ସରକାରୀ ରେକର୍ଡରେ ମୃତ, ବାସ୍ତବରେ ଜୀବିତ; ୮ ମାସ ଧରି ଭତ୍ତାରୁ ବଞ୍ଚିତ ବୃଦ୍ଧ ,ଜୀବିତ ଥାଇ ବି ମୃତ ଦର୍ଶାଇଲା ପ୍ରଶାସନ, ତୁରନ୍ତ ସଂଶୋଧନ ସହ ଭତ୍ତା ପ୍ରଦାନ ଦାବି
ଜିତେନ୍ଦ୍ର କୁମାର ଶତପଥୀ/ ସବ୍ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର: ରାୟଗଡା, ୧୦/୦୯ (ସମୀକ୍ଷା): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡସ୍ତ ବଡ଼ ଆମ୍ବାବାଡି ଗ୍ରାମ ବାସିନ୍ଦା ଜଣେ ଜୀବିତ ବୃଦ୍ଧଙ୍କୁ ସରକାରୀ ରେକର୍ଡରେ ‘ମୃତ’ ଦର୍ଶାଇ ଦିଆଯାଇଥିବାରୁ ସେ ଦୀର୍ଘ ୮ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛିଗୁଣପୁର ଉପଖଣ୍ଡସ୍ତ ବଡ଼ ଆମ୍ବାବାଡି ଗ୍ରାମଠାରେ,ଯାହାକି ପ୍ରଶାସନିକ ବ୍ୟବସ୍ଥାରେ ତଥ୍ୟ ସଂରକ୍ଷଣ ଓ ଯାଞ୍ଚ ପ୍ରକ୍ରିୟାକୁ…


Total Users : 6769