
ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:
ଆଁ କରିଥିବା ବେଳେ ବଡ ବଡ ଗାତ ଦେଖିବାକୁ ମିଳିଛି ଗତ ୨୦୨୩ ମସିହାରୁ ବରଗଡ ଟ୍ରାଫିକ ସମସ୍ୟା ଦୂର କରିବା ଓ ସହର ସୌନ୍ଦର୍ଯ୍ୟ କରଣ ପାଇଁ ସାଈ ମନ୍ଦିର ରୁହୁନିଆ ଗାଁ ପର୍ଯ୍ୟନ୍ତ ୪୫ କୋଟି ଟଙ୍କା ବ୍ୟୟ ଅଟକଳ ରେ ରିଙ୍ଗ ରୋଡ କାମ ଚାଲିଛି ୩ ବର୍ଷ ହେଲାଣି କାମ ସରିନି ଜିରା ନଦୀ ତଟରେ ଏହି ରିଙ୍ଗ ରୋଡ ନିର୍ମାଣ ହେଉଥିବା ବେଳେ ଏବେ ବନ୍ୟା ପରିସ୍ଥିତିରେ ମାଟି ଧୋଇ କୋଟି କୋଟି ଟଙ୍କା କ୍ଷୟକ୍ଷତି ହୋଇଛି

ତେବେ ଜିରା ନଦୀ ରେ ପ୍ରତି ବର୍ଷ ବନ୍ୟା ଆସେ ତାକୁ ନଜର ରଖି କାହିଁକି ରିଙ୍ଗ ରୋଡ ରେ କମ୍ଫା ଉଣ୍ଡ ୱାଲା ବା ସାଇଟ୍ ୱାଲ୍ ତିଆରି କଲେ ନାହିଁ କାହିଁକି ଅଧିକାରୀ କିମ୍ବା ଠିକା ସଂସ୍ଥା ଏଡେ ଭୁଲ କଲେ ଯାହା ଫଳରେ ବନ୍ୟା ରେ ମାଟି ଧୋଇ ହୋଇ କୋଟି କୋଟି ଟଙ୍କା ର କ୍ଷୟ ହେଲା ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଯାଉଛି ଅନ୍ୟପଟେ ଜଳସେଚନ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ଠିକା ସଂସ୍ଥା ସିଦ୍ଧି ବିନାୟକ ଉପରେ ପ୍ରଶ୍ନ ଉଠାଇଛନ୍ତି କାହିଁକି ଠିକାଦାର କମ୍ପାଉଣ୍ଡ ୱାଲ୍ କଲେ ନାହିଁ ଏହା ପ୍ରଥମରୁ କରିବା ଉଚିତ୍ ବୋଲି ଅଧିକାରୀ କହିଥିବା ବେଳେ ଏବେ ଠିକା ସଂସ୍ଥା କୁ ତାଗିତ କରି ଚିଠି ଲେଖା ଯାଇଛି ଓ ଭୁଲ ହୋଇ ଯାଇଛି ବୋଲି ନିଜେ ସ୍ପିକାର କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ତେବେ ଭୁଲ୍ କାହିଁକି ହେଲା ଠିକା ସଂସ୍ଥା ହେଉ ଅଧିକାରୀ ଏହାର ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରଗଡବାସି



Total Users : 6776