Headlines

ତାଳଚେର: ବିନା ପୂର୍ବ ସୂଚନାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ, ଟାଟା ପାୱାରର ଅବହେଳାକୁ ନେଇ ୨୧ ନମ୍ବର ୱାର୍ଡବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ

ପୁଲକେଶ୍ୱର ମିଶ୍ର/ତାଳଚେର/ଅନୁଗୋଳ/ସମୀକ୍ଷା ନ୍ୟୁଜ୍: ଆଜି ଅଗଷ୍ଟ ୧୧, ୨୦୨୬, ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୨୧ ନମ୍ବର ୱାର୍ଡରେ ଟାଟା ପାୱାରର ଚରମ ଅବହେଳା ଦେଖିବାକୁ ମିଳିଛି। ସକାଳୁ କୌଣସି ପୂର୍ବ ସୂଚନା ନଦେଇ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଦୀର୍ଘ ୪ ରୁ ୫ ଘଣ୍ଟା ଧରି ଲାଇନ୍ କାଟିଦିଆଯିବା ଫଳରେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଅସମ୍ଭାଳ ପରିସ୍ଥିତିର ସାମ୍ନା କରୁଛନ୍ତି।​ଲୋକଙ୍କ ଅଭିଯୋଗ ଓ ବ୍ୟବସାୟରେ କ୍ଷତି​ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଗତକାଲି କିମ୍ବା…

Read More

ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ସାନନ୍ଦ ମହାପାତ୍ର/ ସମୀକ୍ଷା ସମୀକ୍ଷା ନିଉଜ୍ /ବରଗଡ: ତା ୧୦/୮/୨୬: ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ବ୍ୟତୀତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଶାନ୍ତ…

Read More

ତାଳଚେର ବାଘାବୋଲ ଛକରେ ପ୍ରଶାସନର ବେଖାତିର: ହାଇମାଷ୍ଟ ଲାଇଟ୍ ବନ୍ଦ, ଖାଲଖମାରେ ଜମୁଛି ବର୍ଷା ପାଣି

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର: ବାଘୁଆବୋଲ ଛକରେ ପୌରପାଳିକା (ମ୍ୟୁନିସିପାଲିଟି) ଏବଂ ସରକାରୀ ପ୍ରଶାସନର ଚରମ ଅବହେଳା ଦେଖିବାକୁ ମିଳିଛି। ଛକର ସୌନ୍ଦର୍ଯ୍ୟୀକରଣ ଏବଂ ଆଲୋକୀକରଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଉଚ୍ଚ 스ତମ୍ଭ ବିଶିଷ୍ଟ ହାଇମାଷ୍ଟ ଲାଇଟ୍ (High-mast light) ପୋଷ୍ଟ ବସାଯାଇଥିଲେ ମଧ୍ୟ ତାହା ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଛି। ରାତିରେ ସମ୍ପୂର୍ଣ୍ଣ ଅନ୍ଧାର ଯୋଗୁଁ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।​ଖାଲି ସେତିକି…

Read More

ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ, ୨୦ ଗ୍ରାମ ବ୍ରାଉନସୁଗାର ଜବତ

ପୁଲକେଶ୍ଵର ମିଶ୍ର/ସମୀକ୍ଷା ନ୍ୟୁଜ/ ​ତାଳଚେର, ୯ ଅଗଷ୍ଟ ୨୦୨୬: ତାଳଚେର କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।​ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୯:୦୦ ଟା ସମୟରେ ଅଭିଯୁକ୍ତମାନେ ବାଲେଶ୍ଵରରୁ ବ୍ରାଉନସୁଗାର ଧରି ତାଳଚେର ଆଡ଼କୁ ଆସୁଥିଲେ। ଗୁପ୍ତ ସୂଚନା ଆଧାରରେ ତାଳଚେର କୋଲିୟାରୀ ଥାନା ପୋଲିସ ଚଢ଼ାଉ…

Read More

କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଜନଶୁଣାଣିରେ ୪୪ ଅଭିଯୋଗ, ୭ଟିର ତତ୍କାଳ ସମାଧାନ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୦/୦୮: କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ସୋମବାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଯୋଗଦେଇ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ।ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ, ଜନଶୁଣାଣିରେ ମୋଟ ୪୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୬ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୭ଟି ଗ୍ରାମ ସମ୍ପର୍କିତ ସମସ୍ୟା ଥିଲା। ଏହାଛଡ଼ା ରେଡ୍‌କ୍ରସ୍ ସହାୟତା ପାଇଁ ୧ଟି ଆବେଦନ…

Read More

ତାଳଚେର ଟିଏଫ୍‌ଏଲ୍ ରେଳ କରିଡର ଓ ପ୍ରଜାମଣ୍ଡଳ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର: ଗତକାଲି ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଉପ-ଜିଲ୍ଲାପାଳ ଏବଂ ତାଳଚେର ଉପ-ଜିଲ୍ଲାପାଳ ମିଳିତ ଭାବେ ତାଳଚେର ଟିଏଫ୍‌ଏଲ୍ (TFL) ରେଳ କରିଡର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଅଧିକାରୀମାନେ ରେଳ କରିଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା (Grievance) ଗୁଡ଼ିକର ତଦାରଖ କରିଥିଲେ।​ଏହା ପରେ ଅଧିକାରୀମାନେ ତାଳଚେର ପ୍ରଜାମଣ୍ଡଳର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଅଞ୍ଚଳର…

Read More

ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି/ ଚିକିଟି : ଚିକିଟି-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତାରେ ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଦୌଉଳିଆପଡା ସମାଜ କୋଠଘର ଠାରେ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପ୍ରକିୟା ଅନୁଯାୟୀ ବିଗତ ଦିନରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ତା ୦୫.୦୭.୨୦୨୬ ରିଖ ଠାରୁ ଆରମ୍ଭ କରି ତା…

Read More

ବରଗଡ଼: “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ ଏବଂ ହ୍ୟାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ /ସମୀକ୍ଷା ନ୍ୟୁଜ୍ ୧୦/୮/୨୬: ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ପାଳନ ଅବସରରେ “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ” ଅନ୍ତର୍ଗତ ଜିଲ୍ଲାସ୍ତରୀୟ ହ୍ୟାକାଥନ୍ କାର୍ଯ୍ୟକ୍ରମ ବରଗଡ଼ସ୍ଥିତ ଡ଼ିଡ଼ିଏଚ ସମ୍ମିଳନୀ କକ୍ଷଠାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ହ୍ୟାକାଥନ୍‌ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମନୋନୀତ ୩୦ ଜଣ ବୁଣାକାରଙ୍କୁ ୧୦ଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଦଳରେ ୩ ଜଣ ବୁଣାକାରଙ୍କ ସହ ଟେକ୍ସଟାଇଲ୍ ବିଭାଗର ଜଣେ ମେଣ୍ଟର ରହିଥିଲେ।…

Read More

ବାଲିଗୁଡାରେ ବିଶ୍ୱ ଆଦିବାସୀ ଏକତା ଦିବସ ପାଳିତ

ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜିନାଲ ସାମ୍ବାଦିକ/ ସମୀକ୍ଷା ନିୟୁଜ. ବାଲିଗୁଡା କୁଇ କୁଳ ସମିତି ପକ୍ଷରୁ ବାଲିଗୁଡା ସ୍ଥାନୀୟ ସଭାଗୃହଠାରେ ବିଶ୍ୱ ଆଦିବାସୀ ଦିବସ ପରମ୍ପରିକ ରୀତିରେ ପାଳିତ ହୋଇଛି. ବାଲିଗୁଡାର ଆଦିବାସୀ ନେତା କ୍ଳେଶ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଗୋଣ୍ଡ ସମାଜ, ସୌର ସମାଜ, କନ୍ଧ ଗୌଡ଼ ସମାଜ, କନ୍ଧ କୁମ୍ଭାର ଏହି ଦିବସ ରେ ବହୁମାତ୍ରରେ ଯୋଗଦେଇଥିଲେ . ଏହି ଅବସରରେ କୁଇକୁଳ ସମିତି ଶାଖା କାର୍ଯ୍ୟାଳୟରୁ ପରମ୍ପରିକ ଅସ୍ତ୍ର ଶସ୍ତ୍ର,…

Read More

​ତାଳଚେର ରାଜପଥରେ ବୁଲା ଗାଈଙ୍କ ରାଜ୍: ବର୍ଷା ରାତିରେ ବଢୁଛି ଦୁର୍ଘଟଣା ଭୟ, ପ୍ରଶାସନ ନିଦ୍ରାବତ

ପୁଲକେଶ୍ୱର ମିଶ୍ର / ତାଳଚେର/ (ସମୀକ୍ଷା ନ୍ୟୁଜ) : ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ, ସବୁଠି ଏବେ ବୁଲା ଗାଈଗୋରୁଙ୍କ ଆତଙ୍କ. ବିଶେଷକରି ରାତି ସମୟରେ ଏବଂ ସାମାନ୍ୟ ବର୍ଷା ହେଲେ ଏହି ସମସ୍ୟା ଅଧିକ ଉଗ୍ର ରୂପ ଧାରଣ କରୁଛି, ଯାହା ସାଧାରଣ ଜନତାଙ୍କ ଯାତାୟାତରେ ବଡ଼ ବାଧା ସୃଷ୍ଟି କରୁଛି. ଏହା କୌଣସି ଏକ ନିର୍ଦ୍ଦିଷ୍ଟ କ୍ଲବ ବା ଗୋଷ୍ଠୀର ସମସ୍ୟା ନୁହେଁ, ବରଂ ସରକାର ଏବଂ ସ୍ଥାନୀୟ…

Read More