Headlines

ଉଦଳା ସଚେତନ ନାଗରିକ ମହାମଞ୍ଚ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ,ସମ୍ମୁଖରାସ୍ତା ରେ  ବେଆଇନ ପାଚେରୀ କୁ ଉଚ୍ଛେଦ ପାଇଁ ଦାବି ।

ଉଦଳା ୧୬/୬/୨୦୨୬(ସମୀକ୍ଷା) ଯଶୋବନ୍ତ ପରିଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାସ୍ତା ଉଦଳା ବଜାର ରୁ ଜନସାଧାରଣ ଙ୍କ ଯାତାୟତ ହେଉଥିଲା ।ତିନିବର୍ଷ ପୂର୍ବରୁ ଉପଜିଲ୍ଲାପାଳ  ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈଠକ ଗୃହ ରେ ଜନସୁଣାଣି ଅବ୍ୟବହିତ  ପୂର୍ବରୁ  ଏକ ଆଶନ୍ନ ଦୃଘଟଣା ରୁ ଅପ୍ଳକେ ଶିଶୁ  ଟି ରକ୍ଷା ପାଇଥିଲା ।ଏହି ସମୟ ରେ ଉପଜିଲ୍ଲାପାଳ ଶୁଶାନ୍ତ କୁମାର ବାରିକ , ବିଭିନ୍ନ ବିଭାଗ ର ଅଧିକାରୀ ଓ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ…

Read More