Headlines

ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା


ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍:
ବରଗଡ ଜିଲ୍ଲା ବରଡୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବରଗଡ ବର ଡୋଲ ରେ ଥିବା ଘରୋଇ କଲେଜ ର ପ୍ରିନ୍ସିପାଲ୍ ଦେବଦତ୍ତ ପ୍ରଧାନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ଏହି ଘଟଣା କୁ ନେଇ ବରଗଡ ଟାଉନ ଥାନା ପୋଲିସ ଗିରଫ କରିଛି ପୀଡ଼ିତ ଛାତ୍ରୀ ବାପା ଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚଲାଣ କରିଥିବା ବେଳେ ଜାମିନ ନ ମଂଜୁର ପରେ ତାଙ୍କୁ ଜିଲ୍ଲା କାରାଗାର କୁ ପଠା ଯାଇଛି ଘଟଣାର ଅଧିକ ତଦନ୍ତ ଜାରି ରହିଛି

Leave a Reply

Your email address will not be published. Required fields are marked *