ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:
ଜଗତସିଂହପୁର, 09/09/2026: ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ
ଅନନ୍ତପୁର ଗ୍ରାମ ପଞ୍ଚାୟତର ଓଅନନ୍ତପୁର ଗ୍ରାମର ବିକ୍ରମ କାଣ୍ଡି, ତାଙ୍କର ଦୁଇ ପୁଅ, ଜଣେ ବିବାହିତ ପୁଅ ଓ ବୋହୁ ଓ ଜଣେ ଅବିବାହିତ, ତାଙ୍କର ମାତ୍ର ଗୋଟିଏ ଘର ଅଛି | ଆଉ ଗୋଟିଏ ପୁଅ ତାର ବୟସ 29 ବର୍ଷ ତାର ସେହି ଘର ବାରଣ୍ଡା | ବିକ୍ରମ ଓ ତାଙ୍କ ସହଧର୍ମିଣୀ ମିଶି ଏହି କୁଡ଼ିଆରେ ରହୁଛନ୍ତି |
ସମାଜର ପଛୁଆ ଧାଡ଼ିର ଲୋକ | ବିକାଶ ପହଂଚିବା ପାଇଁ ଅନେଇ ସମୟ ଲାଗିଲାଣି ତା ପାଖକୁ ଆସିବାକୁ | ଘର ଟିଏ ପାଇଲେ ସ୍ୱାମୀ ସ୍ତ୍ରୀ ବର୍ଷାରେ ଠିକରେ ସୋଇ ପାରିବେ | ସ୍ତ୍ରୀ ଟିକିନା କାଣ୍ଡି କୁହନ୍ତି ଘର ନାହିଁ, ପୁଅକୁ ବାହା କରିପାରୁନାହୁଁ |ଏ ଚିନ୍ତାରେ ସ୍ୱାମୀଙ୍କର ଥରେ ଷ୍ଟ୍ରୋକ ହୋଇଯାଇଛି | ସରକାରଙ୍କର ଲୋକ ଆସି ଫୋଟୋ ନେଇଛନ୍ତି | ଘର ମିଳିବ ବୋଲି କହିଛନ୍ତି |ହେଲେ ମିଳିଲେ ମୋ ପୁଅଟା ବାହା ହେଇଯାନ୍ତା | ଆଙ୍କର କେତେବେଳେ କଣ ହେବ, ଠିକଣା ନାହିଁ | ଦେଖି ଦିଅନ୍ତେ ବିଭାଘରଟା |

ସରପଞ୍ଚ ଶ୍ରୀମତୀ କବିତା ପଳେଇଙ୍କ ସୂଚନା ମୁତାବିକ ତାଙ୍କର ପରିଦର୍ଶନ ସରିଛି | ବର୍ତ୍ତମାନର ସରକାର ଯେଉଁ ପରି ନିୟମ କରିଛନ୍ତି ସେଥିରୁ ସିଏ ପାଇବା ବହୁତ କଷ୍ଟ | ସରପଞ୍ଚ ହିସାବରେ ଚାହିଁଲେଵୀ କୌଣସି କାମ ହୋଇପାରୁନି | ସମିତି ସଭ୍ୟା ଶ୍ରୀମତୀ ଜ୍ୟୋସ୍ନା ପଣ୍ଡାଙ୍କ କହିବା ଅନୁଯାଇ ତାଙ୍କର ଫଟୋ ଯାଇଛି | ବ୍ଲକରୁ ଶୁଚିରେ ତାଙ୍କ ନାମ ଆସିଲେ ତାଙ୍କୁ ଘର ମିଳିବ | ତଥାପି ଟିକିନା କାଣ୍ଡି ଅପେକ୍ଷାରେ ଅଛନ୍ତି କେବେ ତାଙ୍କର ଘର ଆସିବ, ତାଙ୍କ ପୁଅ ବିଭା



Total Users : 6801