୧୫୫ କଇଁଛ ଜବତ, ଅଟୋ ଜବତ୧୨୪ ଜୀବନ୍ତ, ୩୧ ମୃତ; ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଫେରାର
ଏମ୍. ଅମରେଶ କୁମାର/ଦକ୍ଷିଣ ଓଡିଶା ମୁଖ୍ୟ:ମାଲକାନଗିରି ବନ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଟ୍ରୋଲିଂ ସମୟରେ ବେଆଇନ ଭାବେ ପରିବହନ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଛି। ଜବତ କଇଁଛ ମଧ୍ୟରୁ ୧୨୪ଟି ଜୀବନ୍ତ ଥିବା ବେଳେ ୩୧ଟି ମୃତ ଥିବା ଜଣାପଡ଼ିଛି। ଏହା ସହିତ କଇଁଛ ପରିବହନରେ ବ୍ୟବହୃତ ଏକ ବଜାଜ ମ୍ୟାକ୍ସିମା ଅଟୋରିକ୍ସାକୁ ମଧ୍ୟ ବନ ବିଭାଗ ଜବତ କରିଛି। ବନ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି-୧ ବିଟ୍ ଓ ମାଲକାନଗିରି ସେକ୍ସନ ଅଧୀନ…


Total Users : 6846