Headlines

samikshanews

କେନ୍ଦୁଝର:କ୍ଷେତ୍ରୀୟ ଆଥଲେଟିକ୍ସରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର : ପାଟଣା ୨/୯,ପଶ୍ଚିମବଙ୍ଗର କେଶିଆଡ଼ି ଠାରେ ଅନୁଷ୍ଠିତ କ୍ଷେତ୍ରୀୟ ଆଥଲେଟିକ୍ସ ପ୍ରତିଯୋଗିତାରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଛାତ୍ରୀ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ନବମ ଶ୍ରେଣୀର ଅର୍ଚ୍ଚିତା ସିଂହ ୩ ହଜାରମିଟର(୩କି.ମି.)ଦୌଡ଼ରେ ଏବଂ ଦଶମ ଶ୍ରେଣୀର ଲିକି ରାଣୀ ମହାନ୍ତ ୮ଶହ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଦୁଇ କୃତୀ ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ…

Read More

ସମୀକ୍ଷାରେ ବ୍ରଏଲର କୁକୁଡ଼ା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨/୯/୨୦୨୬:ବହୁ ପୁରାତନ ନୁହେଁ ବରଂ ଏଇ ବିଂଶ ଶତାବ୍ଦୀରେ ପ୍ରାୟତଃ ବ୍ରଏଲର କୁକୁଡ଼ାର ସୃଷ୍ଟି ବା ଆବିଷ୍କାର ହୋଇଛି । କୁହାଯାଏ ଇଂଲଣ୍ଡର White Cornish ଓ ଆମେରିକାର White Plymouth Rock ହେଉଛି ବ୍ରଏଲରର ବାପାମା । ୧୯୨୩ ରେ ଏହା ଆମେରିକାରୁ ଆରମ୍ଭ ହୋଇଥିଲା, ହେଲେ ଭାରତକୁ ପ୍ରାୟ ୧୯୬୦-୭୦ ଦଶକରେ ଆସିଥିବା ଜଣାଯାଏ । ବିଭିନ୍ନ ପର୍ଯ୍ୟାୟ କ୍ରମେ ୧୯୫୨ରେ ଏହି ବ୍ରଏଲର…

Read More

କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନ ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ: ଡାବରଚୁଆ ପାର୍କର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ମିଳିଲା ମଞ୍ଜୁରୀ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୩୧ ଅଗଷ୍ଟ ୨୦୨୬: କେନ୍ଦୁଝରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଡାବରଚୁଆ ପାର୍କର ବିକାଶ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗର ବ୍ୟବସ୍ଥା ନିମନ୍ତେ ଆନୁମାନିକ ୫.୯୯ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନର ସକ୍ରିୟ ପ୍ରୟାସ ଫଳରେ…

Read More

କେନ୍ଦୁଝର ମାଟିର ପୁଅ ତଥା ରାଜ୍ୟପାଳଙ୍କ ପିଆରଓ ସଂଜୀବ ବାରିକ ହେଲେ ଅତିରିକ୍ତ ନିର୍ଦ୍ଦେଶକ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର ମାଟିର ପୁଅ ତଥା ଓଡ଼ିଶା ସୂଚନା ସେବା କ୍ୟାଡରର ଦକ୍ଷ ଅଧିକାରୀ ଶ୍ରୀ ସଂଜୀବ ବାରିକ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ (ପିଆରଓ) ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ, ଅଭିଜ୍ଞ ଓ ଲୋକପ୍ରିୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ବାରିକଙ୍କର ବିଶେଷ ପରିଚୟ ରହିଛି। ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାରେ…

Read More

ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ନେତାଜୀ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୧/୯ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଦେଶୀ ଶସ୍ୟ ଓ ପୁରାତନ ଖାଦ୍ୟ ପରମ୍ପରାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଦେବଦତ୍ତ କ୍ଲବର ପରିଚାଳନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ସହକାରୀ କୃଷି…

Read More

ବରଗଡ଼ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ: ୧୦୩ ପରିବାରଙ୍କୁ ମିଳିଲା ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ, ଶ୍ରେଷ୍ଠ ପୌର କର୍ମଚାରୀ ସମ୍ମାନିତ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ବରଗଡ଼, ଅଗଷ୍ଟ ୩୧: ଆଜି ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମାବେଶୀ ସହରାଞ୍ଚଳ ବିକାଶ ଓ ଦକ୍ଷ ପୌର ସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବରଗଡ଼ ପୌରପାଳିକା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ,…

Read More

ପାହାଡ଼, ଜଙ୍ଗଲ ଓ ନେଟୱାର୍କର ସଂଘର୍ଷକୁ ପାର୍‌ କରି ନିଟ୍‌ରେ କୃତକାର୍ଯ୍ୟ: ମୟୂରଭଞ୍ଜ, କପ୍ତିପଦାର ଦୁଇ ଭଉଣୀଙ୍କ ପ୍ରେରଣାଦାୟୀ ସଫଳତା

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୦୧୦୯୨୦୨୬ (ସମୀକ୍ଷା ନ୍ୟୁଜ): ଆଜିର ଯୁବପିଢ଼ି ଯେତେବେଳେ ମୋବାଇଲ୍ ଫୋନ୍‌କୁ କେବଳ ସୋସିଆଲ୍ ମିଡିଆରେ ରିଲ୍ସ6 ବନାଇବା ଏବଂ ଫଲୋର୍ସ ବଢ଼ାଇବାରେ ସୀମିତ ରଖୁଛନ୍ତି, ଠିକ୍ ସେହି ସମୟରେ ମୋବାଇଲକୁ ହିଁ ନିଜ ସଫଳତାର ମୁଖ୍ୟ ଅସ୍ତ୍ର କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦୁଇ ଭଉଣୀ। ବଣ, ଜଙ୍ଗଲ ଓ ପାହାଡ଼ ଘେରା ଦୂରବର୍ତୀ ଅଞ୍ଚଳରେ ରହି, ନେଟୱାର୍କର ବିଭିନ୍ନ ଅସୁବିଧାକୁ ସାମ୍ନା କରି ମଧ୍ୟ ସେମାନେ ଜାତୀୟ ସ୍ତରର ‘ନିଟ୍’…

Read More

ତୃତୀୟ ଥର ବନ୍ୟାରେ ମୟୂରଭଞ୍ଜରେ ବ୍ୟାପକ କ୍ଷତି,ଚାଷୀ ହତାଶ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧/୯ – ରବିବାର ସନ୍ଧ୍ୟା ଓ ସୋମବାରର ଲଗାତାର ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ତଥା ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ପାଇଁ ବିଭିନ୍ନ ନଦୀରେ ବନ୍ୟା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ପ୍ରଭାବିତ ବ୍ଲକ ଯଥା ସରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଏବଂ ବେତନଟି ବ୍ଲକ୍ ର ସବୁ ସ୍କୁଲ୍ ବନ୍ଦ ରହିବା…

Read More

ଦୁର୍ନାମର କାରିଗରଙ୍କ ଉପରେ ସୁନାମର ମୋହର: ଗୋପବନ୍ଧୁ ଭବନରେ ମାସିକ ସନ୍ଥ ଦିବସ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୮/୮-ସନ୍ଥଙ୍କ ଭାଷାରେ ମନ୍ଦିର ମସ୍‌ଜିଦ୍ ଗିର୍ଜା ଘର ନାମରେ ଏକମାତ୍ର ଭଗବାନଙ୍କୁ ବହୁରୂପରେ ବାଣ୍ଟିନେଲେ ।ଏକମାତ୍ର ଧରିତ୍ରୀ ମାତାଙ୍କୁ ବହୁ ଦେଶରେ ବାଣ୍ଟିନେଲେ । ମହାସାଗରକୁ ବହୁ ନାମରେ ଭାଗକରି ବାଣ୍ଟିନେଲେ । ହେଲେ, ଏକମାତ୍ର ମାନବ ସମାଜକୁ ଜାତି-ଧର୍ମ ଆଳ ଦେଖାଇ ନିଜ ନିଜର ସ୍ବାର୍ଥରେ ବହୁ ସମାଜରେ ବାଣ୍ଟି ପରସ୍ପର ବିଭେଦର ପ୍ରାଚୀର ଛିଡା କରାଇ ଉଚ୍ଚତର ମଣିଷ ଇତର ସମ ହୁଅନାହିଁ । ସାମାଜିକ…

Read More

​ ଏଲଆଇସିର ୭୦ ତମ ପ୍ରତିଷ୍ଠା ଦିବସ: ତାଳଚେର ଶାଖା ପରିସରରେ ଧୂମଧାମରେ ପାଳିତ ହେଲା ବୀମା ସପ୍ତାହ ମହୋତ୍ସବ ​

ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେରଭାରତୀୟ ଜୀବନ ବୀମା ନିଗମ (LIC) ଆଜି ତାର ଗୌରବମୟ ୭୦ ବର୍ଷ ପୂରଣ କରି ୭୧ ତମ ବର୍ଷରେ ପଦାର୍ପଣ କରିଛି। ଏହି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଥିବା ‘ବୀମା ସପ୍ତାହ’ ମହୋତ୍ସବର ଶୁଭାରମ୍ଭ ଆଜି ଏଲଆଇସି ତାଳଚେର ଶାଖା ପରିସରରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶାଖାର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ପ୍ରତିନିଧିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ…

Read More