Headlines

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ” ଗୁରୁ ଦିବସ” ପାଳିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୫ : ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ “ଗୁରୁ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଅଞ୍ଜନ କୁମାର ରାୟ, ଉତ୍ତର କୁମାର…

Read More

ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି. /ପାତ୍ରପୁର ବ୍ଲକ:ପାତ୍ରପୁର ୦୫/୦୯/୨୦୨୬ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ପାତ୍ରପୁର ପ୍ରାଥମିକ ଶିକ୍ଷକ ଭବନ ଠାରେ ପଵିତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଟୁଟୁ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି ଇ ଓ ସୀତାରାମ ପାତ୍ର ମୁଖ୍ୟ ବକ୍ତା ଭାବେ ଏ ବି ଇ ଓ ଜଗନ୍ନାଥ ଭୂୟାଁ , ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି…

Read More

ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ରାୟଗଡ଼, ୫/୯/୨୦୨୬: ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଦେବ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି। ଏହି ଅବସରରେ ଡିଇଓ ଭଜନଲାଲ ମାଝୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକଙ୍କୁ ଦେଶଗଠନର ମେରୁଦଣ୍ଡ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଶିକ୍ଷା ବ୍ୟବସ୍ଥାରେ…

Read More

ତାଳଚେର ପୌରପାଳିକା: ନୂଆ ସୁଇପିଂ ମେସିନ ସଫେଇ କରୁଛି ନା ଧୂଳି ଉଡ଼ାଇ ପ୍ରଦୂଷଣ ବଢ଼ାଉଛି? ଲକ୍ଷାଧିକ ଟଙ୍କାର ମେସିନ ଉପରେ ଉଠିଲା ପ୍ରଶ୍ନ

​ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍, /ତାଳଚେର, ଅନୁଗୋଳ: ତାଳଚେର/୫ ସେପ୍ଟେମ୍ବର, ୨୦୨୬:ତାଳଚେର ସହରକୁ ସଫାସୁତୁରା ଏବଂ ଧୂଳିମୁକ୍ତ ରଖିବା ପାଇଁ ପୌରପାଳିକା ପକ୍ଷରୁ ସମ୍ପ୍ରତି ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେକାନିକାଲ ରୋଡ଼ ସୁଇପିଂ ମେସିନ (TPS VAC-SWEEP 5000 SP) ଅଣାଯାଇଛି। କିନ୍ତୁ ଏହି ମେସିନ ଆସିବାର ମାତ୍ର ତିନି-ଚାରି ଦିନ ମଧ୍ୟରେ ଏହାର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ​ରାସ୍ତାରୁ ଧୂଳି ଏବଂ…

Read More

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡା,୫/୯ : ଦ୍ରୁତ ଗତିରେ ବଢ଼ୁଛି ଝାରସୁଗୁଡ଼ା ସହରର ଜନସଂଖ୍ୟା। ତା’ ସହିତ ପାଳ୍ଲା ଦେଇ ବଢ଼ି ଚାଲିଛି ଯାନବାହନର ସଂଖ୍ୟା l ହେଲେ ବଢ଼ୁଥିବା ଯାନବାହନ ଚାପକୁ ସମ୍ଭାଳିବା ପାଇଁ ସହରରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା l ରାସ୍ତା କଡ଼ରେ ଅବ୍ୟବସ୍ଥିତ ପାର୍କିଂ, ଡ୍ରେନ୍‌ ଉପରେ ବ୍ୟବସାୟୀଙ୍କ ସାମଗ୍ରୀ ଓ ଫୁଟପାଥ୍‌ ଅବରୋଧ ଯୋଗୁଁ…

Read More

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ

ରତିକାନ୍ତ ନାୟକ /(ସମୀକ୍ଷା ନିୟୁଜ)​ଧାମନଗର ,୪/୯ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ସ୍ଥିତ ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଆର୍ଥିକ ଅଚଳାବସ୍ଥା ଏବଂ ପ୍ରଶାସନିକ ଅନିଶ୍ଚିତତା ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇ ଥିବା ଜଣାପଡ଼ିଛି।ପ୍ରକାଶ ଥାଉକି ପ୍ରାୟ ୮ ମାସ ପୂର୍ବରୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ ନିଜ ପଦବୀରୁ ଓହରିଯିବା ପରେ ଭଦ୍ରକ…

Read More

“ବିଦ୍ୟାଳୟ ରୂପାନ୍ତରଣରେ ‘ପଞ୍ଚସଖା ଶିକ୍ଷା ସେତୁ’ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା”: ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା”- ମୁଖ୍ୟମନ୍ତ୍ରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ୫ ସେପ୍ଟେମ୍ବର ୨୦୨୬ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା…

Read More

ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ

ବିରୁପାକ୍ଷ ରାୟ/ ଜଗତସିଂହପୁର, ବାଲିକୁଦା/ସମୀକ୍ଷା ନିୟୁଜ: ବାଲିକୁଦା, ବର୍ଷା ଆସିଲେ ରାସ୍ତା ଅବସ୍ଥା ଆହୁରି ଦୟନୀୟ। ରାସ୍ତା ସାରା ଖାଲ, ଖାଲରେ ବର୍ଷା ପାଣି। କେଉଁଠି ପିଚୁ ଉଠିଯାଇଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ୍ତ। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ଦେବୀ ନଦୀବନ୍ଧଠାରୁ ଖାଲଗାଁ, ଅପଣ୍ଡରା, ବରମୁଣ୍ଡଳୀ, ନହରଣା ଓ ମରିଚପୁର ପଞ୍ଚାୟତ ଦେଇ ଯାଇଥିବା ପ୍ରାୟ ୧୦ କିଲୋମିଟର ରାସ୍ତାରେ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି।ମାଛଗାଁଠାରୁ ବରମୁଣ୍ଡଳୀ…

Read More

ବୃଦ୍ଧାବସ୍ଥାରେ ନାହିଁ ନଥିବା ଦୁର୍ଦ୍ଦଶା: ୭ ମାସ ହେଲା ବ୍ୟାଙ୍କ ଖାତାକୁ ଆସୁନି ଭତ୍ତା ଟଙ୍କା

ରତିକାନ୍ତ ନାୟକ/(ସମୀକ୍ଷା ନିୟୁଜ ): ​ଧାମନଗର ତା 4/9: ଧାମନଗର ବ୍ଲକ ସରେଇ ଚୁଡ଼ାକୁଟି ପଞ୍ଚାୟତ ତାମ୍ପଳା ଗ୍ରାମର ୮୧ ବର୍ଷୀୟ ସୁରେଶ ଘୋଷ। ବୟସର ସାୟାହ୍ନରେ ପହଞ୍ଚିଥିବା ଏହି ଦୀନଦରିଦ୍ର ବୃଦ୍ଧ ଜଣକ ଏବେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଚାଲିବୁଲି କରିବାକୁ ଅସମର୍ଥ। ଶରୀର ଅକ୍ଷମ ହୋଇପଡ଼ିଥିବା ବେଳେ ସରକାରୀ ସାହାଯ୍ୟ ହିଁ ତାଙ୍କର ଶେଷ ସମ୍ବଳ। ମାତ୍ର ବିଡ଼ମ୍ବନାର ବିଷୟ, ବିଗତ ୭ ମାସ ହେଲା ତାଙ୍କ ବ୍ୟାଙ୍କ ଖାତାକୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା…

Read More

ଭୁବନେଶ୍ୱରରୁ ଗୟା ମଧ୍ୟରେ ସପ୍ତାହରେ ୪ ଦିନ ଚାଲିବ ନୂଆ ଟ୍ରେନ୍, ସମ୍ଭାବ୍ୟ ସମୟସୂଚୀ ଜାରି

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଗୟାରୁ ଭୁବନେଶ୍ୱର ଏବଂ ସାନ୍ତରାଗାଛି ପାଇଁ ଚାଲିବ ନୂଆ ଟ୍ରେନ୍। ସପ୍ତାହରେ ୪ ଦିନ ଓ ୩ ଦିନ ଚାଲିବ ଏହି ଦୁଇଟି ଟ୍ରେନ୍। ରେଲୱେ ବୋର୍ଡର ଅନୁମୋଦନ ପରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଚଳାଚଳ। ଜନ୍ମାଷ୍ଟମୀ ଅବସରରେ ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର। ଗୟାରୁ ଭୁବନେଶ୍ୱର ଏବଂ ଗୟାରୁ ସାନ୍ତରାଗାଛି ମଧ୍ୟରେ ଖୁବ୍‌ଶୀଘ୍ର ଦୁଇଟି ନୂଆ ଟ୍ରେନ୍ ଚଳାଚଳ କରିବ। ଗୟା–ଭୁବନେଶ୍ୱର ଏକ୍ସପ୍ରେସ୍ ସପ୍ତାହରେ ୪…

Read More