Headlines

samikshanews

ଗୁରୁ ନାଁରେ କଳଙ୍କ, ଟିଉସନ୍ ବାହାନାରେ ଯୌନ ନିର୍ଯାତନା

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍:ବରଗଡ ଜିଲ୍ଲା ବରଡୋଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବରଗଡ ବର ଡୋଲ ରେ ଥିବା ଘରୋଇ କଲେଜ ର ପ୍ରିନ୍ସିପାଲ୍ ଦେବଦତ୍ତ ପ୍ରଧାନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ଏହି ଘଟଣା କୁ ନେଇ ବରଗଡ ଟାଉନ ଥାନା ପୋଲିସ ଗିରଫ କରିଛି ପୀଡ଼ିତ ଛାତ୍ରୀ ବାପା ଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଙ୍କୁ କୋର୍ଟ…

Read More

ରାସ୍ତାକଡ଼ରେ ଆବର୍ଜନା: ବୁଲା ପଶୁଙ୍କ ପାଇଁ ବଢୁଛି ବିପଦ

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : କେନ୍ଦୁଝର/ଯୋଡ଼ା, ୧୪/୯/୨୦୨୬:* ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ଯୋଡ଼ା ପୌରପରିଷଦ ଅଞ୍ଚଳରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ, ଯୋଡ଼ା ୭ ନମ୍ବର ୱାର୍ଡର ଦୈନିକ ପରିବା ବଜାରରୁ ସଂଗୃହୀତ ଆବର୍ଜନା ଫ୍ଲାଇଓଭର ତଳେ ଅସୁରକ୍ଷିତ ଭାବେ ପକାଯାଉଥିବା ଅଭିଯୋଗ ହୋଇଛି। ଆବର୍ଜନା ମଧ୍ୟରେ ପଲିଥିନ୍ ଓ…

Read More

ମା ଇନ୍ଦ୍ରାଦେଇ ପୀଠ ଦେଓଧରାରେ ମା ଙ୍କ ସେବାକାରୀମାନେ ଚତୁର୍ଥୀ ରେ ମାନିଲେ ନୁଆଁଖାଇ ପର୍ବ

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ: କୋମନା/ତାରିଖ-14-09-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଓଧରା ଗ୍ରାମପଞ୍ଚାୟତ ର ସ୍ଥାନୀୟ ମା ଇନ୍ଦ୍ରାଦେଇ ପୀଠରେ ଭାଦ୍ରଵ ମାସ ଚତୁର୍ଥୀ ଦିନ ନୁଆଁଖାଇ ପର୍ବ ପାଳନ କରିଛନ୍ତି। ମାଁ ଇନ୍ଦ୍ରଦେଇ ଙ୍କ ପୂଜକ ଶ୍ରୀ ଧବଲେଶ୍ୱର ପୁଜାରୀ ମାଁ ଙ୍କ ଛତରିଆ ରାମେଶ୍ୱର ଛତ୍ରିଆ ଜୟସିଂ ଛତରିଆ ମଦନ କଟା ସନୁ ମାଝୀ ଉଦେଶ୍ୱର୍ ଚିନ୍ଦା ନରେନ୍ଦ୍ର ପୁଜାରୀ ଟୁନା ପୁଜାରୀ ପିଣ୍ଟୁ ପୁଜାରୀ ବିହାରୀ ପୁଜାରୀ…

Read More

ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ , ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ, ଜିଲ୍ଲା ପ୍ରେସ କ୍ଳବରେ ଧୁମଧାମରେ ପାଳିତ ହେଲା ପୂଜା

ଖୋରଧା ରୁ ପ୍ରଭାତ ପାଇକରାୟ, ସମୀକ୍ଷା ନିଉଜ୍ ଖୋରଧା, ସେପ୍ଟେମ୍ବର ୧୪: ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ…

Read More

ଧଉଳିରେ ବିଘ୍ନରାଜଙ୍କ ନିଆରା ଇକୋଫ୍ରେଣ୍ଡଲି ମୂର୍ତ୍ତିପୂଜା

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ଭୁବନେଶ୍ୱର ,ତା.୧୪/୦୯/୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା ମୂର୍ତ୍ତୀ । ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ମନ୍ଦିର ମୂର୍ତ୍ତି ଶୈଳୀରେ ଗଜାନନଙ୍କ ଏହି ମୃଣ୍ମୟ ମୂର୍ତ୍ତିକୁ ଅଖା , ସୁରୁଲି ଓ ଅନ୍ୟାନ୍ୟ ସାମଗ୍ରୀରେ ଖୁବ୍ ସୁନ୍ଦର ଭାବରେ ତିଆରି କରିଛନ୍ତି ଏହି…

Read More

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗଣେଶ ପୂଜା ପାଳନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 14/09/2026: ଚାଟରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଗଣରେ ବିଘ୍ନବିନାଶକ ଗଣେଶ ଭଗବାନଙ୍କର ପୂଜା ବୈଦିକ ରୀତିରେ ପାଳନ ହୋଇଯାଇଛି | ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ଗୁରୁଜୀ ଓ ଗୁରୁମା ଗହଣରେ ପୂଜାରେ ଭାଗ ନେଇ ପ୍ରାଗଣଙ୍କୁ ଏକ ସୁନ୍ଦର ଉତ୍ସବ ବନେଇଛନ୍ତି | ଏହି ଅବଶରରେ ପିଲାମାନେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ପିଲାମାନେ ଅତି ମନୋରମ ନୃତ୍ୟ ପରିବେଷଣ କରିଥିଲେ | ଅନ୍ୟ ପିଲାମାନେ…

Read More

ଗଣେଶ ପୂଜା ସାଜସଜ୍ଜା ବେଳେ ଅଘଟଣ : ବିଦ୍ୟୁତ୍ ଝଟକାରେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ, ଜେକେପୁରରେ ଶୋକର ଛାୟା

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା/ଜେକେପୁର:ଗଣେଶ ପୂଜାକୁ ନେଇ ଉତ୍ସବମୁଖର ଜେକେପୁର ସହରରେ ଘଟିଛି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା। ପୂଜା ପାଇଁ ସାଜସଜ୍ଜା କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଲୁ ରାଜୁ।ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ମନୋରଞ୍ଜନ ପୂଜା କମିଟି ତତ୍ତ୍ୱାବଧାନରେ ଗଣେଶ ପୂଜା ପାଇଁ ସାଜସଜ୍ଜା କାର୍ଯ୍ୟ ଚାଲିଥିଲା।…

Read More

ଲଗାଣ ବର୍ଷାରେ ବୁଡ଼ିଲା ବ୍ରିଜ, ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୯/୨୬ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପାଙ୍ଗାମ୍, ପୋଟେରୁ, ଏମଭି – ୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି।ଯାତାୟାତ ଠପ୍ ହୋଇଯାଇଛି। ପୋଲର ଦୁଇ ପଟେ ପୁଲିସ ଯାତ୍ରୀଙ୍କୁ…

Read More

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୯/୨୬ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷଣ ଶିଖିବା ସାମଗ୍ରୀର ବିକାଶ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ, ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀର ରୂପରେଖ ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ…

Read More

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର କେନ୍ଦୁଝର, ୧୩/୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗମ୍ବାରିଆ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ତାଣ୍ଡବ ରଚିବା ସହ ଏକ ଗୋଠଛଡ଼ା ଦନ୍ତା ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି।ସୂଚନା ଅନୁଯାୟୀ, ରାତିରେ ହାତୀପଲ ହଠାତ୍ ଗମ୍ବାରିଆ ଗାଁ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଏକ ଗୋଠଛଡ଼ା ଦନ୍ତା ଘରଦ୍ୱାର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ…

Read More