Headlines

samikshanews

ରାଜ୍ୟ ସ୍ତରୀୟ ପରାଭଲିବଲ ଚାମ୍ପିୟାନସିପରେ ଖେଳିବାକୁ ଗଲେ ରାୟଗଡ଼ାର ଦିବ୍ୟାଙ୍ଗ ଖେଳାଳି: ଷ୍ଟେସନରେ ଶୁଭେଚ୍ଛା ଜଣାଇଲେ ବହୁ ସଂଗଠନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ରାୟଗଡ଼ା: ପ୍ରତିବନ୍ଧକତାକୁ ପଛରେ ପକାଇ ସ୍ୱାଭିମାନର ସହ ଖେଳ ମଇଦାନରେ ଆଗକୁ ବଢ଼ୁଛନ୍ତି ରାୟଗଡ଼ାର ଦିବ୍ୟାଙ୍ଗ ଭଲିବଲ ଖେଳାଳି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ପାରା ଭଲିବଲ ଚାମ୍ପିୟନସିପ୍‌ରେ ଭାଗ ନେବାକୁ ୭ ଜଣିଆ ଦଳ ରାୟଗଡ଼ାରୁ ଯାତ୍ରା କରିଛନ୍ତି ।ରାୟଗଡାରେଳ ଷ୍ଟେସନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ। ଏହି ସମୟରେ ଖେଳାଳିଙ୍କ ମନୋବଳ…

Read More

ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୪/୦୯/୨୬: ବିଏଲଓ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ସାଲିମି ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହନୁରାମ ନାୟକ ।ସୂଚନାନୁସାରେ, ଶ୍ରୀ ନାୟକ ବିଏଲଓ କାର୍ଯ୍ୟ ପାଇଁ ବିଜାପଦର ଗ୍ରାମକୁ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ସାଲିମି-କିଆଙ୍ଗ ମଧ୍ୟରେ ଏକ ଦ୍ରୁତଗତି ଆମ୍ବୁଲାନ୍ସ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ…

Read More

ଗାଇସିଲେଟରେ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଯୁବ ସମ୍ମିଳନୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ଗାଇସିଲେଟ, ୪/୯ ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଉପରେ ଯୁବ ସମ୍ମିଳନୀ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ସମାଜରେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା…

Read More

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଟାଙ୍ଗୀ ୪/୯/୨୬: ସାରା ଦେଶରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନ ବିହାରୀପୁର ଗ୍ରାମରେ ନିଆରା ଢଙ୍ଗରେ ପାଳିତ ହୋଇଛି ପ୍ରଭୂ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ। ଚାନ୍ଦପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ଶ୍ରୀ କୃଷ୍ଣଙ୍କ ବିଭିନ୍ନ ଲୀଳାଖେଳା ସମ୍ପର୍କିତ ବେଶରେ ସଜ୍ଜିତ ହୋଇ ଗ୍ରାମ…

Read More

୧୩୪ ବର୍ଷର ଐତିହ୍ୟ, ଯତ୍ନ ନେବାକୁ ନାହାନ୍ତି କର୍ମଚାରୀ:ହେରିଟେଜ୍ ମାନ୍ୟତା ପରେ ବି ଅବହେଳିତ ଝାରସୁଗୁଡ଼ାର ପୁରାତନ ଡାକଘର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ମୁଖ୍ୟ ଗେଟ୍‌ରେ ତାଲା, ପରିସରରେ ଅଳିଆ; ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ପଦକ୍ଷେପ ଦାବି ଝାରସୁଗୁଡ଼ା, ୪/୯: ଇତିହାସର ଅନେକ ଅମଳିନ ସ୍ମୃତିକୁ ନିଜ ଛାତିରେ ସାଇତି ରଖିଛି ଝାରସୁଗୁଡ଼ାର ପୁରାତନ ଡାକଘର କୋଠା l ବ୍ରିଟିଶ ଶାସନର ସାକ୍ଷୀ ଭାବେ ଦୀର୍ଘ ୧୩୪ ବର୍ଷ ଧରି ଠିଆ ହୋଇଥିବା ଏହି ଐତିହାସିକ କୋଠାକୁ ଡାକ ବିଭାଗ ‘ହେରିଟେଜ୍ ବିଲଡିଂ’ର ମାନ୍ୟତା ଦେଇଛି l ଏପରିକି…

Read More

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ସ୍ଥାନ-ଜଗତସିଂହପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ। ଲାଞ୍ଚୁଆ ଅଧିକାରୀ ଜଣକ ହେଲେ ଜଗତସିଂହପୁର ର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଜୟପୁର ଛକ ସ୍ଥିତ ଏକ ହୋଲସେଲ ରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମଚଢ଼ାଉ କରି ରେଡ୍ ହ୍ୟାଣ୍ଡ ରେ ଧରିଛି। ଜଗତସିଂହପୁର ଜିଲ୍ଲା ଯୋଗଧରି ନିକଟରେ ଥିବା ଡ୍ରଗ୍ସ…

Read More

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୟୁଜି ପିଜି ଖୋଲିଲା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର ପାଟଣା :୪/୯,ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ସମ୍ବଲପୁର ରେ ଥିବା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ୟୁଜି ପିଜି ପାଠ୍ୟକ୍ରମ ପାଇଁ ଅନୁମୋଦନ ମିଳିଛି। ପାଠ୍ୟକ୍ରମ ଖୋଲା ଯିବା ପାଇଁ ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ ଉଦ୍ୟମ କରି ଥିବାବେଳେ ସେ ନିକଟରେ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଏଥିପାଇଁ ମୁକ୍ତ ବିଶ୍ୱ ବିଦ୍ୟାଳୟ ସହ ଚୁକ୍ତିନାମା କରିଥିବା…

Read More

‘ନନ୍ଦ ଘରେ ଆନନ୍ଦ’ରେ ମୁଖରିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : ଗାଇସିଲେଟ: ୦୪/୦୯/୨୬ ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା ଓ ବିଭିନ୍ନ ପୌରାଣିକ ଚରିତ୍ରର ଅଭିନୟରେ ଉତ୍ସବମୁଖର ହୋଇଉଠିଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଧର୍ମାନନ୍ଦ ମହଲା ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା…

Read More

କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ର

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର , ୦୩/୦୯: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି, ସମ୍ବଲପୁର) ତଥା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପର୍ଯ୍ୟବେକ୍ଷକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,(ଭା.ପ୍ର.ସେ.), ଆଜି ଦ୍ୱିତୀୟ ଥର ପାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚମ୍ପୁଆ ଗସ୍ତ କରିବା ସହ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ଗସ୍ତ…

Read More

ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ/ 04/09: କେନ୍ଦୁଝର ସହର ନିକଟରେ ଥିବା ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ପରିସରରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ପୋଷାକ ରେ ରାଧା -କୃଷ୍ଣ ବେଶ ହୋଇ ନୃତ୍ୟ ଓ ସଂଗୀତ ପରିବେଷଣ କରି ସମସ୍ତଙ୍କର ମନ ମୋହିଥିଲେ l ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଶ୍ରୀକୃଷ୍ଣ ଙ୍କ…

Read More