ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ ଆଲାମଙ୍କ ଦ୍ୱାରା ମାଲକାନଗିରିରେ ସୁପର ଚେକିଂ ଓ ଜିଲ୍ଲାସ୍ତରୀୟ ସମୀକ୍ଷା
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୯/୦୯/୨୬ ମାଲକାନଗିରି ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ସୁପର ଚେକିଂ ଏବଂ କ୍ଷେତ୍ରସ୍ତରୀୟ ଯାଞ୍ଚ କରିଛନ୍ତି ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମହମ୍ମଦ ସାଦିକ ଆଲାମ। ସେ ନିଜେ ସୁପର ଚେକିଂ ଅଧୀନରେ ଦାବି ଓ ଆପତ୍ତି ଗ୍ରହଣ ସମୟରେ ଆସିଥିବା ଆବେଦନଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ଏବଂ ସମ୍ପୃକ୍ତ ମାମଲା ରେକର୍ଡଗୁଡ଼ିକର ପ୍ରତ୍ୟକ୍ଷ ଯାଞ୍ଚ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ…


Total Users : 6775