Headlines

samikshanews

ରାଜ୍ୟ ଷ୍ଟାମ୍ପ ଭେଣ୍ଡର ବ୍ୟବସ୍ଥାର ସଂସ୍କାର କିମ୍ଵା ଉଛେଦ ପାଇଁ ଜନମତ

ମହେଶ୍ବର ଦିଗାଳ/ ବାଲିଗୁଡା ସବଡ଼ିଭିଜନାଲ ସାମ୍ବାଦିକ/ ସମୀକ୍ଷା ନିଯୁଜ : ରାଜ୍ୟ ଜମି ରେଜିଷ୍ଟେସନ ପ୍ରକ୍ରିୟାକୁ ଅଧୂକ ସ୍ବଛ,ସରଳ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଅନେକ ସଚେତନ ନାଗରିକ, ସାମାଜିକ କର୍ମୀ ଷ୍ଟାମ୍ଫ ଭେଣ୍ଡର ବ୍ୟବସ୍ଥାର ର ସଂସ୍କାର କିମ୍ବା ପ୍ରୟୋଜନ ହେଲେ ଉଛେଦ ପାଇଁ ମତ ପ୍ରକାଶ କରିଛନ୍ତି,ସେମାନଙ୍କ ମତରେ ଯଦି ସମସ୍ତ ଷ୍ଟାମ୍ଫ ବିକ୍ରି ଓ ରେଜିଷ୍ଟେସନ ଶୁକ୍ଳ ଷ୍ଟାମ୍ଫ ଭେଣ୍ଡର ମାଧ୍ୟମ ନ ହୋଇ ଅନଲାଇନ ମାଧ୍ୟମରେ ଆଦାୟ କରାଯାଏ ତେବେ ମଧ୍ଯସ୍ଥତା…

Read More

ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ; ଉଚ୍ଚସ୍ତରୀୟ ବୈଠକରେ କଲେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ନିରଞ୍ଜନ ପାଣି/କେନ୍ଦୁଝର ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/କେନ୍ଦୁଝର, ୨୯/୦୭: ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାକୁ ପ୍ରଭାରୀ ସଚିବମାନଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ.) ତିନିଦିନିଆ ଗସ୍ତରେ ଆସି ଆଜି କେନ୍ଦୁଝରରେ ପହଞ୍ଚିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ…

Read More

ବାଲିଗୁଡା ଭକ୍ତି ଓ ଉତ୍ସାହର ସହ ପାଳିତ ହେଲା ବାହୁଡା଼ ଯାତ୍ରା

ମହେଶ୍ୱର /ସବ ଡିଭିଜନାଲ ରିପୋର୍ଟର ସମୀକ୍ଷା ନିୟୁଜ. ବାଲିଗୁଡା ସହରରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା. ସକାଳୁ ବଡଭାଇ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କ ନୀତିକାନ୍ତି ସମ୍ପନ ହେବା ପରେ ମହାପ୍ରଭୁମାନଙ୍କୁ ରଥରେ ବିରାଜମାନ କରାଯାଇଥିଲା. ରଥଟାଣି ଆରମ୍ଭ ହେବା ସହିତ ହଜାର ହଜାର ଭକ୍ତ ଜୟ ଜଗନ୍ନାଥ ଧୂନିରେ ପରିବେଶକୁ ମୁଖରିତ କରିଥିଲା. ରଥଟାଣିବା ପାଇଁ ମହିଳା, ପୁରୁଷ, ଯୁବକ ଓ ବୃଦ୍ଧମାନଙ୍କ ମଧ୍ୟରେ ଉତ୍ସାହ…

Read More

ସାନଖେମୁଣ୍ଡିରେ ୩ ଦିନିଆ ‘ଲକ୍ଷପତି ଦିଦି’ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଉଦ୍‌ଯାପନ; ସ୍ୱାବଲମ୍ବୀ ହେବାକୁ ମହିଳାଙ୍କୁ ଆହ୍ୱାନ

ସଞ୍ଜୀବ କୁମାର ବିଷୋୟୀ/ସାନଖେମୁଣ୍ଡି/ସମୀକ୍ଷା ନ୍ୟୁଜ/ ଗଞ୍ଜାମ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ବ୍ଲକରେ ଆୟୋଜିତ ବ୍ଲକସ୍ତରୀୟ ୩ ଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି। ସାନଖେମୁଣ୍ଡି ଶିଶୁ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଛକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଯୋଗଦେଇ ନିଜସ୍ୱ ଉତ୍ପାଦ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନ ସହ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟକଳାପରେ ଅଂଶଗ୍ରହଣ…

Read More

ବାଲିଗୁଡା ଉପଖଣ୍ଡରେ 80ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଗୁଆ ପ୍ରସ୍ତୁତି ବୈଠକ

ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜନାଲ ରିପୋର୍ଟର ସମୀକ୍ଷା ନିୟୁଜ,ବାଲିଗୁଡା (ତା 23/7/026) ଆସନ୍ତା 80ତମ ସ୍ୱାଧୀନତା ଦିବସକୁ ସୁରୁଖୁରୁ ଓ ଗାରିମାମୟ ପାଳନ କରିବା ନିମନ୍ତେ ବାଲିଗୁଡା ଉପଖଣ୍ଡ କାର୍ଯ୍ୟାଳୟ ସଭାଗୃହରେ ଏକ ଆଗୁଆ ବୈଠକ ଅନୁଷ୍ଠିତ ହୋଇଥିଲା.ଉପଜିଲ୍ଲାପାଳ ପ୍ରଣୀତl ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ପ୍ରଶାସନ, ଶିକ୍ଷା ବିଭାଗ, ସ୍ୱାସ୍ତ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବରିଷ୍ଟ ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧି ମାନେ ଉପସ୍ଥିତ…

Read More

ବଣାଇଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଗୁଡ଼ା କୁ “ପ୍ରକୃତି ମିତ୍ର ୨୦୨୬” ପୁରସ୍କାର

ବିନୟ କୁମାର ସାହୁ / ବଣାଇଁ ସବଡ଼ିଭିଜନ ରିପୋର୍ଟର /ସମୀକ୍ଷା ନିୟୁଜ : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ ଅବସରରେ ବଣାଇଁ ବ୍ଲକ୍ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରୁଗୁଡ଼ା କୁ ପ୍ରକୃତି ମିତ୍ର ୨୦୨୬ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର କୁ ମୁଖ୍ୟ ଅତିଥି ସୁନ୍ଦରଗଡ ଜିଲ୍ଲା ବନବିଭାଗ ଅଧିକାରୀ ଶ୍ରୀଯୁକ୍ତ ଖୁସ୍ ୱନ୍ତ…

Read More

ହାଇଲାଇଟ ଦୌଡ଼ରେ ବଡ଼ସାହି ବ୍ଲକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୧୮/୭ – ସତେ ଯେମିତି ବିଗତ କିଛି ମାସ ମଧ୍ୟରେ ବଡ଼ସାହି ବ୍ଲକ ନିଜ କର୍ମ ଘେନି ହାଇଲାଇଟ ବା ଭାଇରାଲ କମ୍ପିଟିସନ ଦୌଡ଼ରେ ଅଂଶ ନେଇଛି ବୋଲି ଜୋର ଚର୍ଚ୍ଚା ହେଉଛି । ପ୍ରଥମେ ଏସଆଇଆର କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ନେଇ ବିଡ଼ିଓ ବନଜା ଦାସ ଚର୍ଚ୍ଚା ଘେରରେ ରହୁଛନ୍ତି । ଦ୍ୱିତୀୟରେ କିଛି ଦିନ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ ୩୨ହଜାର…

Read More

କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡଲାଇନ୍ ଆଡଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଆଜି କେନ୍ଦ୍ରାପଡ଼ା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ…

Read More

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।୧୪ରୁ ୧୬ ବର୍ଷ ବାଳିକା ବିଭାଗରେ କୁମାରୀ ଅରପନା ମହନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା…

Read More

ମହାକାଳପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୮୦ଟି ଅଭିଯୋଗ ଗ୍ରହଣ; ୧୮ଟି ମାମଲାର ତୁରନ୍ତ ସମାଧାନ, ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା/ମହାକାଳପଡ଼ା, ତା. ୨୦.୦୭.୨୦୨୬:ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହ ପ୍ରଶାସନିକ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ରଘୁରାମ ଆର୍.ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ମହାକାଳପଡ଼ା ବ୍ଲକ ଅଞ୍ଚଳରୁ…

Read More