Headlines

ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ବଲାଡି ଶ୍ରୀ ଶ୍ରୀ ମାଣିକେଶ୍ବର ଶିବ ମନ୍ଦିରରେ ଅନୁଷ୍ଠିତ

ରଞ୍ଜନ ହୋତା/ ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର ଜ଼ିଲ୍ଲା: ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ମାଣିକେଶ୍ବରୀ ଶିବାମନ୍ଦିରେ ବଲାଡିଠାରେ ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ପ୍ରଥମେ ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା. ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସଭାରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା. ବ୍ରାହ୍ମଣ ଏକତା ଏବଂ ସାଙ୍ଗଠନିକ ହେଵା ନେଇ…

Read More

ପରଜଙ୍ଗ: ଭର୍ଚୁଆଲ ମାଧ୍ୟାମରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ ଉଦ୍ଘାଟନ

ଶଙ୍କର୍ଷଣ ସାହୁ// ପରଜଙ୍ଗ ପ୍ରତିନିଧି / ସମୀକ୍ଷା ନିୟୁଜ/୨୦/୦୬ : ପରଜଙ୍ଗ ବ୍ଲକ ଗଡ ପରଜଙ୍ଗ ପଞ୍ଚାୟତ ଜହ୍ନା ପଡା ଠାରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ୍ କୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ସେଠାରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଏହି…

Read More

ମାଲକାନଗିରିରେ ପୁଣି ମାଓବାଦୀଙ୍କ ଗଡ଼ରୁ ସଂଗ୍ରହ ହେଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୮/୦୬/୨୬: ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ମିଳିଛି ଏକ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ରବିବାର ସକାଳେ ଡିଭିଏଫ୍ (DVF) ଯବାନଙ୍କ ପକ୍ଷରୁ କାଲିମେଳା ଥାନା ଅଧୀନ ଗୁଣ୍ଠାବଡ଼ା ଓ କଦମଗୁଡ଼ା ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ଏକ ବଡ଼ ମାଓବାଦୀଙ୍କ ଡମ୍ପ ଠାବ କରାଯାଇଛି। ଏହି ଅଞ୍ଚଳ ଆନ୍ଧ୍ରପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାର ମୋଟୁଗୁଡେମ…

Read More

ସ୍ୱାମୀଙ୍କୁ ନେଇ ବିଚ୍ ରାସ୍ତାରେ ଦୁଇ ମହିଳା ହାତାହାତି, ଥାନାରେ ପହଞ୍ଚିଲେ ଉଭୟ ପକ୍ଷ

କପ୍ତିପଦା ଉପଖଣ୍ଡ ୨୭୦୬୨୬(ସମୀକ୍ଷା) ଯଶୋବନ୍ତ ପରିଡାମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ନାଗପାଳ ଅଞ୍ଚଳରେ ସ୍ୱାମୀଙ୍କୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ବିଚ୍ ରାସ୍ତାରେ ହାତାହାତି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ନାଗପାଳର ଭାରତୀ ପାତ୍ରଙ୍କ ସ୍ୱାମୀଙ୍କ ସହ ଝିଲି ଓଝା ନାମକ ଜଣେ ମହିଳାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଭାରତୀଙ୍କ ପରିବାରରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିଲା। ଏନେଇ ପୂର୍ବରୁ ଉଦଳା ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।…

Read More

ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୭/୦୬/୨୬​ ରାତିର ଅନ୍ଧାରରେ ଅଗ୍ନିର କରାଳ ରୂପ ଦେଖିଲା ଉପାନ୍ତ ମାଲକାନଗିରି ଜିଲ୍ଲା। ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ପରିସରରେ ଥିବା ଶିଶୁ ଉଦ୍ୟାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ହୁତୁ ହୁତୁ ହୋଇ ଜଳୁଥିବା ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଏହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଦୀର୍ଘ ୩ ଘଣ୍ଟା କାଳ କଠିନ ପରିଶ୍ରମ…

Read More

MBBS ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା

OAS ଭୀମସେନ୍ ଟୁଡୁ ଚାକିରୀରୁ ନିଲମ୍ବନମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଠୋର କାର୍ଯ୍ୟାନୁଷ୍ଠାନ କପ୍ତିପଦା ଉପଖଣ୍ଡ ୨୭/୦୬/୨୬ (ସମୀକ୍ଷା) ଯଶୋବନ୍ତ ପରିଡାଓଡ଼ିଶାର ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା ଏହି ମାମଲାରେ ଅଭିଯୁକ୍ତ ଓଏଏସ୍ (OAS) ଅଫିସର ଭୀମସେନ ଟୁଡୁଙ୍କୁ ଚାକିରିରୁ ବରଖାସ୍ତ (Dismissal) କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭୀମସେନ ଟୁଡୁଙ୍କ ବିରୋଧରେ ବିଭିନ୍ନ ଗୁରୁତର ଦଫା, ବିଶେଷକରି ବିଏନଏସ୍ (BNS) ର ଧାରା ୬୯…

Read More

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ସହ ଠାକୁରାଣୀଙ୍କ ଗହଣା ଲୁଟ

କପ୍ତିପଦା ଉପଖଣ୍ଡ ୨୭/୦୬/୨୬ (ଯଶୋବନ୍ତ ପରିଡା) ଲୁଟେରାଙ୍କ ଟାର୍ଗେଟରେ ରହିଛି ମନ୍ଦିର। ଉଦଳା ଥାନାଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ସ୍ମଶାନ କାଳୀ ମନ୍ଦିରରେ ଗତ ରାତିରେ ଚୋରି ହୋଇଛି।ଲୁଟେରାମାନେ ମନ୍ଦିରର ଫାଟକର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେମାନେ ମା କାଳୀଙ୍କ ହୁଣ୍ଡି ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇଯାଇଥିବା ବେଳେ, ମା ଦକ୍ଷିଣେଶ୍ୱର କାଳୀଙ୍କ ମୁକୁଟ ସହ ପୂଜାରେ ବ୍ୟବହୃତ ଗହଣା ମଧ୍ୟ ଲୁଟି ନେଇଛନ୍ତି। ହୁଣ୍ଡି ବାକ୍ସରୁ କେତେ…

Read More

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ରପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରଶଂସନୀୟ ତଥା ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାରଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଏବଂ ବିଦ୍ୟାଳୟ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ଏବଂ…

Read More

ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ କିଛି ବିଶେଷ ସୁତ୍ରରୁ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ମାଲକାନଗିରି ବନାଧିକାରୀ ୨୫-୬-୨୬ ତାରିଖ ଦିନ ମାଲକାନଗିରିର ପଦ୍ମଗିରି ଛକ ନିକଟରେ ବନବିଭାଗର ସ୍ୱତନ୍ତ୍ର ଟିମ ଜଗିରହିଥିଲେ।କିଛି ସମୟପରେ OD-07C-9921 ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ୍ ଦ୍ରୁତ ଗତିରେ ଯାଉଥିବା ଦେଖି ଗାଡିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡ଼ି ମଧ୍ୟରୁ ମୋଟ ୩୩୧ ଟି କଇଁଛ (ପ୍ରାୟ 5.7 କ୍ୟୁଣ୍ଟାଲ) ଗାଡିରେ ବେଆଇନ ଭାବରେ…

Read More

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ

କପ୍ତିପଦା ଉପଖଣ୍ଡ ୨୬/୬/୨୬(ଯଶୋବନ୍ତ ପରିଡା) ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ ଫାଳିଆରେ ଅନ୍ଧା ଦୁନିଆ ବାଡେଇଲେ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡାମପଦା ଗ୍ରାମରେ। ଗ୍ରାମର ପ୍ରମିଳା ବେହେରା ଘରେ ଏକୁଟିଆ ଥିବାବେଳେ ହଠାତ ଗତକାଲି ରାତ୍ର ସମୟରେ ସାନ ପୁଅ ରଂଜିତ ବେହେରା ଆସି ଏକ କାଠ ଫାଳିଆରେ ତାଙ୍କୁ ନିର୍ଘାତ ବାଡେଇ ଥିଲେ। କାଠ…

Read More