Headlines

samikshanews

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକଏନ୍‌ଡିପିଏସ୍‌ ମାମଲାରେ ଚଢ଼ାଉ ଜୋରଦାର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଜିଲ୍ଲାରେ ବିଭାଗ ପକ୍ଷରୁ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବିଭାଗର କାର୍ଯ୍ୟଦକ୍ଷତା…

Read More

କୋମନା:କୃଷକ ଉତ୍ପାଦକ କମ୍ପାନୀ ଗଠନ ପାଇଁ ବୈଠକ ଆୟୋଜିତ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା ଜିଲା କୋମନା ବ୍ଲକ ତରିବୋଡ଼ ଧାନ ମଣ୍ଡିଠାରେ ବୁଧବାର ଏପିସି ପ୍ରକଳ୍ପ ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟାର ଆହ୍ୱାନ କ୍ରମେ କୃଷକ ଉତ୍ପାଦକ କମ୍ପାନୀ ଗଠନ ନେଇ ଏକ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୧୫୦ ଜଣ ସଦସ୍ୟାସଦସ୍ୟ ଅଂଶଗ୍ରହଣ କରିଥିଲେ। ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟା କାର୍ଯ୍ୟନିର୍ବାହୀ ସଚିବ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅକାରୀ ରୀ ଆରାଧନା…

Read More

ସରକାରଙ୍କ ମତିରେ ଚାଞ୍ଚଲ୍ୟ ଘଟିଲାଣି ସ୍ଥିରତା ନାହିଁ – ପ୍ରସନ୍ନ ଆଚାର୍ଯ୍ୟ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ / ସମୀକ୍ଷା ନିୟୂଜ୍:ରାଜ୍ୟ ଶାସନର ୨ ବର୍ଷ ୪ ମାସ ଭିତରେ ସବୁ ସ୍ତରରେ ସରକାର ବିଫଳ ହୋଇଛନ୍ତି ସରକାର ପ୍ରତିଦିନ ଗ୍ରାଉଣ୍ଡ ଲୁଜ କରୁଛନ୍ତି ବାସ୍ତବତା ଓ ସରକାରଙ୍କ ଉପରକୁ ଜନସାଧାରଣ ଙ୍କ ଆସ୍ଥା ତୃଟି ତୃଟି ଯାଉଛି ତେଣୁ ସରକାର ବିଚଳିତ ବୋଲି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଚନ୍ତି ଏକ ସାକ୍ଷାତକାର ରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନ ଉତ୍ତର ରଖି ଶ୍ରୀ ଆଚାର୍ଯ୍ୟ କହିଥିଲେ…

Read More

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା, ୧୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର, କୁଦାନଗରୀ, ମହାକାଳପଡ଼ା ଓ ଜମ୍ବୁ ମେରାଇନ୍ ଅବକାରୀ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ନହଙ୍ଗା ଗ୍ରାମର ନରେଶ କୁମାର ସାହୁ (୪୯)ଙ୍କ ନିକଟରୁ ୧୮ ଲିଟର…

Read More

ବଡ଼ସାହି, ବ୍ଲକ ସ୍ତରୀୟ ମୁଣ୍ଡାରୀ ଭାଷା ଆନ୍ଦୋଳନର ସଫଳତା ପାଇଁ ସଚେତନତା ବୈଠକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ମୁଣ୍ଡାରୀ ଭାଷା ସମନ୍ୱୟ କମିଟି, କେନ୍ଦ୍ରୀୟ କମିଟିର ନିଷ୍ପତ୍ତି କ୍ରମେ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ପ୍ରତ୍ୟେକ ବ୍ଲକ ସ୍ତରୀୟ ସମାବେଶ ଆୟୋଜନ କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି କ୍ରମରେ ଆସନ୍ତା ୨୮ ତାରିଖ ବଡ଼ସାହି ବ୍ଲକ ସ୍ତରୀୟ ସମାବେଶ ଆୟୋଜନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମାବେଶରେ ଦଶ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହେବ ।…

Read More

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଅନେକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ଶିଳ୍ପ ଉପରେ ନିର୍ଭରଶୀଳ। ବିଶେଷକରି ଯୋଡ଼ା–ବଡ଼ବିଲ ଅଞ୍ଚଳରେ ଅନେକ ଗାଡ଼ି ମାଲିକ ଭାରୀଯାନ ଟ୍ରକ୍ କିଣି ଏହା ମାଧ୍ୟମରେ ନିଜ ପରିବାରର ଜୀବିକା ନିର୍ବାହ କରୁଛନ୍ତି। ତେବେ ଦିନକୁ ଦିନ ଗାଡ଼ି ମାଲିକମାନେ ନିଜ ଗାଡ଼ି ଲୋଡ୍ କରିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।…

Read More

ମାଲକାନଗିରିର ଆଞ୍ଚଳିକ ବିକାଶ ଓ ଆଦର୍ଶ ଗ୍ରାମ ଯୋଜନାର ସମୀକ୍ଷା କଲେ ବିଧାୟକ ନରସିଂହ ମାଡ଼କାମୀ,ପ୍ରକଳ୍ପସମୂହର ଯଥାର୍ଥ ରୂପାୟନ ଏବଂ ସରକାରୀ ଅର୍ଥର ସ୍ୱଚ୍ଛ ବିନିଯୋଗକୁ ପ୍ରାଥମିକତା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଏବଂ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାସଭାରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଅଧ୍ୟକ୍ଷତା କରି ଆଞ୍ଚଳିକ ବିକାଶମୂଳକ କାର୍ଯ୍ୟାବଳୀର ତଦାରଖ କରିଥିଲେ। ଉକ୍ତ ଆଲୋଚନାରେ ବିଶେଷ ଭାବେ ବିଧାୟକ ନିର୍ବାଚନ ମଣ୍ଡଳୀ ଉନ୍ନୟନ ପାଣ୍ଠି, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର…

Read More

ପରଜଙ୍ଗ:ବିଜ୍ଞାନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅତିରିକ୍ତ ଶ୍ରେଣୀ ଗୃହ ର ଉଦଘାଟନ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନୁଦାନରେ ଉଚ୍ଚଶିକ୍ଷା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ସହାୟତାରେ ପରଜଙ୍ଗ ମହାବିଦ୍ୟାଳୟ ରେ ବିଜ୍ଞାନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅତିରିକ୍ତ ଶ୍ରେଣୀ ଗୃହ ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ରେ ୫ କୋଟି ଟଙ୍କା ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ…

Read More

ଅବ୍ୟବସ୍ଥା ଘେରରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:ପ୍ରମୁଖ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟରେ ରୋଗୀସେବା ଓ ବିଭିନ୍ନ ମୌଳିକ ସୁବିଧାକୁ ନେଇ ଅଭିଯୋଗ ଉଠିଛି । ଦୈନିକ ଶହ ଶହ ରୋଗୀ ମହିଳା ଓ ଦିବ୍ୟାଙ୍ଗ ରୋଗୀମାନେ ଅଧିକ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଚର୍ମ, ଦନ୍ତ ଓ ଇଏନ୍‌ଟି ବିଭାଗରେ ଅଧୁକ ରୋଗୀଙ୍କ ଭିଡ଼ ହେଉଥୁବାରୁ ସ୍ଥlନାଭାବ ଦେଖାଦେଉଛି। ରୋଗୀଙ୍କ ସଂଖ୍ୟା ତୁଳନାରେ ପରିମଳ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ବଢ଼ାଉଛି…

Read More

ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ,ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ…

Read More