Headlines

samikshanews

ପୋଲିସ ହାତରେ ଧରା ପଡ଼ିଲା ମୋଟର ସାଇକେଲ ଚୋରି କରୁଥିବା ଚୋର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାସ କରିଛି କାଲିମେଳା ପୋଲିସ। ଏହି ଗ୍ୟାଙ୍ଗର ସର୍ଦ୍ଦାର ଜଣେ ମୋଟର ସାଇକେଲ ଚୋରି କରିବାରେ ମାହୀର ସେ ମାତ୍ର ୨ ମିନିଟରେ ଯେ କୌଣସି ବାଇକ୍ ର ଲକ୍ ଭାଙ୍ଗି ଚୋରି କରିପାରୁଥିଲା। ଏହି ଚୋରି ଗାଡିର ଚେର ଏବେ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ…

Read More

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/ ତା 16/9/26(ନି ପ୍ର )ଭଦ୍ରକ ଜିଲ୍ଲା ଅସୁରାଳି ପଞ୍ଚାୟତ ଉଚ୍ଚପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୪୫ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଜବତ ହେରୋଇନ୍‌ର ଅନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।ଗୁପ୍ତ ସୂଚନା ଆଧାରରେ ଭଦ୍ରକ ଅବକାରୀ ମୋବାଇଲ୍‌ ଟିମ୍‌ ଉଚ୍ଚପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ OD-22-Y-4119 ନମ୍ବର ବିଶିଷ୍ଟ…

Read More

କୁଡୁମୀଙ୍କ ପାରମ୍ପରିକ ବଡ଼ପୂଜା ‘କରମ ପୂଜା’

ଭବାନୀ ଶଙ୍କର ମିଶ୍ର/ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ସାଧାରଣତଃ ମୟୂରଭଞ୍ଜ ଓ ପଡୋଶୀ ଜିଲ୍ଲା ସହ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟ ଏକାଧାରରେ ପ୍ରକୃତିପ୍ରେମୀ, ପାରମ୍ପରିକ ତଥା ସଂସ୍କୃତି ପ୍ରେମୀ ଏବଂ ଶାନ୍ତଶୀଳ ସ୍ୱଭାବର । ମକର, ଟୁସୁ ମେଳା, କାଳୀପୂଜା ବାନ୍ଦଣା ପରବ ବା ଗୋ ପୂଜାକୁ ଛାଡି କରମ ପୂଜା ବା ପର୍ବ ହେଉଛି କୁଡୁମୀଙ୍କ ପାଳିତ ବିଶେଷ ପର୍ବ । ସମୟ ପାଖେଇଲେ ଗାଁ…

Read More

କୋକସରା ସମ୍ରାଟ ଅଶୋକ ପଡାରେ ପ୍ରଥମ ଥର ଏକତ୍ରିତ ଭାବେ ନୂଆଁଖାଇ ପାଳନ

ଧନୀରାମ ପାଣଗ୍ରାହୀ/କୋକସରା/ସମୀକ୍ଷା ନିୟୁଜ୍: କୋକସରା (ସମୀକ୍ଷା ନିୟୁଜ୍) ” ପଶ୍ଚିମ ଓଡ଼ିଶା ର ଗଣ ପର୍ବ ନୁଆଁଖାଇ ପାଳନ ହେଲା। କିନ୍ତୁ କୋକସରା ବ୍ଲକ୍ ର କୋକସରା ର ସମ୍ରାଟ ଅଶୋକ ପଡାରେ ସମସ୍ତ ଆବଳ ବୃଦ୍ଧ ବନିତା ଗୋଟିଏ ଜାଗାରେ ରନ୍ଧା ବଢ଼ା କରି, ନୂଆ ଧାନର ଚୁଡ଼ା ସହିତ ନବାର୍ଣ୍ଣ ପାଳନ କରିଥିଲେ। ସମସ୍ତ ପଡାରେ ଖୁସିର ସହିତ ଜୁହାର ଭେଟ ହେଇ ସେମାନଙ୍କ ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇ ଦୀପ ଦାନ…

Read More

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଛକ କାହାଣୀ କୁ ନେଇ “ମାଳିପୁଟ ମେଲୋଡିସ ” ସିନେମା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୬/୦୯/୨୬ଅଭିନୟ ଦୋହରାଇଛି ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଷା, ସଂସ୍କୃତି, ପରମ୍ପରା, ଚାଲିଚଳନ, ବେଶଭୂଷା ଓ ବଣ ପାହାଡ଼କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର “ମାଳିପୁଟ ମେଲୋଡିସ ”। ଏହି ଚଳଚିତ୍ର ଟି ଆସନ୍ତା ୧୮ ତାରିଖ ଶୁକ୍ରବାର ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।ଏହି ଚଳଚ୍ଚିତ୍ରରେ କୋରାପୁଟ ଜିଲ୍ଲା ର ଜୀବନଧାରା, ପ୍ରାକୃତିକ ପରିବେଶ, ଆଦିବାସୀ ସଂସ୍କୃତି ଓ ସ୍ଥାନୀୟ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଛି। ନିଜ…

Read More

ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। ସୁନ୍ଦର ସୁନ୍ଦର ତୋରଣ ଏବଂ ଆଲୋକ ମାଳାରେ ଝଲସୁଛି ବନ୍ଦର ନଗରୀ। ଏହା ୭ ଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ପଡୋଶୀ ଜିଲ୍ଳା ସମେତ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ପହଁଚି ନିଜର ପସରା ମେଲାଇବା ଆରମ୍ଭ କଲେଣି। ଅଧିକା ଜନ ସମାଗମ କୁ ଲକ୍ଷ୍ୟ କରି ପ୍ରଶାସନ ତରଫରୁ…

Read More

ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ

ଦୁଇ ଛୋଟ ସନ୍ତାନଙ୍କ ମୁଣ୍ଡରୁ ଉଠିଗଲା ବାପାଙ୍କ ହାତ ମହେଶ୍ୱର ଦିଗାଳ/ଡିଭିଜନାଲି ସାମ୍ବାଦିକ/ସମିକ୍ଷା ନିୟୁଜ ବାଲିଗୁଡ଼ା ୧୫/୦୯/୨୬ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଘରେ ରାତିରେ ଶୋଇଥିବା ସମୟରେ ସାପ କାମୁଡ଼ାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁରେଶ ବେହେରା । ତାଙ୍କ ପିତାଙ୍କ ନାମ ମୃତକ ରାଜକୁମାର ବେହେରା । ସୁରେଶ ବାଲିଗୁଡ଼ା ୱାର୍ଡ ନମ୍ବର-୨ ଅନ୍ତର୍ଗତ ତୁମୁଡି ସାହି, ବେହେରା ପଦର ଅଞ୍ଚଳର ବାସିଦ୍ଧା ଅଟେ ।…

Read More

ଖୋରଧା ପୌର ପରିଷଦ ୮ ନମ୍ବର ୱାର୍ଡ ଅରବିନ୍ଦ ନଗର ରାସ୍ତାରେ ୪ ପୁଟ ପାଣି , ବର୍ଷା ହେଲେ ଘରେ ପସୁଛି ପାଣି, ଡ୍ରେନେଜ ଅବ୍ୟବସ୍ଥା

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୧୬: ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହୁଛି। ଘରର ପ୍ରବେଶପଥ ଦେଇ ପାଣି ଭିତରକୁ ପଶୁଛି। ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପାଇଁ ଯିବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ…

Read More

ରାୟଗଡ଼ା ଜିଲ୍ଲାରେ ଦୟନୀୟ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର !୫୪୮ କେନ୍ଦ୍ରର ନାହିଁ ନିଜସ୍ୱ ଗୃହ

୮୬ଟି ବିପଦସଙ୍କୁଳ !୧୧୫ କେନ୍ଦ୍ରର ନିର୍ମାଣ ଆରମ୍ଭ ହୋଇନି, ୧୧୩ଟି ଅଧପନ୍ତରିଆ ! ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୧୬/୦୯: ଶିଶୁ ଓ ମାତୃ କଲ୍ୟାଣକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାନା ଯୋଜନା ପ୍ରଣୟନ କରୁଥିବା ସତ୍ତ୍ୱେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ମୌଳିକ ଭିତ୍ତିଭୂମି ଏବେ ବି ଅସଜଡ଼ା। ଜିଲ୍ଲା ଗଠନର ୩୩ ବର୍ଷ ପରେ ମଧ୍ୟ ଅନେକ…

Read More

ଆଇଆଇଟି ଭୁବନେଶ୍ୱର ଏବଂ ଆଇଆଇଟି ଧାନବାଦ ମଧ୍ୟରେ ଗବେଷଣା ଓ ଶିକ୍ଷାଗତ ସହଯୋଗକୁ ସୁଦୃଢ଼ କରିବା ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୬ ସେପ୍ଟେମ୍ବର : ସେମିକଣ୍ଡକ୍ଟର ଏବଂ ମୌଳିକ ବିଜ୍ଞାନ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଗବେଷଣାଗତ ସହଯୋଗ ବୃଦ୍ଧି ଏବଂ ଶିକ୍ଷାଗତ ତ‌ଥା ପାଣ୍ଡିତ୍ୟପୂର୍ଣ୍ଣ ଆଦାନପ୍ରଦାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଟି) ଭୁବନେଶ୍ବର ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ) ଧାନବାଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୧୬ ସେପ୍ଟେମ୍ବର ୨୦୨୬ ରେ…

Read More