ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍ଯାପିତ,ଭକ୍ତିମୟ ପରିବେଶରେ ସରିଲାଶତାଧୂକ ଶ୍ରଦ୍ଧାଳୁଙ୍କ ସମାଗମ
ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା: ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ସପ୍ତ ଦିନ ବ୍ୟାପୀ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଭକ୍ତିମୟ ପରିବେଶରେ ଉଦ୍ଯାପିତ ହୋଇଛି। ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଡିଭ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ଏବଂ ବିଶ୍ବ ହିନ୍ଦୁ ପରିଷଦ, ଖୋର୍ଦ୍ଧାର ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ମହାପ୍ରଭୁଙ୍କ ବିଭିନ୍ନ ବେଶର ଦର୍ଶନ ସହ ଭଜନ,ପ୍ରବଚନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା। ଉଦ୍ଯାପନୀ…


Total Users : 6827