Headlines

samikshanews

ବଡବିଲ:ସଂରକ୍ଷିତ ଜଙ୍ଗଲରେ ବେଆଇନ ରାସ୍ତା ନିର୍ମାଣ,୫ ଭାରୀଯାନ ଜବତ କମ୍ପାନୀ କୁ ବନ ବିଭାଗର ନୋଟିସଆର୍ସେଲର ମିତ୍ତଲ ନିପନ ଷ୍ଟିଲ ର ଆଇନକୁ ଉଲଙ୍ଘନ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର – ବଡବିଲ ରେଞ୍ଜ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବିନା ଅନୁମତିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ରେଳ ଧାରଣା ପକାଇବା ପାଇଁ ରାସ୍ତା ନିର୍ମାଣ କରୁଛି । ଏହା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉକ୍ତ ବେଆଇନ କାର୍ଯ୍ୟ ଚାଲୁଥିବା ଅଞ୍ଚଳଟି ବେଲଗୁଣ୍ଡି ଓଏମଡିସି ଖଣି ଲିଜ୍ ଅଞ୍ଚଳ ଅଧିନରେ ଥିବାବେଳେ ତାଙ୍କଠାରୁ କୌଣସି (ଏନଓସି) ଆପତ୍ତି ବିହୀନ ପ୍ରମାଣ ପତ୍ର…

Read More

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: ଚମ୍ପୁଆ -୦୯/୦୯, ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମy ରୁଗୁଡ଼ିସାହି ରେ ରୁହନ୍ତି ଚୈତନ୍ୟ ମୁଣ୍ଡା (୬୫) l ଅନେକ ବର୍ଷ ହେଲା ତାଙ୍କ ପିତା ଟସେ ମୁଣ୍ଡା ପରଲୋକ ଗମନ କରିଛନ୍ତି l ଚୈତନ୍ୟ ଅବିବାହିତ l ତା ‘ର ସାହା ଭରସା କେହି ନାହିଁ l ଚୈତନ୍ୟ ର ନା ଅଛି ବାସଗୃହ, ନା ଅଛି ଆଧାର କାର୍ଡ lଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ…

Read More

କେନ୍ଦୁଝର:ହାଣ୍ଡିଭଙ୍ଗା ଗ୍ରାମରେ ସଖୀ ଓନ୍ ଷ୍ଟପ୍ ସେଣ୍ଟରର ସଚେତନତା କାର୍ଯ୍ୟକ୍ରମ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର, ୮ ସେପ୍ଟେମ୍ବର ୨୦୨୬: ମହିଳା ଓ ବାଳିକାଙ୍କ ସୁରକ୍ଷା, ସହାୟତା ଏବଂ ସଶକ୍ତିକରଣ ଉଦ୍ଦେଶ୍ୟରେ ସଖୀ ଓନ୍ ଷ୍ଟପ୍ ସେଣ୍ଟର (OSC), କେନ୍ଦୁଝର ପକ୍ଷରୁ ଆଜି ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସଖୀ ଓଏସ୍‌ସିର କେନ୍ଦ୍ର ପ୍ରଶାସକ ଶ୍ରୀମତୀ ସୁଜାତାରାଣୀ ପାଢ଼ୀ, କାଉନ୍ସେଲର ମିସ୍ ଦୀପିକା ନାୟକ ଏବଂ କେସ୍ ୱାର୍କର ମିସ୍ ତବସୁମ୍ ବେଗମ୍ ଯୋଗଦେଇଥିଲେ। ଏହି…

Read More

ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ବୈଠକ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ: ୦୯/୦୯: କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି ସଭାଗୃହରେ ଏକ ବ୍ଲକସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (SWAK) ଓ ଜାଗୃତି ଅନୁଷ୍ଠାନର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ବୈଠକରେ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ…

Read More

ପିପିଲି: ସିଉଳା ଆରଆଇ,ଏଆରଆଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ ପିପିଲି ତା୭।୯- ପିପିଲି ତହସିଲ ଅଧିନସ୍ଥ ସିଉଳା ଆରଆଇ କଲ୍ୟାଣୀ ଜେନା ଓ ଏଆରଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା ଜମି କିସମ ପରିବର୍ତନ କରିବା ପାଇଁ ଆଜି୩୫ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଏହି ଦୁଇ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱର ଗିରଫ କରିଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ, ସିଉଳା ମୌଜାର ଜଣେ…

Read More

ଟେଲିକମ କମ୍ପାନୀର ଇଣ୍ଟରନେଟ ସେବାରେ ତ୍ରୁଟି: ମନମାନି ବିରୋଧରେ ଉପଭୋକ୍ତା ମହାସଂଘର ଦାବିପତ୍ର ପ୍ରଦାନ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ ଡେଲାଙ୍ଗ,ତା୭।୯ ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଓ ପରିସରରେ ଥିବା ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ନେଟୱାର୍କ ସମସ୍ୟା ଦୀର୍ଘ ବର୍ଷ ଧରି ଲାଗିରହିଛି | ଫଳରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେଉଛି। ସେହିପରି ଡେଲାଙ୍ଗ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଠିକ୍ ଢଙ୍ଗରେ ନେଟୱାର୍କ ର ଆସୁନାହିଁ | ଘରୁ ବାହାରକୁ ଆସିଲେ ଫୋନସେବା ମିଳୁଛି । ତାହା ପୁଣି ସବୁ ସମୟରେ ନୁହେଁ | ସଂପ୍ରତି ମୋବାଇଲ…

Read More

ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଶୁଭ ମହୁରତ ଏବଂ ଟାଇଟଲ ଘୋଷଣା

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି : ପିପିଲି ଉପକଣ୍ଠସ୍ଥିତ ଏକ ତାରକା ହୋଟେଲରେ ଶଗୁନ ଏଣ୍ଟରଟେଣ୍ଡମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା “ଜଙ୍ଖ” ର ଶୁଭ ମହୁରତ ଏବଂ ଟାଇଟିଲ ଘୋଷଣା ମହାସମାରୋହରେ ପାଳିତ ହୋଇଯାଇଛି। ଟାଇଟିଲ ଘୋଷଣା ଅବସରରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀ , କଣ୍ଠଶିଳ୍ପୀ, କଳାକାର ଉପସ୍ଥିତ ଥିଲେ। ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନାରେ ନିର୍ମିତ ଜଙ୍ଖ ଚଳଚିତ୍ର…

Read More

ବାଫ୍ଲାମାଳିରୁ କୋଟି କୋଟିର ବକ୍ସାଇଟ୍‌ ଲୁଟ୍‌, ସ୍ଥାନୀୟ ଯୁବକଙ୍କ କେରଳର ଦାଦନ ଯାତ୍ରା

ପ୍ରଶାସନର ନାକ ତଳେ ଖୁଲମ୍‌ଖୁଲା ଶ୍ରମିକ ଚାଲାଣ: ସବୁ ଜାଣି ବି ଚୁପ୍‌ ବ୍ଲକ୍‌ ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ଦୁର୍ଗା କୀର୍ତ୍ତି / ଥୁଆମୂଳ ରାମପୁର,/ ସମୀକ୍ଷା ନ୍ୟୁଜ: ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ ପଡ଼ିଛି। ଗୋଟିଏ ପଟେ ବାଫ୍ଲାମାଳି ପାହାଡ଼ରୁ ଲକ୍ଷ ଲକ୍ଷ ଟନ୍‌ ବକ୍ସାଇଟ୍‌ ଖନନ କରି ଶିଳ୍ପ ସଂସ୍ଥା ଓ ସରକାର…

Read More

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: କଥାରେ ଅଛି “ଚାଷକାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ଦୂନିଆ କୁ ଆହାର” । ଏହି କଥାର ମହତ୍ୱକୁ ମର୍ମେମର୍ମେ ହୃଦୟଙ୍ଗ କରିଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ଯୋଗେଶ୍ୱର ପଧାନ ।ମେଟ୍ରିକ୍ ପଢୁଥିବା ସମୟରେ ବାପା ରାଜନ ପଧାନ ଙ୍କ ସହିତ ନିଜ ବିଲକୁ ଯାଇ ବାପାଙ୍କ ପରିଶ୍ରମକୁ ଦେଖି ପିଲାଟି…

Read More

ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କ ବିୟୋଗ

ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ଭୁବନେଶ୍ୱର/ସମୀକ୍ଷା ନ୍ୟୁଜ/ ୯।୯: ଓଡ଼ିଶା ଶ୍ରମ ବିଭାଗର ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କର ୯୬ ବର୍ଷ ବୟସରେ ବୁଧବାର ସକାଳେ ଭୁବନେଶ୍ୱରର ନାଗେଶ୍ୱର ଟାଙ୍ଗିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିଲେ।ପୁରୀ ଶ୍ରୀମୁକୁନ୍ଦପୁରରେ ଜନ୍ମିତ ସ୍ୱର୍ଗତ ତ୍ରିପାଠୀ ଓଡ଼ିଶାରେ ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଏବଂ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଦୀର୍ଘଦିନ ଧରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଅତ୍ୟନ୍ତ ଧାର୍ମିକ, ପରୋପକାରୀ…

Read More