Headlines

ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
କେନ୍ଦୁଝର -10/09
ଗତକାଲି କେନ୍ଦୁଝର ସଦର ଅବକାରୀ ବିଭାଗ ପକ୍ଷରୁ OIC ଙ୍କ ନେତୃତ୍ୱ ରେ ଏକ ଟିମ ସହରର ପୁରୁଣା ବଜାର କେଉଟ ସାହିରେ ହଟାତ ଚଢ଼ାଉ କରି 17kg ଗଂଜେଇ ସହ ସୁକାନ୍ତି ନାୟକ (32) ଗିରଫ କରି କୋର୍ଟ ଚାଲାଣ କରିଛି l ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Leave a Reply

Your email address will not be published. Required fields are marked *