Headlines

ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ କିଛି ବିଶେଷ ସୁତ୍ରରୁ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ମାଲକାନଗିରି ବନାଧିକାରୀ ୨୫-୬-୨୬ ତାରିଖ ଦିନ ମାଲକାନଗିରିର ପଦ୍ମଗିରି ଛକ ନିକଟରେ ବନବିଭାଗର ସ୍ୱତନ୍ତ୍ର ଟିମ ଜଗିରହିଥିଲେ।କିଛି ସମୟପରେ OD-07C-9921 ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ୍ ଦ୍ରୁତ ଗତିରେ ଯାଉଥିବା ଦେଖି ଗାଡିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡ଼ି ମଧ୍ୟରୁ ମୋଟ ୩୩୧ ଟି କଇଁଛ (ପ୍ରାୟ 5.7 କ୍ୟୁଣ୍ଟାଲ) ଗାଡିରେ ବେଆଇନ ଭାବରେ…

Read More

୫୯ ଜାତୀୟ ରାଜପଥରେ ପିଆଜ ବୋଝେଇ ପିକଅପ୍ ଦୁର୍ଘଟଣା୧୧ କେଭି ବିଦ୍ୟୁତ ଖୁଣ୍ଟ ଚୁରମାର, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ୨ ସାଥୀ

ମୁରିବାହାଲ, ୨୬/୦୬./୨୬ ଭଗବାନ ମହାନ୍ତି: ବିଳମ୍ବିତ ରାତିରେ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ପିକଅପ୍ ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଛି। ଡ୍ରାଇଭର ପ୍ରତାପ ଖୁଟେ, (୨୦), କହିବା ଅନୁଯାୟୀ ରାଇପୁରରୁ କେସିଙ୍ଗାକୁ ପିଆଜ ବୋଝେଇ ପିକଅପ୍ ଗାଡି ନଂ CG 04 QU 0672 ନେଇ ଆସିବା ସମୟରେ ପାଖାପାଖି ରାତି ୨ଟାରେ ତାଙ୍କୁ ନିଦ ଲାଗିଯାଇଥିଲା। ଫଳରେ ଗାଡିଟି ୧୧ କେଭି…

Read More

ସୁନ୍ଦରଗଡ଼ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର ପରିଗଣନା ଫର୍ମର ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ

ସୁନ୍ଦରଗଡ଼, ୨୨/୦୬/୨୬: ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଜୁନ୍ ମାସ ୨୮ ତାରିଖରେ ସମାପ୍ତ ହେବ ଏହି ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ଚାରି ଗୋଟି ନିର୍ବାଚନ ମଣ୍ଡଳୀର ପରିଗଣନା ଫର୍ମ ର ଡିଜିଟାଇଜେସନ୍ ପ୍ରକ୍ରିୟା ଶତ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଯାଇଛି। ଏହି ତିନି ଗୋଟି ନିର୍ବାଚନ ମଣ୍ଡଳୀ ହେଉଛି ୮-ତଲସରା,…

Read More