ଜୁଆ ଆଡ୍ଡା ଚଢାଉ ରେ ୬୩,୧୭୦ ଟଙ୍କା ସହ ତିନି ଗିରଫ ଏବଂ ଦୁଇ ବାଇକ୍ ଜବତ
ଅକ୍ଷୟ କୁମାର ସାହୁ /ସମୀକ୍ଷା ପ୍ରତିନିଧି /ଚିକିଟୀ : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବିଜୟଲକ୍ଷ୍ମୀ ନାରାୟଣପୁର ଅଞ୍ଚଳ ନିକଟସ୍ତ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୁଆ ଆଡ୍ଡା ରୁ ନଗଦ ୬୩,୧୭୦ ଟଙ୍କା, ଦୁଇ ପ୍ୟାକେଟ ତାସ୍, ଗୋଟିଏ ତାରପାଲିନ୍, ୪ଟି ମୋବାଇଲ୍ ଫୋନ୍ ଓ ଦୁଇଟି ମୋଟରସାଇକେଲ୍ ଜବତ ହୋଇଛି।ପୋଲିସ ସୂଚନା ଅନୁସାରେ, ୧୧ ତାରିଖ…


Total Users : 6902