Headlines

samikshanews

ସୋନପୁର ପୋଲିସର ସଫଳତା

ମୂରଲୀଧର ସାହୁ/ଜିଲ୍ଲା ପ୍ରତିନିଧି /ସୁବର୍ଣ୍ଣପୁର: ଅଭିଯୋଗକାରୀ ଅର୍ଜୁନ ରଥ ଏବଂ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ପ୍ରାୟ ଏକ ଦଶନ୍ଧି ଧରି ବିବାହ ଉତ୍ସବ, ଜନ୍ମଦିନ ପାର୍ଟି, କର୍ପୋରେଟ୍ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସାମାଜିକ ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମିଳିତ ଭାବେ ଖାଦ୍ୟ ଯୋଗାଣ (କ୍ୟାଟରିଂ) ଚୁକ୍ତି ନେଇ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟରେ ଅର୍ଜୁନ ରଥ ଜଣେ ରୋଷେୟା ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ସୁରେନ୍ଦ୍ର ନାୟକ ଫାଷ୍ଟ ଫୁଡ୍ (ଜଳଖିଆ) ପ୍ରସ୍ତୁତ…

Read More

ତିର୍ତ୍ତୋଲ:କ୍ୟାମ୍ପସ ୟୁନିଟ୍ ଘୋଷଣା

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP), ଜଗତସିଂହପୁର ଜିଲ୍ଲା ତରଫରୁ ତିର୍ତ୍ତୋଲସ୍ଥିତ ଆଦିକବି ଶାରଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇଯାଇଛି।ଏବିଭିପି ଛାତ୍ର ବିଭାଗ ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତିଙ୍କ ମତରେ ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଅଟେ |ଛାତ୍ର ସମାଜର ହିତ, ଶିକ୍ଷାର୍ଥୀଙ୍କ ସମସ୍ୟା ଓ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଛାତ୍ର ନେତାମାନଙ୍କର ନିଷ୍ଠାପୂର୍ଣ୍ଣ ପ୍ରଚେଷ୍ଠା ତାଙ୍କୁ ସଫଳ କରେ । ଦେଶର ଆଗାମୀପିଢ଼ି ରାଜନେତା ଛାତ୍ର…

Read More

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ: ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସରଳ, ସ୍ୱଚ୍ଛ, ସୁଗମ ଓ ଜନମୁଖୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆପଡ଼ା ଜିଲ୍ଲାରେ ଦୁଇଦିନିଆ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛିlଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୂଆପଡ଼ାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନରୁ ଆସିଥିବା ପ୍ରଶିକ୍ଷକମାନଙ୍କୁ…

Read More

ବର୍ଷା : ଲାଲ ସତର୍କତାରେ ମୟୂରଭଞ୍ଜ, ଆଜି ସମସ୍ତ ବିଦ୍ୟାଳୟ ଛୁଟି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି : ୧୦/୯/୨୦୨୬- ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ବଳ ଗୋଟାଉଥ‌ିବା ବେଳେ ୧୦ ତାରିଖ ଏହା ଲଘୁଚାପର ରୂପ ନେବା ସମ୍ଭାବନା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରତି ବିଭାଗୀୟ ଲାଲ ସତର୍କତାରହିଛି । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ମୟୂରଭଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥୂବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍…

Read More

ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ା୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର…

Read More

ଖୋରଧା ରେ ନକଲି ଟାଟା ଡିଇଏଫ କାରବାର ଠାବ, ୨୨୦ ଲିଟର ସାମଗ୍ରୀ ଜବତ, ୨ ଗିରଫ ; ଯୋଗାଣକାରୀଙ୍କ ସନ୍ଧାନରେ ତଦନ୍ତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୯: ଖୋରଧା ସହର ନିକଟସ୍ଥ ତୋଟାପଡ଼ା ଅଞ୍ଚଳରେ ଟାଟା ମୋଟର୍ସର ନାମରେ କଥିତ ନକଲି ଅଟୋମୋବାଇଲ୍‌ ସାମଗ୍ରୀ ବିକ୍ରି ଅଭିଯୋଗରେ ଏନ୍‌ଫୋର୍ସମେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ଆଣ୍ଡ ପ୍ରୋଟେକ୍ସନ୍‌ ସର୍ଭିସେସ୍‌ (ଇଆଇପିଆର୍‌) ଓ ଖୋରଧା ଆଦର୍ଶ ଥାନା ପୁଲିସର ମିଳିତ ଚଢ଼ଉରେ ୨୨୦ ଲିଟର ଡିଜେଲ୍‌ ଏକ୍‌ଜଷ୍ଟ ଫ୍ଲୁଇଡ୍‌ (ଡିଇଏଫ୍‌) ଜବତ ହୋଇଛି। ଏହି ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରି ପୁଲିସ…

Read More

ଆବୁଧାବିରେ IBPG ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ଆଲୋଚନା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଆବୁଧାବି/ଭୁବନେଶ୍ୱର,ସେପ୍ଟେମ୍ବର ୯, ୨୦୨୬:ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ଙ୍କ ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଛନ୍ତି।ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ…

Read More

ଅବକାରୀ ବିଭାଗର ଚଢ଼ାଉ,ସତର କେଜି ଗଂଜେଇ ଜବତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:କେନ୍ଦୁଝର -10/09ଗତକାଲି କେନ୍ଦୁଝର ସଦର ଅବକାରୀ ବିଭାଗ ପକ୍ଷରୁ OIC ଙ୍କ ନେତୃତ୍ୱ ରେ ଏକ ଟିମ ସହରର ପୁରୁଣା ବଜାର କେଉଟ ସାହିରେ ହଟାତ ଚଢ଼ାଉ କରି 17kg ଗଂଜେଇ ସହ ସୁକାନ୍ତି ନାୟକ (32) ଗିରଫ କରି କୋର୍ଟ ଚାଲାଣ କରିଛି l ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Read More

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର -09/09କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ବ୍ଲକ ମୂଷାନାଳି ଗ୍ରାମରେ ଘଟିଯାଇଛି ଏକ ଦୁଖଃଦ ଘଟଣା l ଆଜି ସକାଳେ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ପୁତ୍ର ଦୟାନିଧି ମହାନ୍ତ ୪୮ଘରେ ଇ6ଲକ୍ରିଟ କାମ କରୁଥିଲା ବେଳେ ବିଦ୍ୟୁତ ତାର ସଂପର୍ଶ ରେ ଆସି ଗୁରୁତର ହୋଇପଡିଥିଲେ, ତାଙ୍କୁ ସଂଗେ ସଂଗେ ସ୍ୱାମପାଟଣା ମେଡିକାଲ କୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l ଦୟାନିଧି ଜଣେ ଆଧ୍ୟାତ୍ମିକ, ସରଳ…

Read More

କେନ୍ଦୁଝର:ପେଜୁଆ ବିରି କୁ ଜିଆଇ ଟ୍ୟାଗ୍ ର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସରକାର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା: କେନ୍ଦୁଝର,09/09 କେନ୍ଦୁଝର ଫୁଲବଡ଼ି ରେ ବ୍ୟବହାର ହେଉଥିବା ମୁଖ୍ୟ ସାମଗ୍ରୀ ପେଜୁଆ ବିରିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଉପରେ ଗବେଷଣା କରୁଥିବା କେନ୍ଦୁଝର ସହର ଜୁଡ଼ିଆ ସ୍ଥିତ ରିଜିଓନାଲ ରିସର୍ଚ୍ଚ ଆଣ୍ଡ ଟ୍ରାନ୍ସଫର ଟେକ୍ନୋଲୋଜି ଷ୍ଟେସନ (ଆର୍‌ଆର୍‌ଟିଟିଏସ୍) ଏସମ୍ପର୍କିତ ସମସ୍ତ ତଥ୍ୟ ଦସ୍ତାବିଜ୍‌ ଓୟୁଏଟିରେ ଦାଖଲ ଜାରି କରିଛି।ଜିଲ୍ଲାର ଫୁଲବଡ଼ି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପରିଚିତ ଏଥିପାଇଁ ଆବଶ୍ୟକ ହେଉଥିବା…

Read More