Headlines

ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ ଚିକିଟୀ — ମା ବାଳକୁମାରୀ ଭଲିବଲ ଟିମ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଚିକିଟୀ ଗଡ ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡିଆ ଠାରେ ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଅତି ଶୃଙ୍ଖଳିତ ଭାବେ ଉଦଯାପିତ ହୋଇଯାଇଛି। ଗତ ବୁଧବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଦ୍ଧେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ…

Read More

ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ନା, ହତ୍ୟା ? ସାଧାରଣରେ ଚର୍ଚ୍ଚା

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ବ୍ରଜରାଜନଗର, 28/8/2026 : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ପରିଚିତ ସାମାଜିକ କର୍ମୀ ରବି ସୋନିଙ୍କ ନିଖୋଜ ଘଟଣାର ଦୁଃଖଦ ଅବସାନ ଘଟିଛି l ଇବ ନଦୀର ଓପିଏମ୍‌ ଘାଟ ନିକଟରୁ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ରବିଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର, ପରିଚିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l ସୂଚନା ଅନୁସାରେ, ଗତ ବୁଧବାର…

Read More

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦମପୁର: ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି,ପଦମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ ।ଏହି ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଡ଼ିଡୁଙ୍ଗୁରି ଓ ବତଲାବାହାଲି ଦୁଇଟି ପାହାଡ଼ର ସବୁଜ ବଳୟ ଭିତରେ…

Read More

ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୮/୦୮/୨୬ମାଲକାନଗିରି ସଦରସ୍ଥିତ ୧୧୦ ବାହିନୀ ବିଏସଏଫ୍‌ କ୍ୟାମ୍ପ ମୁଖ୍ୟାଳୟ ଏମ୍.ଭି.୩ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ​ଆଜି ପୂର୍ବାହ୍ନ ୧୧:୩୦ ରୁ ୧୨:୧୦ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫ ଜଣ ପ୍ରତିନିଧି ୩ ଜଣ ଭଉଣୀ ଓ ୨ ଜଣ ଭାଇ ଯୋଗଦେଇ ୧୧୦ ବାହିନୀ ବିଏସଏଫ୍‌ର ଦ୍ୱିତୀୟ କମାଣ୍ଡାଣ୍ଟ ଅଫିସର ଙ୍କ…

Read More

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା। ​ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C…

Read More

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ

ଯଶୋବନ୍ତ ପରିଡା/ ମୟୁରଭଞ୍ଜ/ ୨୭.୦୮.୨୬/ (ସମୀକ୍ଷା ନ୍ୟୁଜ): ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ​ପ୍ରାପ୍ତ ସୂଚନା ଅନୁଯାୟୀ, ନେପାଳର ଭୋଟେ କୋଷୀ ଏବଂ ତ୍ରିଶୂଳୀ ନଦୀ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା (Flash Floods) ଏବଂ…

Read More

ନେପାଳ ପଶୁପତିନାଥ ଦର୍ଶନରେ ଯାଇ ଦମ୍ପତି ନିଖୋଜ , ଚିନ୍ତାରେ ପରିବାର, ସରକାରୀ ସହାୟତା ଲୋଡ଼ିଲେ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭।୮: ନେପାଳରେ ଉପୁଜିଥିବା ଅସ୍ଥିର ପରିସ୍ଥିତି ମଧ୍ୟରେ ଓଡ଼ିଶାର ୬ ଜଣ ଫୁଟବଲ ଖେଳାଳି ସୁରକ୍ଷିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଖୋରଧା ର ଏକ ଦମ୍ପତି ନିଖୋଜ ଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିର୍ଦ୍ଧାର୍ଥୀ ସାହୁ ନେପାଳ ଯାତ୍ରା ସମୟରୁ ପରିବାର ସହ ଯୋଗାଯୋଗରେ…

Read More

ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭/୮ : ଖୋରଧା ସହରର ମହାରଣା ସାହିରେ ଥିବା ଏକ ଭଡ଼ାଘରୁ ୨୧.୮ କେଜି ଗଞ୍ଜେଇ ଜବତ ଘଟଣାକୁ ନେଇ ଶିଳ୍ପାଞ୍ଚଳ ଥାନା ପୁଲିସର ତଦନ୍ତ ଆରମ୍ଭ। ନିଶାଦ୍ରବ୍ୟକୁ କେବଳ ନିଜ ପାଖରେ ରଖାଯାଇଥିଲା ନା ଏହି ଭଡ଼ାଘରଟି ଏକ ବଡ଼ ଗଞ୍ଜେଇ ଚାଲାଣ ଚକ୍ରର ଅସ୍ଥାୟୀ ଗୋଦାମ ଭାବେ ବ୍ୟବହୃତ ହେଉଥିଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଘଟଣାରେ…

Read More

ବାଲିଗୁଡ଼ା: ଖଡ଼ଗ ନଦୀରେ ଡଙ୍ଗାବୁଡି ଶଶୁର ବୋହୁ ନିଖୋଜ ଚିନ୍ତାରେ ପରିବାର

ମହେଶ୍ଵର ଦିଗାଲ/ସବ୍ ଡିଭିଜନାଲ/ ସାମ୍ବାଦିକ/ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଢାକ ଗାଁ ନିକଟସ୍ଥ ଯାଇଥିବା ଖଡ଼ଗ ନଦୀରେ ଡଙ୍ଗା ବୁଡି ଶଶୁରବୋହୁ ନିଖୋଜ ଅଛନ୍ତି । ସ୍ୱଚନା ଅନୁଯାୟୀ ନଦୀ ଆରପଟେ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିଲେ। ଶୁଦ୍ଧ କାମ ସରିବାପରେ ୮ଜଣ ଲୋକ ଢାକା ଗାଁକୁ ଫେରୁଥିଲେ। ଅପରାହ୍ନରେ ଖଡ଼ଗ ନଦୀରେ କାଠ ନିର୍ମିତ ଡଙ୍ଗା ଯୋଗେ ଫେରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ…

Read More

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ

ଭୁବନେଶ୍ୱର/ସମୀକ୍ଷା ନିୟୁଜ/ ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍‌ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି। ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍‌ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।…

Read More