ଡିଜିପି ଚୟନରେ କିଏ ଟାଣୁଛି ସୂତା? ସୁପ୍ରିମକୋର୍ଟ ହସ୍ତକ୍ଷେପ ପରେ ଓଡ଼ିଶା ପ୍ରଶାସନ ଉପରେ ବଡ଼ ପ୍ରଶ୍ନ
ଶରତ ଚନ୍ଦ୍ର ବେହେରା / ବରିଷ୍ଟ ସାମ୍ବାଦିକ /ଭୁବନେଶ୍ୱର ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ ଚୟନ ଏବେ କେବଳ ଜଣେ ବରିଷ୍ଠ ଆଇପିଏସ୍ଙ୍କ ନିଯୁକ୍ତି ପ୍ରସଙ୍ଗ ରହିନାହିଁ। ଏହା ରାଜ୍ୟ ପ୍ରଶାସନର ସ୍ୱଚ୍ଛତା, ନିଷ୍ପକ୍ଷତା, ଆଇନ ପ୍ରତି ସମ୍ମାନ ଓ ରାଜନୈତିକ ପ୍ରଭାବମୁକ୍ତ ନିଷ୍ପତ୍ତିର ଏକ ବଡ଼ ପରୀକ୍ଷାରେ ପରିଣତ ହୋଇଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହାର ଉତ୍ତର ସରକାର ଓ ପ୍ରଶାସନ ଦୁହିଁଙ୍କୁ ଦେବାକୁ ପଡ଼ିବ।…


Total Users : 6801