
ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର
ପାଟଣା :୧୪/୯,ପାଟଣା ବ୍ଲକ ମୁଖ୍ୟାଳୟରେ ସ୍ଥାପିତ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ସୋମବାର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀଙ୍କ ଦ୍ଵାରା ମନ ଉଲ୍ଲାସ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି। ସଭାପତି ପ୍ରକାଶ କୁମାର ସେଠୀ, ସମ୍ପାଦକ ଅନିଲ କୁମାର ରଣା, ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତ, ଅନୁଷ୍ଠାନର ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତେଜସ୍ବିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର, କୁହେଲିକା ମହାନ୍ତ, କିର୍ତ୍ତୀମୟୀ ମହାନ୍ତ ଏବଂ କାର୍ଯ୍ୟକର୍ତ୍ତା ଘନଶ୍ୟାମ ସାହୁ, ବାସନ୍ତୀ ମହାନ୍ତ, ବୈରାଗୀ ରଣା, ଫକୀର ନାଏକ, ଉମେଶ ରଣା ଏବଂ ସାବିତ୍ରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପବିତ୍ର ଗଣେଶ ପୂଜା ସମ୍ପୂର୍ଣ୍ଣ ହୋଇଥିଲା।




Total Users : 6775