Headlines

samikshanews

୨୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓସେପା ଓ OUAT ମଧ୍ୟରେ ବୁଝାମଣା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୨ ସେପ୍ଟେମ୍ବର, ୨୦୨୬: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାରଶୁଭାରମ୍ଭ କରାଯାଇଛି । ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ I…

Read More

ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଘଟିଛି ଅଘଟଣ ।ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ସୂଚନା ଅନୁସାରେ, ବିଶ୍ୱନାଥ ବାରିକଙ୍କ ନବ ନିର୍ମିତ ପାଇଖାନା ଟାଙ୍କି ସଫା କରିବା ଏବଂ ସେଣ୍ଟ୍ରିଙ୍ଗ ବାହାର କରିବା ପାଇଁ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ ।ହେଲେ ଟାଙ୍କି ଭିତରେ ଅମ୍ଳଜାନର ଅଭାବ…

Read More

ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ଠାରୁ ପଡିଆ ବ୍ଲକ ବିଛିନ୍ନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ବ୍ଲକ ଠାରୁ ପଡିଆ ବ୍ଲକ ଯୋଗା ଯୋଗ ସମ୍ପୂର୍ଣ ହେଲା ବିଛିନ୍ନ l ଲଘୁଚାପ ଜନିତ ବର୍ଷା ଗତ କାଲି ଅପରାହ୍ନ ଠାରୁ ଲଗାତାର ବର୍ଷା ଜିଲ୍ଲା ରେ ଲାଗି ରହିଛି ଯାହା ଫଳରେ ଆଜି ଅପରାହ୍ନ ରେ ମାଲକାନଗିରି ଜିଲ୍ଲା ଠାରୁ କାଲିମେଳା ବ୍ଲକ ଏବଂସୀମାନ୍ତ ମୋଟୁ କୁ ସଂଯୋଗ…

Read More

ଚିର ନିଦ୍ରାରେ ଗଣକବିଙ୍କ ମଞ୍ଚ ଅଭିନେତ୍ରୀ ହାରାମଣି ଦେବୀ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ ନାଟକରେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜର କଳା ନୈପୁଣ୍ୟତାକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରି ଅଜସ୍ର ସଫଳତା ସାଉଁଟି ଥିବା ହାରାମଣି ରାଉତ ଆଉ ଇହ ଜଗତରେ ନାହାନ୍ତି l ଯେତେବେଳେ ନାରୀ କଳାକାରଟିଏ ମୁହଁରେ ରଙ୍ଗ ବୋଳି ଅଭିନୟ ପାଇଁ ବାହାରିବା ଦୁରୂହ ବ୍ୟାପାର ଥିଲା, ସେତେବେଳେ ଅର୍ଥାତ ପଚାଶ ବର୍ଷ ତଳେ…

Read More

ବ୍ରିକ୍ସ ସମ୍ମିଳନୀରେ କୋରାପୁଟର ସ୍ୱାଦ”ଟାଇଗର ବ୍ରାଇଟ୍” ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬:କୋରାପୁଟର କଫି ବଗିଚାରୁ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଛି ଓଡ଼ିଶାର ସ୍ବାଦ । କୋରାପୁଟର ପୂର୍ବଘାଟ ପର୍ବତମାଳାରେ ଆଦିବାସୀ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରିମିୟମ ଆରବିକା କଫି “ଟାଇଗର ବ୍ରାଇଟ୍” (Tiger Bright), ବ୍ରିକ୍ସ ସମ୍ମିଳନୀରେ ଅଭ୍ୟାଗତମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଏହା ବିଶ୍ୱବାସୀଙ୍କୁ ଓଡ଼ିଶାର ସ୍ୱାଦ ସହ ପରିଚିତ କରାଇବା ସହ ଆଦିବାସୀ ଉଦ୍ୟୋଗ, ମୂଲ୍ୟ ବୃଦ୍ଧି ଏବଂ ସ୍ଥାୟୀ…

Read More

ମୟୁରଭଞ୍ଜ ରେଳ ବିକାଶରେ ନୂତନ ଆଶା ସଞ୍ଚାର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୧୨/୯- ଏବେ ମୟୂରଭଞ୍ଜ ରେଳ ବିକାଶ କ୍ଷେତ୍ରରେ ଜିଲ୍ଲାବାସୀ ଓ ରେଳ ବିଭାଗର ତତ୍ପରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଶନିବାର ଦିନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୋରୁମହିଷାଣି ଆସି ଗୋରୁମହିଷାଣି ଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳପଥର ନିରୀକ୍ଷଣ କରି ଫେରିଯିବା ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ବିଗୁଣିତ କଲା ଭଳି ମନେହୁଏ । ପୂର୍ବରୁ ଉପେକ୍ଷିତ ମୟୂରଭଞ୍ଜ ରେଳସେବା ଖବର ଆମ ସମୀକ୍ଷା ଖବରକାଗଜରେ…

Read More

୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ,୨ଟି ଦେଶୀ ବନ୍ଧୁବ ଓ କାର ଜବତ :୪ ଅଭିଯୁକ୍ତ ଜେଲରୁ ଫେରୁ ଫେରୁ ପୁଣି ଅପରାଧରେ ସକ୍ରିୟ

ମହେଶ୍ୱର ଦିଗାଳ/ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ ବାଲିଗୁଡ଼ା ତା-୧୨/୦୯/୨୬ । ବାଲିଗୁଡ଼ା ଥାନା ପୋଲିସ୍ ପକ୍ଷରୁ ବିଶ୍ୱସନୀୟ ସୂଚ଼ନା ଆଧାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ କାର ଜବତ କରାଯାଇଛି । ପୋଲିସର ସୂଚନା ଅନୁସାରେ ୧୦ ସେପ୍ଟେମ୍ବର ୨୦୨୬ ବାଲିଗୁଡ଼ା ଥାନା କେସ ନଂ-୨୩୧/୨୦୨୬ ରୁଜୁ ହୋଇଛି। ଏହି ମାମ୍‌ଲାରେ NDPS ଧାରା ୨୦(b) ii(c)ଏବଂ ARMS ଧାରା୨୫(୧) ଅନୁସାରେ ରୁଜୁ କରାଯାଇଛି I ପୋଲିସ୍ ଚଢାଉ…

Read More

ବୁଲା ଗାଈ ଗୋରୁ ଷଣ୍ଢଙ୍କ କବଜାରେ ଜାତୀୟ ରାଜପଥ: ନିଘୋଡ଼ ନିଦ୍ରାରେ ଏନଏଚଆଇ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ପିପିଲି,ତା୧୨।୯ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ଏବେ ବୁଲା ଗାଇ ଗୋରୁ ଓ ଷଣ୍ଢ ଙ୍କ ଆଡାସ୍ଥଳୀ ପାଲଟିଛି। ଭୁବନେଶ୍ୱର ଠାରୁ ପୁରୀ ଏବଂ ପୁରୀ ଠାରୁ ଭୁବନେଶ୍ୱର ଜାତୀୟ ରାଜପଥ ରାସ୍ତା ଏବେ ମରଣଯନ୍ତା ହୋଇଛି । ଏହି ରାସ୍ତା ଦେଇ ଶ୍ରୀମନ୍ଦିର ପୁରୀ କୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି । ରାସ୍ତା ଉପରେ ବୁଲା ଗାଈ…

Read More

ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତା ମରଣଯନ୍ତା ପାଲଟିଛି

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି, ତା୧୨।୯ : ପିପିଲି ପୂର୍ତ୍ତ ବିଭାଗ ଅଧୀନରେ ଥ‌ିବା ପିପିଲି ଦାଣ୍ଡମୁକୁନ୍ଦପୁର ମୁଖ୍ୟ ରାସ୍ତା ଅବସ୍ଥା ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ବିପଦ ସାଜିଛି। ଏହି ଖାଲ ଖମା ରାସ୍ତା ପାଇଁ ଛୋଟ ବଡ଼ ଦୃଘଟଣା ମାନ ଘଟୁଛି। ଦାଣ୍ଡମୁକୁନ୍ଦପୁର ମହାନ୍ତି ସାହି ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଛୋଟ ବଡ଼ ଖାଲ ଖମା ପାଇଁ ଯାତାୟତରେ ପୁରା ଅସୁବିଧା ଭୋଗୁଛନ୍ତି । ପିପିଲି ରୁ…

Read More

ମୟୁରଭଞ୍ଜ ରେଳ ବିକାଶରେ ନୂତନ ଆଶା ସଞ୍ଚାର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୨/୯- ଏବେ ମୟୂରଭଞ୍ଜ ରେଳ ବିକାଶ କ୍ଷେତ୍ରରେ ଜିଲ୍ଲାବାସୀ ଓ ରେଳ ବିଭାଗର ତତ୍ପରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଶନିବାର ଦିନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୋରୁମହିଷାଣି ଆସି ଗୋରୁମହିଷାଣି ଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳପଥର ନିରୀକ୍ଷଣ କରି ଫେରିଯିବା ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ବିଗୁଣିତ କଲା ଭଳି ମନେହୁଏ । ପୂର୍ବରୁ ଉପେକ୍ଷିତ ମୟୂରଭଞ୍ଜ ରେଳସେବା ଖବର ଆମ ସମୀକ୍ଷା ଖବରକାଗଜରେ…

Read More