Headlines

samikshanews

ବେତନଟୀ: ବରିଷ୍ଠ ନାଗରିକ ପରିଚୟପତ୍ର ବଣ୍ଟନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୧୨/୯- ବେତନଟୀସ୍ଥ ବନ୍ଧନ କଲ୍ୟାଣ ମଣ୍ଡପଠାରେ ବେତନଟୀ ପୋଲିସ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ବରିଷ୍ଠ ନାଗରିକ ପରିଚୟପତ୍ର ବଣ୍ଟନ କରାଯାଇଛି । ବେତନଟୀ ସିଭିଲ ସୋସାଇଟିର ତୃତୀୟ ଥର ପାଇଁ ୧୮ ଜଣ ବରିଷ୍ଠ ନାଗରିକଙ୍କୁ ଏହି ପରିଚୟ ପତ୍ର ଥାନା ଭାରପ୍ରାପ୍ତ ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ଉପସ୍ଥିତିରେ ଏକ ଆଡମ୍ବର ପୂର୍ଣ୍ଣ ସମାବେଶରେ ବଣ୍ଟନ କରାଯାଇଥିଲା । ରୋଟାରୀ କ୍ଲବ୍, ବେତନଟୀ ପରିଚାଳନାରେ ଏଥିନିମନ୍ତେ ଅନୁଷ୍ଠିତ ସଭାକୁ ରୋଟାରିଆନ…

Read More

ବିଶିଷ୍ଟ ଡେଣ୍ଟାଲ ବ୍ୟବସାୟୀ ରବି ନାରାୟଣ ପ୍ରଧାନଙ୍କ ଏକାଦଶାହ କ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ : ଭୁବନେଶ୍ୱର/ନୟାଗଡ଼, ୧୨ ସେପ୍ଟେମ୍ବର: ଓଡ଼ିଶାର ଡେଣ୍ଟାଲ ବ୍ୟବସାୟ ଜଗତର ଜଣେ ପରିଚିତ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସ୍ୱର୍ଗତ ରବି ନାରାୟଣ ପ୍ରଧାନଙ୍କ ଏକାଦଶାହ କ୍ରିୟା ଶନିବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାଣ୍ଡେରୀପଡ଼ା ପଞ୍ଚାୟତର ମଦନପୁର ଗ୍ରାମସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦନ୍ତ ଚିକିତ୍ସକ, ଡେଣ୍ଟାଲ ବ୍ୟବସାୟୀ, ଶୁଭେଚ୍ଛୁ ଓ…

Read More

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ : ନୟାଗଡ଼,ତା.୧୨. ୦୯. ୨୦୨୬- ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗଭୀର…

Read More

ସାଲେପୁରରେ କଂଗ୍ରେସର ପରିବର୍ତ୍ତନ ସମାବେଶ.

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ସାହେଶ୍ୱରୀ ପଡିଆରେ କଂଗ୍ରେସର ପରିବର୍ତ୍ତନ ସମାବେଶ କଂଗ୍ରେସ ନେତା ପ୍ରଦୀପ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥିଭାବେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ କହିଲେଯେ ବି ଜେ ପି ସରକାର ଖଣି, ଜମି ଅଧିକାରକୁ ଛଡାଇ ନେଲେ. ଏ ସରକାର ଚାଷୀ, ଶ୍ରମିକ, ଯୁବ, ଛାତ୍ର, ମହିଳାଙ୍କ ସ୍ୱାର୍ଥ ବିରୋଧୀ ସରକାର .ଶିଳ୍ପପତି ଅମ୍ବାନୀ,…

Read More

ନବପ୍ରଭାତ ବିଦ୍ୟାୟତନରେ ନିଆରା ‘ନୂଆଁଖାଇ ବଜାର’

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼ : ୧୨/୦୯ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷୀ, ନୂଆଁ ଧାନ ଓ ଓଡ଼ିଆ ଜୀବନଧାରା ସହ ଜଡ଼ିତ ଏକ ସମୃଦ୍ଧ ପରମ୍ପରା। ଏହି ପରମ୍ପରାର ମହତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ଓ ବ୍ୟବହାରିକ ଜ୍ଞାନ ବିକଶିତ କରିବା ଉଦ୍ଦେଶ୍ୟରେ ନବପ୍ରଭାତ ବିଦ୍ୟାୟତନ ପରିସରରେ ନିଆରା ଢଙ୍ଗରେ…

Read More

​ଉଦଳା:ଭାଇକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସିଗଲେ ଭଉଣୀ: ୧ କିମି ଦୂରରୁ ଉଭୟଙ୍କ ମୃତଦେହ ଜବତ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ: ​ଉଦଳା: ଭାଇକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଲେ ଭଉଣୀ। ଏଭଳି ଏକ ହୃଦୟବିଦାରକ ଓ ମର୍ମନ୍ତୁଦ ଘଟଣା ଓଡ଼ିଶାରୁ ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର କାାୟା ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବାବେଳେ ସମଗ୍ର ଅଞ୍ଚଳରେ ସମବେଦନାର ସୁଅ ଛୁଟିଛି।​ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି କାରଣବଶତଃ ଭାଇଟି ନଦୀ କିମ୍ବା କେନାଲର ପ୍ରଖର ଜଳସ୍ରୋତରେ ଭାସି ଯାଉଥିଲେ। ଭାଇକୁ…

Read More

ବଣାଇ ନୂଆ ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ପ୍ରଦୀପ ଜିତ /ସମୀକ୍ଷା ନିୟୁଜ /ବଣାଇ: 12/9 ବଣାଇ ନୂଆ ଉପଜିଲ୍ଲାପାଳ ସନ୍ତୋଷ କୁମାର ପାତ୍ର( IAS)ଙ୍କୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱ ରେ ଛପିମ ର ଏକ ପ୍ରତିନିଧି ମଣ୍ଡଳୀ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ, ଏହି ପ୍ରତିନିଧି ମଣ୍ଡଳୀ ରେ CPIM ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ବରିଷ୍ଠ ନେତା ପ୍ରଭାତ ପଣ୍ଡା, ଅସିତ ଚୌଧୁରୀ ସୋଲ ସରପଞ୍ଚ ମନୋଜ ମିର୍ଧା, ସାନ ରକ୍ସି ସରପଞ୍ଚ ଅନାନମାସୀ ହୋର, ଅନିରୁଦ୍ଧ ତ୍ରିପାଠୀ,…

Read More

କୋମନା:ସ୍ୱାଗତ ପବ୍ଲିକ ସ୍କୁଲ ଲଖନା ପକ୍ଷରୁ ନୁଆଖାଇ ବଜାର ଅନୁଷ୍ଠିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ ସମୀକ୍ଷା ନ୍ୟୁଜ:ଛାତ୍ରଛାତ୍ରୀଙ୍କୁ ନିଜ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇବାକୁ ନିଆରା ପ୍ରୟାସକୋମନା ବ୍ଲକ ଲଖନା ସ୍ଥିତ ସ୍ୱାଗତ ପବ୍ଲିକ ସ୍କୁଲ, ଲଖନା ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆମ ମାଟିର ସଂସ୍କୃତି, ପରମ୍ପରା ଓ ନୁଆଖାଇ ପର୍ବର ମହତ୍ତ୍ୱ ସମ୍ପର୍କରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏକ ନିଆରା ‘ନୁଆଖାଇ ବଜାର’ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ନାଗଙ୍କ ଅଭିନବ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ…

Read More

ପରଜଙ୍ଗ:ପୋଖରୀ ରେ ବୁଡି ଜଣେ ମୃତ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ପରଜଙ୍ଗ ୧୧/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ସାନ୍ଦା ଫାଣ୍ଡି ଅନ୍ତର୍ଗତ ରୋଡ ପଞ୍ଚାୟତ ଗଇଲୋ ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ସୂଚନା ଅନୁଯାୟୀ ଗଇଲୋ ଗ୍ରାମର ବୈଷ୍ଣବ ସାହୁ ଙ୍କ ପୁତ୍ର ଭୀମସେନ ସାହୁ (୫୫) ଆଜି ଦିନ ୧୧ ଘଟିକା ସମୟରେ ଗାଁ ର ପ୍ରଧାନ ବନ୍ଧ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ଗଭୀର ଜଳ ରେ ବୁଡି ଯାଇଥିଲେ।ଫେରିବା…

Read More

ଲୋକେଶ୍ୱର ପୁର ରାସ୍ତା, ଡ୍ରେନେଜ ଓ ଆଲୋକକରଣ ସମସ୍ୟା ; ଜବରଦଖଲ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୧।୯: ଖୋରଧା ପଞ୍ଚାୟତ ସମିତି ଅଧୀନ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଲୋକେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ରାସ୍ତା, ଡ୍ରେନେଜ, ଜବରଦଖଲ ଓ ଷ୍ଟ୍ରିଟ୍‌ଲାଇଟ୍‌ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀ ଖୋରଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ର ଦେଇ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲୋକେଶ୍ୱର ମହାଦେବ ମନ୍ଦିରଠାରୁ…

Read More