Headlines

ଆକ୍ସନ ମୋଡରେ ବାଲିଗୁଡ଼ା ପୋଲିସ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ:

ଅପରାଧ ଓ ଗ6ଞ୍ଜଇ ମୁକ୍ତ କରିବ କି ବାଲିଗୁଡା ପୋଲିସ। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁ, ସୁଡ୍ରା ରାସ୍ତାରେ ବେଆଇନ ଭାବେ ଗଞ୍ଜେଇ ଚରା ଚାଲଣା ବେଳେ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ।୩ଜଣ ମାଫିଆ, ୨ଟି ବନ୍ଧୁକ ଓ 42କେଜି ଗଞ୍ଜେଇ ଜବତ କରିଛି ବାଲିଗୁଡା ୮ ପୋଲିସ। ଏକ ବର୍ଷ ଧରି ବନ୍ଧୁକ, ମାରଣାସ୍ତ୍ର ଦେଖାଇ ଯାତାୟତ ଲୋକଙ୍କୁ ଟଙ୍କା ପଇସା ସୁନାରୂପା ଏହି ତିନିଜଣ ମାଫିଆ ।ଏହି ସଂପର୍କରେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାଲିଗୁଡ଼ା ଏସଡିପିଅ ସୁଭମ ଭୋସ୍‌ଲେ ।

Leave a Reply

Your email address will not be published. Required fields are marked *