Headlines

କୋକସରା ସମ୍ରାଟ ଅଶୋକ ପଡାରେ ପ୍ରଥମ ଥର ଏକତ୍ରିତ ଭାବେ ନୂଆଁଖାଇ ପାଳନ

ଧନୀରାମ ପାଣଗ୍ରାହୀ/କୋକସରା/ସମୀକ୍ଷା ନିୟୁଜ୍:

କୋକସରା (ସମୀକ୍ଷା ନିୟୁଜ୍) ” ପଶ୍ଚିମ ଓଡ଼ିଶା ର ଗଣ ପର୍ବ ନୁଆଁଖାଇ ପାଳନ ହେଲା। କିନ୍ତୁ କୋକସରା ବ୍ଲକ୍ ର କୋକସରା ର ସମ୍ରାଟ ଅଶୋକ ପଡାରେ ସମସ୍ତ ଆବଳ ବୃଦ୍ଧ ବନିତା ଗୋଟିଏ ଜାଗାରେ ରନ୍ଧା ବଢ଼ା କରି, ନୂଆ ଧାନର ଚୁଡ଼ା ସହିତ ନବାର୍ଣ୍ଣ ପାଳନ କରିଥିଲେ। ସମସ୍ତ ପଡାରେ ଖୁସିର ସହିତ ଜୁହାର ଭେଟ ହେଇ ସେମାନଙ୍କ ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇ ଦୀପ ଦାନ କରିଥିଲେ।


Leave a Reply

Your email address will not be published. Required fields are marked *