Headlines

samikshanews

ଅବ୍ୟବସ୍ଥା ଘେରରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:ପ୍ରମୁଖ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟରେ ରୋଗୀସେବା ଓ ବିଭିନ୍ନ ମୌଳିକ ସୁବିଧାକୁ ନେଇ ଅଭିଯୋଗ ଉଠିଛି । ଦୈନିକ ଶହ ଶହ ରୋଗୀ ମହିଳା ଓ ଦିବ୍ୟାଙ୍ଗ ରୋଗୀମାନେ ଅଧିକ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଚର୍ମ, ଦନ୍ତ ଓ ଇଏନ୍‌ଟି ବିଭାଗରେ ଅଧୁକ ରୋଗୀଙ୍କ ଭିଡ଼ ହେଉଥୁବାରୁ ସ୍ଥlନାଭାବ ଦେଖାଦେଉଛି। ରୋଗୀଙ୍କ ସଂଖ୍ୟା ତୁଳନାରେ ପରିମଳ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ବଢ଼ାଉଛି…

Read More

ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ,ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ…

Read More

ଭୁବନେଶ୍ୱର ଗଣେଶ ପୂଜା : ୪୨୦ଟି ମଣ୍ଡପରେ ପୂଜା, ସୁରକ୍ଷା ଓ ନାଗରିକ ସେବା ପାଇଁ ବିଏମ୍‌ସିର ପ୍ରସ୍ତୁତି

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଚଳିତବର୍ଷ ରାଜଧାନୀରେ ପ୍ରାୟ ୪୨୦ଟି ପୂଜା ମଣ୍ଡପରେ ଗଣେଶ ପୂଜା ଆୟୋଜିତ ହେବାର ସମ୍ଭାବନା ରହିଛି। ଏନେଇ ବିଏମ୍‌ସି ମୁଖ୍ୟାଳୟର ଏକାମ୍ର ହଲ୍‌ରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କ ସମେତ ବିଭିନ୍ନ ବିଭାଗର…

Read More

ମୟୂରଭଞ୍ଜର ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ ପାଇଁ ଆସି ଲାଞ୍ଚ କାରବାରରେ ଦୁଇ ଅଡିଟ କର୍ମଚାରୀଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୧/୯/୨୦୨୬ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ କାର୍ଯ୍ୟରେ ଓଡିଶା ସରକାରଙ୍କ ଏସଟି, ଏସସି ଉନ୍ନୟନ ବିଭାଗରୁ ଆସିଥିବା ଦୁଇ କର୍ମଚାରୀଙ୍କୁ ଲାଞ୍ଚ ପାଇଁ ବ୍ୟାଗ ଭର୍ତ୍ତି ଟଙ୍କା ସହ ବାରିପଦାର ଏକ ଲଜରୁ ଗିରଫ କରିଛନ୍ତି ବାଲେଶ୍ଵର ଭିଜିଲାନ୍ସ ଟିମ । ତାଙ୍କୁ ନିଆଅଣା କରୁଥିବା ଏକ ସରକାରୀ ବୋର୍ଡ ଲଗା ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।…

Read More

ଟାଙ୍କରରୁ ତେଲ କାଟି ଚୋରାରେ ବିକ୍ରି କରୁଥିବା ଡ୍ରାଇଭର ଓ ହେଲପରକୁ ଗିରଫକଲା ବାଲିଚନ୍ଦ୍ରପୁର ପୋଲିସ

ଅଜୟ କୁମାର ଦାଶ/ବଡ଼ଚଣା ପ୍ରତିନିଧି / ସମୀକ୍ଷା ନିୟୁଜ/ଯାଜପୁର: ଚଣ୍ଡିଖୋଲ ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ପାରିପଲେଇ ଠାରେ ଏକ ଟାଙ୍କର ରୁ ପେଟ୍ରୋଲ ଓ ଡିଜେଲ ଚୋରାରେ କାଟି ବିକ୍ରି ଉଦ୍ୟମ କରୁଥିଲା ବେଳେ ବାଲିଚନ୍ଦ୍ରପୁର ପୋଲିସ ଉଭୟ ଡ୍ରାଇଭର ଓ ହେଲପେର କୁ ଗିରଫ କରିବା ସହ ଟାଙ୍କର ଓ କଟା ତେଲ ଜବତ କରିଛି. ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ଶରତ ଚନ୍ଦ୍ର…

Read More

ମାଲକାନଗିରି:ପାଣ୍ଡ୍ରିପାଣି ଠାରେ ମଣ୍ଡଳ ସ୍ଥରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୧/୦୯/୨୬ମାଲକାନଗିରି ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଜନ୍ମଦିବସ ଅବସରରେ ପାଣ୍ଡ୍ରିପାଣି ମଣ୍ଡଳ ପକ୍ଷରୁ ମର୍କାପାଲି ଧାନ ମଣ୍ଡି ଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ମଣ୍ଡଳ ସ୍ଥରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ଆରମ୍ଭ ଏହି ଦୀର୍ଘ ଯାତ୍ରାକୁ ଦଳ ପକ୍ଷରୁ…

Read More

ସରକାରୀ ରେକର୍ଡରେ ମୃତ, ବାସ୍ତବରେ ଜୀବିତ; ୮ ମାସ ଧରି ଭତ୍ତାରୁ ବଞ୍ଚିତ ବୃଦ୍ଧ ,ଜୀବିତ ଥାଇ ବି ମୃତ ଦର୍ଶାଇଲା ପ୍ରଶାସନ, ତୁରନ୍ତ ସଂଶୋଧନ ସହ ଭତ୍ତା ପ୍ରଦାନ ଦାବି

ଜିତେନ୍ଦ୍ର କୁମାର ଶତପଥୀ/ ସବ୍‌ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର: ରାୟଗଡା, ୧୦/୦୯ (ସମୀକ୍ଷା): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡସ୍ତ ବଡ଼ ଆମ୍ବାବାଡି ଗ୍ରାମ ବାସିନ୍ଦା ଜଣେ ଜୀବିତ ବୃଦ୍ଧଙ୍କୁ ସରକାରୀ ରେକର୍ଡରେ ‘ମୃତ’ ଦର୍ଶାଇ ଦିଆଯାଇଥିବାରୁ ସେ ଦୀର୍ଘ ୮ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛିଗୁଣପୁର ଉପଖଣ୍ଡସ୍ତ ବଡ଼ ଆମ୍ବାବାଡି ଗ୍ରାମଠାରେ,ଯାହାକି ପ୍ରଶାସନିକ ବ୍ୟବସ୍ଥାରେ ତଥ୍ୟ ସଂରକ୍ଷଣ ଓ ଯାଞ୍ଚ ପ୍ରକ୍ରିୟାକୁ…

Read More

ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ/ ସମୀକ୍ଷା ନ୍ୟୁଜ୍: ବରଗଡ଼, ୧୦/୦୯ : ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ‘ବଡ଼ମା’ ଭାବେ ପରିଚିତ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ଅବସରରେ ତାଙ୍କ ସ୍ମୃତିରେ ସ୍ମାରକ ଡାକଟିକଟ ଜାରି କରିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି ନୂଆ ଆଶା ସୃଷ୍ଟି କରିଛି। ଏ ସମ୍ପର୍କରେ ଲୋକସଭାରେ ନିୟମ ୩୭୭ ଅଧୀନରେ ସାଂସଦ ଶ୍ରୀ ପୁରୋହିତ ୨୪ ଜୁଲାଇ ୨୦୨୬ରେ ମାମଲା ଉଠାଇଥିଲେ।ସାଂସଦ ତାଙ୍କ…

Read More

ବାଲିମେଳା ଜଳଭଣ୍ଡାରରୁ ପାଇପ୍ ଯୋଗେ ମିଳିବ ପାନୀୟ ଜଳ: ସୁପରିଟେଣ୍ଡିଂ ଇଞ୍ଜିନିୟର ଓ ଆର.ଡବ୍ଲ୍ୟୁ.ଏସ.ଏସ. ନିର୍ବାହୀ ଯନ୍ତ୍ରୀଙ୍କ ମିଳିତ ସମୀକ୍ଷା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୧/୦୯/୨୬ଚିତ୍ରକୋଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସ୍ଥାୟୀ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ସଫଳ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଷୋୟୀଗୁଡ଼ା ଗ୍ରାମ ନିକଟସ୍ଥ ବାଲିମେଳା ଜଳଭଣ୍ଡାରର ଜଳ ଉପଲବ୍ଧତା ଓ ସ୍ଥିରତା ମୂଲ୍ୟାଙ୍କନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଯୁଗ୍ମ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ସମୀକ୍ଷା ଓ ଯାଞ୍ଚ ସମୟରେ ଚିତ୍ରକୋଣ୍ଡା ମାଟି ବନ୍ଧ ବିଭାଗର ସୁପରିଟେଣ୍ଡିଂ…

Read More

ଦେଶୀ ମଦର କାରବାର: ଉଜୁଡ଼ୁଛି ହସଖୁସିର ସଂସାର, ପ୍ରଶାସନର ନୀରବତା ନେଇ ପ୍ରଶ୍ନବାଚୀ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା: ଦେଶୀ ମଦର ପ୍ରାଦୁର୍ଭାବରେ କ୍ରମଶଃ ଉଜୁଡ଼ି ଯାଉଛି ହସଖୁସିର ପରିବାର। ଲିଭିଯାଉଛି ମଥାର ସିନ୍ଦୂର ଏବଂ ହଜିଯାଉଛି ପାରିବାରିକ ଶାନ୍ତି। ଅକାଳରେ ଝରିଯାଉଛି ଅନେକ ଅମୂଲ୍ୟ ଜୀବନ। ସକାଳ ପାହିଲେ ଶ୍ରମଜୀବୀ ଓ ଯୁବପିଢ଼ି କାମଧନ୍ଦାକୁ ଯିବା ପରିବର୍ତ୍ତେ ମଦ ଦୋକାନ ଆଡ଼କୁ ମୁହାଁଉଛନ୍ତି। ମଦ୍ୟପାନକରି ନିଶାରେ ସବୁକିଛି ଭୁଲିଯାଇ ଘରୋଇ କଳି, ମାର୍ପିଟ୍, ଚୋରି, ଡକାୟତି ଏପରିକି ଜଘନ୍ୟ ଅପରାଧମୂଳକ କାର୍ଯ୍ୟ ବୃଦ୍ଧି ପାଉଥିବା…

Read More