Headlines

ଚିତ୍ରକୋଣ୍ଡା ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା: ୧୨ ଟି ଚୋରି ବାଇକ୍ ଜବତ ସହ ୧୨ ଅଭିଯୁକ୍ତ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୨/୦୮/୨୬: ଚୋରା ବାଇକ୍ କାରବାର ବିରୋଧରେ ଚିତ୍ରକୋଣ୍ଡା ପୁଲିସକୁ ବଡ଼ ସଫଳତା ମିଳିଛି। ୨୫ ଦିନ ମଧ୍ୟରେ ବାଇକ୍ ଚୋରି ସମ୍ପର୍କିତ ୭ଟି ମାମଲାର ତଦନ୍ତ କରି ପୁଲିସ ୧୨ଟି ବାଇକ୍ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ବାଇକ୍ ମଧ୍ୟରୁ ୬ଜଣ ପ୍ରକୃତମାଲିକଙ୍କୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଏସପି…

Read More

ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୮/୨୬: ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରି ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ…

Read More

ମୟୂରଭଞ୍ଜ ଏୟାରଷ୍ଟ୍ରିପ ଓ ଜଡିତ ସହୀଦ ସ୍ମୃତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨୮/୭ – ବୃହତ୍ତମ ମୟୂରଭଞ୍ଜ ଜିଲ୍ଲା ତାର ତିନିଟି ଏୟାରଷ୍ଟ୍ରିପର ଦରଦ କାହାଣୀ କହିଥାଏ । ଅମର୍ଦ୍ଦା ବା ରାସଗୋବିନ୍ଦପୁର, ରାଜାବସା ଏବଂ ଦାଣ୍ଡବୋଷ ବା ରାଇରଙ୍ଗପୁର ଏୟାରଷ୍ଟ୍ରିପ ତିନିର ଇତିହାସକୁ ବଖାଣି ଥାଏ । ଦୃଷ୍ଟି ଆଢୁଆଳରେ ରହି ଏମାନେ ଭିନ୍ନକ୍ଷମ ସାଜିଛନ୍ତି । ଗୋଟିଏ ଶଯ୍ୟାଶାୟୀ ତ କେବଳ ମାତ୍ର ଦେଖାଶୁଣାରେ ସୀମିତ ରହିଛନ୍ତି ଅନ୍ୟ ଦୁଇ, ଦାଣ୍ଡବୋଷ ସ୍ୱଳ୍ପ କାର୍ଯ୍ୟକ୍ଷମ । ବିଶେଷ…

Read More

୬୬ ଜଣ ପୋଲିସ ଅଧିକାରୀ ଓ ସରକାରୀ ଆଇନଜୀବୀଙ୍କୁ ସମ୍ମାନିତ କଲେ ଡିଜିପି

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୧୨ ଅଗଷ୍ଟ ୨୦୨୬: ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାରେ ସଫଳ ଦଣ୍ଡବିଧାନ ସୁନିଶ୍ଚିତ କରିବା ସହ ତଦନ୍ତ ଓ ଆଇନଗତ ପ୍ରକ୍ରିୟାରେ ଉତ୍କୃଷ୍ଟ ଅବଦାନ ପାଇଁ ଓଡ଼ିଶା ପୋଲିସର ଅଧିକାରୀ ଏବଂ ସରକାରୀ ଆଇନଜୀବୀଙ୍କୁ ଆଜି ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି…

Read More

ଓଡ଼ିଶାରେ ପ୍ରଯୁକ୍ତି ବିପ୍ଳବକୁ ନୂଆ ଦିଗ — AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଉଦ୍‌ଘାଟିତ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ SAP ସଫ୍ଟୱେର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ସହିତ AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି। ଏହି ଅବସର ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ଏହି ନୂତନ ପଦକ୍ଷେପ ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟ ଓ ନିବେଶ ପାଇଁ…

Read More

ମୟୂରଭଞ୍ଜ: କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶୋଚନୀୟ ଅବସ୍ଥା; ଦିନ ଦୁଇପ୍ରହରେ ମୋବାଇଲ୍ ଲାଇଟ୍ ଭରସାରେ ରୋଗୀଙ୍କ ଚିକିତ୍ସା

ଯଶୋବନ୍ତ ପରିଡା/ ​କପ୍ତିପଦା ଉପଖଣ୍ଡ ୧୨/୮/୨୬ (ସମୀକ୍ଷା ନ୍ୟୁଜ): ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାଗୁଡ଼ିକ କିପରି ନିଜେ ରୋଗାଗ୍ରସ୍ତ ହୋଇପଡ଼ିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଏତେ ଶୋଚନୀୟ ଯେ, ଦିନ ଦୁଇପ୍ରହରେ ବିଦ୍ୟୁତ୍ ସେବା ବିନା ମୋବାଇଲ୍ ଲାଇଟ୍ ମାରି ରୋଗୀଙ୍କ ଚିକିତ୍ସା କରାଯାଉଛି।​ଡାକ୍ତରଖାନାର ବାସ୍ତବ ଚିତ୍ର ଅତ୍ୟନ୍ତ ଭୟାବହ। କେତେବେଳେ ଡାକ୍ତରଖାନା କୋଠାର ଛାତ ଓ ସିଲିଂ…

Read More

ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସୁନିଶ୍ଚିତ କରିବା

(ସମୀକ୍ଷା ବ୍ୟୁରୋ ) ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋଶେଫ୍ ବିଜୟ ଲୋକସଭା ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ବିରୋଧରେ ବୁଧବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ସେ ମହିଳା ସଂରକ୍ଷଣକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ ମଧ୍ୟ କେନ୍ଦ୍ରକୁ ଲୋକସଭାର ୫୪୩ ଆସନ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ କରାଗଲେ ତାମିଲନାଡୁ ଭଳି ଦକ୍ଷିଣ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ପ୍ରଭାବିତ ହୋଇପାରେ। ତାମିଲନାଡୁ ଏବଂ ଅନ୍ୟାନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକ ଯୁକ୍ତି ଦେଇଛନ୍ତି ଯେ…

Read More

ରାଉଲକେଲା ୧୭ ଅଗଷ୍ଟରୁ ଆରମ୍ଭ ହେବ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ, ୨୨୮ ଜଣ ଆଶା କର୍ମୀ ଓ ୫୦ ଟି ସୁପରଭାଇସର ଙ୍କର ଟିମ ନିୟୋଜିତ

ଲିପିକା ଦାସ // ସ୍ୱତନ୍ତ୍ର ପ୍ରତିନିଧି // ସୁନ୍ଦରଗଡ : ରାଉଲକେଲା ୧୨/୮/୨୬ : କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ (Leprosy Case Detection Campaign–LCDC)–୨୦୨୬ ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଭିଯାନ ରେ ୨୨୮ଜଣ ଆଶା କର୍ମୀ ଓ ୫୦ ଟି ସୁପରଭାଇଜରଙ୍କର ଟିମ ନିୟୋଜିତ ହୋଇଛନ୍ତି ।ଏହି ଅଭିଯାନ ନିମନ୍ତେ ରାଉରକେଲାରେ…

Read More

ରାଉରକେଲାରେ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ ଅନୁଷ୍ଠିତ: ଡେଙ୍ଗୁ ନିୟନ୍ତ୍ରଣ ଓ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବାର ସମୀକ୍ଷା

ଲିପିକା ଦାସ // ସ୍ୱତନ୍ତ୍ର ପ୍ରତିନିଧି // ସୁନ୍ଦରଗଡ: ରାଉରକେଲା ମହାନଗର ନିଗମ (RMC) ସମ୍ମିଳନୀ କକ୍ଷଠାରେ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ନଗର ସ୍ୱାସ୍ଥ୍ୟ ସମିତି,ରାଉରକେଲା ଆନୁକୂଲ୍ୟରେ ଏକ “ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ” କମିଶନର ମହାନଗର ନିଗମ ସୁଶ୍ରୀ ଧୀନା ଦସ୍ତାଗୀର ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମହାନଗର ର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା:ଡେଙ୍ଗୁ ପ୍ରତିରୋଧ ପ୍ରସ୍ତୁତି ପାଇଁ ଡ୍ରାଏଡେ…

Read More

ପରଜଙ୍ଗ ନିମ୍ନମାନର ମୂଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମହା ଦୁର୍ନୀତିର ଗନ୍ତାଘର ପାଲଟିଛି। ବିଭିନ୍ନ ପ୍ରକଳ୍ପ ଏହାର ଏକ ଜଳନ୍ତା ଉଦାହରଣ ପୂର୍ତ୍ତ ବିଭାଗ ରାସ୍ତା ମୁକ୍ତାପଶି ଠାରୁ ବଡ କମର ପ୍ରଶସ୍ଥ ଉନ୍ନତି କରଣ ହୋଇଥିବା ରାସ୍ତା ମାତ୍ର ୮ମାସ ନପୁରୁଣୁ ରସ୍ତା ଖାଲ ଖମଣରେ ପରିଣତ ହୋଇଗଲାଣି। ପାଟରପଦା ବଡ଼ଯୋରା ବାଙ୍କ ବିହାରୀ ଆଶ୍ରମ ଛକ ଠାରୁ ୫୦ ମିଟର ଠାରେ ଏକ ହୋମ ପାଇପ ନିର୍ମାଣ ପୋଲ ଭାଙ୍ଗି ଯାଇ ରାସ୍ତା…

Read More