୁଛନ୍ତି ଓ ନିଜର ସେହିଦିନ ଗୋଜଗାର ବନ୍ଦ ହୁଏ ବଡ ବଡ ଯାନ ବହୁତ ଅସୁବିଧାରେ ଯାତାୟତ କରୁଥିବା ବେଳେ ସେହି ରାସ୍ତାରେ କିଭଳି ସାଧାରଣ ଲୋକ ନିଜ ନିଜ ଗ୍ରାମ ମାନଙ୍କୁ ଜିବାକୁ ହେଲେ କାହାର ସାଇଲେନ୍ସ ପାଇପି ବୁଡି ଯାଉଛି ତ କିଏ ରାସ୍ତା ର ଖାଳରେ ପଡୁଛି ସ୍ଥାନୀୟ ଅଞ୍ଚଳରେ ଅନେକ ଗୁଡିଏ କଳକାରଖାନା ଥିଲେ ମଧ୍ୟ ଜାତୀୟ ରାଜପଥ କର୍ମଚାରୀ ଓ ରାଜ୍ୟ ସରକାର ଦୃଷ୍ଟି ଦେଲେ ଏହି ରାସ୍ତା ଟି ର ନବୀକରଣ କରାଇଲେ ଭଲ ହୁଅନ୍ତା