Headlines

କାଲୁର ପାଟି ଫିଟେନି ;କଷ୍ଟ ଜାଣିଲା ମାନଵୀକତା


ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

ଜଗତସିଂହପୁର ଚର୍ଚ୍ଚିକା ବଜାର ରାସ୍ତାରେ କଲୁ ଏକ ନିରୀହ ବିଶ୍ୱାସୀ ପ୍ରାଣୀ ଗୋଡ଼ରେ ଏକ ଆଜ୍ଞାତ ମଟର ସାଇକଲ ଚାଳକ ଧକା କରି ଚାଲି ଯାଇଥିଲା | ଦେବଦତ୍ତ ମହାନ୍ତିଙ୍କ ଘର ସମୁଖରେ କଲୁ ପଡିଯାଇଥିଲା |ଅପରାହ୍ନ 4ଘଟିକାରେ ଦେବଦତ୍ତ ବାବୁ ଘରୁ ବାହାରିଲା ବେଳେ କାଲୁକୁ ଦେଖି ତାର କଷ୍ଟ ଅନୁଭବ କରିପାରିଥିଲେ | ସେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଇ ଇଞ୍ଜେକ୍ସନ ଦିଆଇ ଅନ୍ୟାନ୍ୟ ସେବା ଦେଇଥିଲେ |କାଲୁକୁ ନିଜ ଘର ଅଗଣାରେ ରଖି ସେବା ଦେଲେ |ଏହା ପ୍ରାଣୀର ସେବା ଗୋବିନ୍ଦ ସେବା କୁହାଯାଇପାରେ |

Leave a Reply

Your email address will not be published. Required fields are marked *