Headlines

samikshanews

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ/ଲଘୁ ଚଳଚ୍ଚିତ୍ର (short film) ‘ଅନୁଭବ’ ଏବେ ୟୁଟ୍ୟୁବ୍‌ରେ ଉପଲବ୍ଧ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଆ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ଜଗତରେ ଏକ ଉଲ୍ଲେଖନୀୟ ସୃଷ୍ଟି ହେଉଛି ‘ଅନୁଭବ’। ୧୮ ମିନିଟର ଏହି ଚଳଚ୍ଚିତ୍ରଟି ୨୦୨୪ ମସିହାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି।ଜୀବନର ବିଭିନ୍ନ ଅନୁଭବ ଓ ସମ୍ବେଦନଶୀଳତାକୁ କେନ୍ଦ୍ର କରି ନିର୍ମିତ ଏହି ପାରିବାରିକ ଚଳଚ୍ଚିତ୍ରଟି ଏକ ମନଛୁଆଁ ପ୍ରୟାସ। ଜିନୁ ଜି ଡାନିଏଲ ଏବଂ ପିଙ୍କି ପ୍ରଧାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଅନୁଭବ’ର କାହାଣୀ ରଚନା କରିଛନ୍ତି…

Read More

ସ୍ବର୍ଗତ ରବୀନ୍ଦ୍ର ଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ

ବିଶିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ବାସୁଦେବପୁର / ଭଦ୍ରକ /ସମୀକ୍ଷା ନ୍ୟୁଜ/ ୩/୦୯:ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଭାଗପୁର ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ,ପାଲା ,ଗାୟକ,ସାହିତ୍ୟିକ,ରାତିକ,ଚିକିତ୍ସାଓ ସଂସ୍କୃତି ଜଗତର ନିଷ୍ଟାପର ସେବକ ତଥା ଅନେକ ଶିକ୍ଷା ଅନୁଷ୍ଠିନର ପ୍ରାଣ ପ୍ରତିଷ୍ଠାତା ରବିନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଦ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି|ଏହି ଉତ୍ସାବରେ କବି ଓ ଗୀତିକାର ସୁଦର୍ଶନ…

Read More

ଚିକିଟୀ: ନାଳ ପାଣିରେ କୁତୁରୁ ଗ୍ରାମବାସୀ ହନ୍ତସନ୍ତ ସାଙ୍ଗକୁ ବର୍ଷା ଋତୁରେ ସ୍ଥିତି ଗମ୍ଭୀର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମରେ ନାଳ ପାଣିରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଗ୍ରାମର ଡ୍ରେନେଜ୍ ସମସ୍ୟାର ସମାଧାନ ହେଉନାହିଁ। ମାଣ୍ଡିଆ ସାହିଠାରୁ ହନୁମାନ ମନ୍ଦିର ଓ ଗ୍ରାମ ଛକ ପର୍ଯ୍ୟନ୍ତ ରାସ୍ତାରେ ନାଳପାଣି ଜମି ରହିବା ସହ କାଦୁଅ ହେଉଥିବାରୁ ଲୋକେ ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି। ମାଣ୍ଡିଆ ସାହିର ପ୍ରାୟ ୫୦ ପରିବାର ଏଥିରେ ପ୍ରଭାବିତ…

Read More

କଳାହାଣ୍ଡିର ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୪/୯: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଆଜି କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ ନିରାକରଣ, ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ,…

Read More

ତଲାବିରା କୋଇଲା ଡମ୍ପ ୟାର୍ଡରେ ଭୟାବହ ଅଗ୍ନିକାଣ୍ଡ : ଘନ ଧୂଆଁରେ ପରିବେଶ ଅସ୍ତବ୍ୟସ୍ତ, କୋଟି କୋଟି ଟଙ୍କାର କୋଇଲା କ୍ଷତି ନେଇ ପ୍ରଶ୍ନ‘ଦାୟିତ୍ୱ କିଏ ନେବ?, କମ୍ପାନୀର ଆଭିମୁଖ୍ୟକୁ ନେଇ ତେଜିଲା ଅସନ୍ତୋଷ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା,୪/୯ : ଏନଏଲସି କମ୍ପାନୀ ପରିଚାଳିତ ତଲାବିରା-୨ ଓ ୩ ଓପନ କାଷ୍ଟ ପ୍ରୋଜେକ୍ଟ (ଓସିପି)ର କୋଇଲା ଡମ୍ପ ୟାର୍ଡରେ ନିଆଁ ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି l ଡମ୍ପ ୟାର୍ଡର ବିଭିନ୍ନ ସ୍ଥାନରୁ ଘନ ଧଳା ଧୂଆଁ ବାହାରୁଥିବା ସହ ଅନେକ ସ୍ଥାନରେ କୋଇଲା ଜଳୁଥିବା ଦେଖାଯାଇଛି l ଅଗ୍ନି ନିୟନ୍ତ୍ରଣ ପାଇଁ ଭାରୀ ଯନ୍ତ୍ରପାତି ମାଧ୍ୟମରେ ଜଳୁଥିବା କୋଇଲାକୁ ହଟାଇବା ପ୍ରକ୍ରିୟା ଚାଲିଥିବା ମଧ୍ୟ…

Read More

ଗାଇସିଲେଟ ଥାନାର ନୂତନ ଥାନାଧିକାରୀ ଭାବେ ସୁଶିଲ କୁମାର ନାୟକଙ୍କ ଯୋଗଦାନ : କହିଲେ ଶାନ୍ତି, ଶୃଙ୍ଖଳା ଓ ନାଗରିକଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ଗାଇସିଲେଟ: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଥାନାର ନୂତନ ଥାନାଧିକାରୀ (ଆଇଆଇସି) ଭାବେ ଶ୍ରୀଯୁକ୍ତ ସୁଶିଲ କୁମାର ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ନାୟକ ଗାଇସିଲେଟ ଥାନାରେ ପହଞ୍ଚିବା ପରେ ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଥାନାରେ ପହଞ୍ଚିବା ପରେ ଶ୍ରୀ ନାୟକ…

Read More

୧୮ ବର୍ଷ ସଙ୍ଘର୍ଷର ଅନ୍ତଚାଷୀ ମୂଲିଆ ଆଦିବାସୀ ସଂଘ ହାତକୁ ମୁକ୍ତ ହେଲା ଜମି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାସ୍କର ବିଡିକାଙ୍କ ପୈତୃକ ଜମି ଫେରିଲା

କିନ୍ତାଳୀ ସାୟା ରାଜୁ/ ସାମ୍ବାଦିକ / ନାରାୟଣପାଟଣା/ସମୀକ୍ଷା ନ୍ୟୁଜ : ୩/୯: ଦୀର୍ଘ ୧୮ ବର୍ଷ ର ବ୍ୟବଧାନ ସଙ୍ଘର୍ଷ ଅନ୍ତ ଘଟିଛି । ନାରାୟଣପାଟଣା ବ୍ଲକ ର ଚାଷୀ ମୂଲିଆ ଆଦିବାସୀ ସଂଘ ର କବ୍ଜାରେ ଥିବା କଣ ଆଜଦିବାସୀ ଙ୍କ ଜମି କୁ ଆଜି ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସହ କୋରାପୁଟ ଉପଜିଲ୍ଲାପାଳ ଆଦେଶରେ ନାରାୟଣପାଟଣା ପ୍ରଶାସନ ପୋଡାପଦର ପଂଚାୟତ ର ବିସ୍ଥାପିତ ଙ୍କ ଜମି କୁ ମାପଚୁପ କରି ଜମିର ଅସଲ ମାଲିକ…

Read More

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଣାଇ ଉପଖଣ୍ଡ ଗସ୍ତ ଓ ଏସ୍ ଆଇ ଆର୍ କାର୍ଯ୍ୟର ତଦାରଖ

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ / ରାଉରକେଲା : ସୁନ୍ଦରଗଡ଼, ୦୩/୦୯/୨୬: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ବଣାଇ ଉପଖଣ୍ଡ ଗସ୍ତ କରି ଜିଲ୍ଲା ରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଅବସରରେ ଆୟୁକ୍ତ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀ ମାନଙ୍କ ସହ ଏସ୍ ଆଇ ଆର୍ ସମ୍ପର୍କିତ ଆପତ୍ତି ଅଭିଯୋଗ ଶୁଣାଣି ଉପରେ ଆଲୋଚନା…

Read More

ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର ପାଟଣା: ୪/୯: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ର ନବନିଯୁକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌ଓ) ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ଗୁରୁବାର ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।ଡଃ. ସୁବାସ ଚନ୍ଦ୍ର ପାତ୍ର ମୟୂରଭଞ୍ଜ ଜିଲ୍ଲା ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପଦୋନ୍ନତି ପାଇ ପାଟଣା ସିଏଚ୍‌ସିରେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗତ ମଙ୍ଗଳବାର ଆନୁଷ୍ଠାନିକ ଭାବେ ପାଟଣା ସିଏଚ୍‌ସିରେ ଯୋଗଦେଇଥିଲେ।ଏହି ଅବସରରେ ଗୁରୁବାର ପାଟଣା…

Read More

ଦାନବୀର ତାପଙ୍ଗ ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ 256 ତମ ଜୟନ୍ତୀ, ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା ,୦୨/୦୯ : ଦୁର୍ଗମାଳିନୀ ଓଡ଼ିଶାର ଦୁର୍ଗମାନଙ୍କ ମଧ୍ୟରେ ତାପଙ୍ଗ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ଅଧୀନରେ ଛତ୍ରମାଗଡ଼, ରଥିପୁର, କାଞ୍ଜିଆଗଡ଼, ନରସିଂହପ୍ରସାଦ, ନରଣଗଡ଼ ଓ ମଳିପଡ଼ା ଗଡ଼ ଥିଲା । ଏହି ଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ପାଇକ ବିଦ୍ରୋହ ପରେ ୧୮୨୭ରେ ଇଂରେଜମାନଙ୍କ ଅଧିନତା ସ୍ୱୀକାର ନ କରି ଖଜଣା ନ ଦେବାରୁ ମିଥୁନ ମାସରେ ଯୁଦ୍ଧ ହୋଇଥିଲା…

Read More