Headlines

samikshanews

ବଡ଼ସାହିରେ ଗଣେଶ ପୂଜା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ବଡ଼ସାହି, ୧୫/୯/୨୬- ବଡ଼ସାହି ବ୍ଲକର ବିଭିନ୍ନ ସରକାରୀ/ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କ୍ଳବ ସହ ଆମ୍ବଡାଳିସ୍ଥ ଫାର୍ମାସି କଲେଜରେ ମହା ସମାରୋହରେ ଚଳିତ ବର୍ଷର ଗଣେଶ ପୂଜା ପାଳିତ ହୋଇଯାଇଛି । ତେବେ ୨୪ ତମ ଗଣେଶ ପୂଜା ପାଳିତ କରିଛି ଉଇନର୍-୧୧ କ୍ଲବ, ବଡ଼ସାହି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅଗ୍ରପୂଜ୍ୟଙ୍କ ଏକ ସୁଉଚ୍ଚ ମେଢ଼ ଓ ସାଜସଜ୍ଜା ସହିତ ଆକର୍ଷଣୀୟ ସାଜସଜ୍ଜାରେ ଯଥାବିଧି…

Read More

ବରୁଣେଇ ମନ୍ଦିର ନିକଟରେ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇ ଯୁବକ ଗିରଫ, ଦୁଇ ବାଇକ୍ ଓ ନଗଦ ଟଙ୍କା ଜବତ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଖୋର୍ଦ୍ଧା ୧୫/୦୯/୨୬ :ନିଶା କାରବାର ଉପରେ ଖୋର୍ଦ୍ଧା ପୁଲିସର କଡ଼ା ନଜର ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ବରୁଣେଇ ମନ୍ଦିର ନିକଟସ୍ଥ ଏକ ପାର୍କରେ ଚଢ଼ାଉ କରି ପୁଲିସ ୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇ ଜଣ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି lଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ନ୍ୟୁ…

Read More

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ ବାଲିଗୁଡ଼ା, ତା, ୧୪/୦୯: ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଷ ଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ। ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପୂଜା ମଣ୍ଡପ ଗୁଡ଼ିକ ମୁଖରିତ ହୋଇଥିବା ବେଳେ ସନ୍ଧ୍ୟାରେ ଆଲୋକମାଳାର ଝଲକରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ବାଲିଗୁଡ଼ା…

Read More

ରେଳରେ ଝୁଲିଛି ମୟୂରଭଞ୍ଜ ମୁକୁଟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ମୟୂରଭଞ୍ଜ , ୧୫/୯/୨୬ – ଆଉ ସେ ଭିତ୍ତିପ୍ରସ୍ତର ସ୍ଥାପନ, ଶୁଭ ଉଦଘାଟନ, ଲମ୍ବା ଭାଷଣ ଚଳିବନାହିଁ ବୋଲି ଏବେ ଗାଁଗହଳି, ଗଳିକନ୍ଦିରେ ଲୋକ ଆଲୋଚନା କରିବାରେ ବ୍ୟସ୍ତ ଓ ଚେତାବନୀ ଦେବାକୁ ଲାଗିଲେଣି । ଏବେ ଏସବୁର ଦୃଢ଼ ଜବାବ କେମିତି ଦିଆଯିବ ତାହା ଆମକୁ ତୁମେମାନେ ହିଁ ଶିଖେଇ ଦେଲ ବୋଲି ଜବାବ ମଧ୍ୟ ଶୁଣିବାକୁ ମିଳିଲାଣି । ସହଜରେ ଆଉ କାହାକୁ ବିଶ୍ୱାସ କରିବୁନି…

Read More

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ତା.୧୫/୦୯: ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ ଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବା ଅବସରରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି ଯେ, ବିଜେପିର ମୂଳମନ୍ତ୍ର ହେଉଛି ସେବା ଭାବ । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା ।…

Read More

​ତାଳଚେର ମେଡିକାଲ କଲେଜ: ପ୍ରାକ୍ଟିକାଲ୍ ନାହିଁ, ୫୦୦ କୋଟିର ଏକ ଅତ୍ୟାଧୁନିକ କଲେଜ-କୋଉ କାମକୁ ନୁହେଁ

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ ତାଳଚେର: ତାରିଖ: ୧୫ ସେପ୍ଟେମ୍ବର ୨୦୨୬​ତାଳଚେର ଠାରେ ପ୍ରାୟ ୪୦୦ ରୁ ୫୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ନିର୍ମାଣ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଏଠାକାର ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏବଂ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରାକ୍ଟିକାଲ୍ (ବ୍ୟବହାରିକ) ଶିକ୍ଷା ପାଇଁ ଏବେ ବି ଅନୁଗୁଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏତେ ବଡ଼ ଭିତ୍ତିଭୂମି ଥାଇ ମଧ୍ୟ ସାଧାରଣ ଜନତା…

Read More

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ମଙ୍ଗଳବାର ଠାରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ…

Read More

କାଲିମେଳା:ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୦ ତେଲରାଇ ମଧ୍ୟଭାଗ ମୋଡ଼ ନିକଟରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଡ୍ରମ୍ ବୋଝେଇ ଡାଲା ଅଟୋ ସହିତ ବାଇକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ…

Read More

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି…

Read More

ବରଗଡ଼:ଶୂନ୍ୟ ସହନଶୀଳତା ନୀତିରେ ନିଶା ମାଫିଆଙ୍କ ନିଦ ହଜାଇଛନ୍ତି ଏସପି ରବୀନ୍ଦ୍ର ନାଥ ଶତପଥୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଯେଉଁ ଦିନଠାରୁ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ରବୀନ୍ଦ୍ର ନାଥ ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେହି ଦିନଠାରୁ ଜିଲ୍ଲାରେ ଅପରାଧ ଓ ନିଶା କାରବାର ବିରୋଧରେ ଏକ ବ୍ୟାପକ ଏବଂ ନିରନ୍ତର ଅଭିଯାନ ଆରମ୍ଭ ହୋଇଛି। ଦାୟିତ୍ୱ ନେବା ମାତ୍ରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଅପରାଧୀ ଏବଂ ନିଶା କାରବାରୀଙ୍କ ପାଇଁ ବରଗଡ଼ ଜିଲ୍ଲାରେ କୌଣସି ସ୍ଥାନ ନାହିଁ। ତାଙ୍କର…

Read More