ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
କେନ୍ଦୁଝର- 07/09-କେନ୍ଦୁଝର ଜିଲ୍ଲା ବଡ଼ବିଲ ସେରେଣ୍ଡା ତାରିଣୀ ମନ୍ଦିର ନିକଟରେ ଗତ କାଲି ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଗାଈ ଟି ମରି ପଡିଥିବା ବେଳେ ଆଜି
ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ଗାଈ ଟି କୁ ଦେଖି ବଡ଼ବିଲ ପରିବହନ ବିଭାଗ ରେ କାମ କରୁଥିବା ନିଜ ଟିମ କୁ ଡାକି ଘଟଣା ସ୍ଥଳରେ ପଡି ରହିଥିବା ମୃତ ଗାଈ କୁ ନିଜ ହାତରେ ଉଠାଇ ଉପଯୁକ୍ତ ସ୍ଥାନରେ ଉଚିତ ସମ୍ମାନ ଦେଇ ଗାଈର ଶବ ସତ୍କାର କରିଥିଲେ, ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଓ ତାଙ୍କ ଟିମ ର ସଦସ୍ୟଙ୍କ ଏପରି କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ପ୍ରଶଂସା କରିଛନ୍ତି । ଏଥିରେ କନେଷ୍ଟେବଳ ଶ୍ରୀ ନିବାସ ନାୟକ, ସମୀର ଭୋଳ, ଆସିଷ୍ଟାଣ୍ଡ ଟ୍ରାଫିକ ସବ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।



Total Users : 6779