Headlines

ନୟାଗଡ଼:ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ : ନୟାଗଡ଼, ତା. ୧୭/୦୯/୨୦୨୬ – ଆଜି ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ,…

Read More

କେନ୍ଦ୍ରାପଡ଼ାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ,ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଜିଲ୍ଲାସ୍ତରୀୟ ଦୀପ ପ୍ରଜ୍ୱଳନ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା:ରାଜ୍ୟବ୍ୟାପୀ “ସେବା ସଂକଳ୍ପ ପର୍ବ” ପାଳନର ଶୁଭାରମ୍ଭ ଅବସରରେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଶୋଶାଙ୍କ ଶେଖର ସେଠୀ, ଜିଲ୍ଲା…

Read More

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ଖୋର୍ଦ୍ଧା ସମୀକ୍ଷା ନିୟୁଜ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କମାଗୁରୁ ଗ୍ରାମ ରାସ୍ତାରେ ଧଳା ଜହର ବିକ୍ରି କରୁଥିବା ବେଳେ ଖବର ପାଇ ବେପାରୀକୁ ମାଡି ବସିଲା ଟାଙ୍ଗୀ ଅବକାରୀ ପୋଲିସ lଧଳା ଜହର କାରବାର ଅଭିଯୋଗରେ ଜଣେ ଧଳା ଜହର ବେପାରୀ ଗିରଫ lଗିରଫ ବେପାରୀଠାରୁ ୫୨ ଗ୍ରାମ ଧଳା ଜହର ଜବତ କରିଛି ଟାଙ୍ଗୀ ଅବକାରୀ ପୋଲିସlଜବତ ଧଳା ଜହରର ବଜାର ଦର ୫ ଲକ୍ଷ ଟଙ୍କାରୁ…

Read More

ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେବନ୍ୟଜନ୍ତୁଙ୍କୁ ଚାଲାଣକାରୀଙ୍କୁ ଧରିବା ପାଇଁ ବିଶ୍ୱସନୀୟ ସୂଚନା ଆଧାର କରି ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ଏକ ମିଳିତ ଅଭିଯାନ କରାଯାଇଥିଲା। ମୋଟୁ ଅଞ୍ଚଳର ଏମ୍‌ପିଭି-୫୩ ଗାଁ ନିକଟ କେନାଲ ରୋଡ୍‌ରେ ଏହି ଅଭିଯାନ ହୋଇଥିଲା।ଯାଞ୍ଚ ସମୟରେ ଏକମୋଟରସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ମୋଟ ୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଚ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ…

Read More

ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି: ମାଲକାନଗିରି ସଦର ମାଡଭି ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୮ ଫୁଟ ଏବଂ ଓଜନ ୧୫ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବୁଲା କୁକୁର ତା’ର ନବଜାତ ଛୁଆମାନଙ୍କ ସହ ରହୁଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ କୁକୁର ଓ ଛୁଆମାନଙ୍କୁ ଖାଦ୍ୟ ଦେବା ସମୟରେ…

Read More

କାଲିମେଳା:ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୦ ତେଲରାଇ ମଧ୍ୟଭାଗ ମୋଡ଼ ନିକଟରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଡ୍ରମ୍ ବୋଝେଇ ଡାଲା ଅଟୋ ସହିତ ବାଇକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ…

Read More

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି…

Read More

ବରଗଡ଼:ଶୂନ୍ୟ ସହନଶୀଳତା ନୀତିରେ ନିଶା ମାଫିଆଙ୍କ ନିଦ ହଜାଇଛନ୍ତି ଏସପି ରବୀନ୍ଦ୍ର ନାଥ ଶତପଥୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଯେଉଁ ଦିନଠାରୁ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ରବୀନ୍ଦ୍ର ନାଥ ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେହି ଦିନଠାରୁ ଜିଲ୍ଲାରେ ଅପରାଧ ଓ ନିଶା କାରବାର ବିରୋଧରେ ଏକ ବ୍ୟାପକ ଏବଂ ନିରନ୍ତର ଅଭିଯାନ ଆରମ୍ଭ ହୋଇଛି। ଦାୟିତ୍ୱ ନେବା ମାତ୍ରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଅପରାଧୀ ଏବଂ ନିଶା କାରବାରୀଙ୍କ ପାଇଁ ବରଗଡ଼ ଜିଲ୍ଲାରେ କୌଣସି ସ୍ଥାନ ନାହିଁ। ତାଙ୍କର…

Read More

ନବପ୍ରଭାତ ବିଦ୍ୟାୟତନରେ ନିଆରା ‘ନୂଆଁଖାଇ ବଜାର’

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼ : ୧୨/୦୯ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷୀ, ନୂଆଁ ଧାନ ଓ ଓଡ଼ିଆ ଜୀବନଧାରା ସହ ଜଡ଼ିତ ଏକ ସମୃଦ୍ଧ ପରମ୍ପରା। ଏହି ପରମ୍ପରାର ମହତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ଓ ବ୍ୟବହାରିକ ଜ୍ଞାନ ବିକଶିତ କରିବା ଉଦ୍ଦେଶ୍ୟରେ ନବପ୍ରଭାତ ବିଦ୍ୟାୟତନ ପରିସରରେ ନିଆରା ଢଙ୍ଗରେ…

Read More

​ଉଦଳା:ଭାଇକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସିଗଲେ ଭଉଣୀ: ୧ କିମି ଦୂରରୁ ଉଭୟଙ୍କ ମୃତଦେହ ଜବତ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ: ​ଉଦଳା: ଭାଇକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଲେ ଭଉଣୀ। ଏଭଳି ଏକ ହୃଦୟବିଦାରକ ଓ ମର୍ମନ୍ତୁଦ ଘଟଣା ଓଡ଼ିଶାରୁ ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର କାାୟା ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବାବେଳେ ସମଗ୍ର ଅଞ୍ଚଳରେ ସମବେଦନାର ସୁଅ ଛୁଟିଛି।​ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି କାରଣବଶତଃ ଭାଇଟି ନଦୀ କିମ୍ବା କେନାଲର ପ୍ରଖର ଜଳସ୍ରୋତରେ ଭାସି ଯାଉଥିଲେ। ଭାଇକୁ…

Read More