Headlines

samikshanews

ନବରଙ୍ଗପୁର: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬ ପ୍ରସ୍ତୁତି ବୈଠକ

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର, ତା. ୦୮.୦୭.୨୦୨୬: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ପୃଷ୍ଟି କହିଥିଲେ ଯେ, ରଥଯାତ୍ରା ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ…

Read More

ମାଲକାନଗିରି:ଭିଜିଲାନ୍ସ ଜାଲ ରେ ଖଣି ଉପନିର୍ଦ୍ଦେଶକ

ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ। ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୯/୦୭/୨୬:ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲ ରେ ଧରା ପଡ଼ିଛନ୍ତି ଖଣି ଉପନିର୍ଦ୍ଦେଶକ। ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ ହୋଇ ବିଭିନ୍ନ ସ୍ଥାନ ରେ ଥିବା ତାଙ୍କର କୋଠା ବାଡି ଆୟ ସମ୍ପତି ର ଖୋଲ ତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ମାଲକାନଗିରି କୋରାପୁଟ ଦାଇତ୍ୱ…

Read More

ଗୁଣପୁର: ୪୬ ଲକ୍ଷର ସିସିଟିଭି ପ୍ରକଳ୍ପ ଫେଲ୍! ଗୁଣପୁରରେ କ୍ୟାମେରା ସଚଳ କରିବାକୁ ବିଜେପିର ଦାବି

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣପୁର, ୯/୭: ଦୀର୍ଘ ମାସ ଧରି ଅଚଳ ହୋଇପଡ଼ିଥିବା ଗୁଣପୁର ପୌରାଞ୍ଚଳର ସିସିଟିଭି କ୍ୟାମେରାଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ସହରରେ ଦିନକୁ ଦିନ ଚୋରି, ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସିସିଟିଭି ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ବୋଲି ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ପୌରାଞ୍ଚଳର ସିସିଟିଭି…

Read More

ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ବବିଦ୍ୟାଳୟ ପରିସରରେ ଗୁଣୁପୁର ବନ ବିଭାଗ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରାରୋପଣ କରାଯାଇ ବନମହୋତ୍ସବର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏନ.ଭି. ଜଗନ୍ନାଧା ରାଓ, ପ୍ରଫେସର ଡ଼. ଏ.ଭି.ଏନ୍.ଏଲ୍. ଶର୍ମା, ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ଼. ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ…

Read More

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ରୋକିବା ଓ ସ୍ଥାୟୀ ଜୀବିକା ପାଇଁ ଆଇଟିଡିଏ ପକ୍ଷରୁ ବୃହତ ଜାଫ୍ରା ଚାଷର ଶୁଭାରମ୍ଭ

ରୋହିତ କୁମାର କନ୍ଧପାନ/ଜିଲ୍ଲା ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, (୦୮/୦୭/୨୬): ମାଲକାନଗିରି ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ପଦକ୍ଷେପ କ୍ରମେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ସେତୁ ଯୋଜନା ଅଧୀନରେ ଏକ ବୃହତ ଜାଫ୍ରା ଚାରା ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆରମ୍ଭ ହୋଇଯାଇଛି। ଗୁଣ୍ଠାୱାଡା ପଞ୍ଚାୟତର ଘାଟୁକୋଣ୍ଡା, ପୋପୁଲୁର ପଞ୍ଚାୟତର ସାଦେରି ଏବଂ କୁର୍ମାନୁର ପଞ୍ଚାୟତର ଆଲୁରକୋଟା ଗ୍ରାମରେ ଏହି କାର୍ଯ୍ୟକ୍ରମ ଏକ ସମୟରେ ଆରମ୍ଭ କରାଯାଇଛି। ଏହି ଅଭିଯାନ…

Read More

ମାଲକାନଗିରି: ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା କେନ୍ଦୁପତ୍ର କର୍ମଚାରୀ ସଂଘ

​ବର୍ଷେ ହେଲା ମିଳୁନି ବୋନସ୍, ଚଳିତ ବର୍ଷର ତୋଳା ଟଙ୍କା ବି ବାକି ​ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,(୦୮/୦୭/୨୬): ଜଙ୍ଗଲ ଓ ଆଦିବାସୀ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର ସାଜିଥିବା କେନ୍ଦୁପତ୍ର ଏବେ ତୋଳାଳୀଙ୍କ ପାଇଁ ଦୁର୍ଦଶାର କାରଣ ପାଲଟିଛି। ବିଗତ ବର୍ଷର ବୋନସ୍ ଓ ଚଳିତ ବର୍ଷର ପାରିଶ୍ରମିକ ନମିଳିବା ପ୍ରତିବାଦରେ କେନ୍ଦୁପତ୍ର ତୋଳାଳୀମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଟଙ୍କା ତୁରନ୍ତ ପ୍ରଦାନ ଦାବିରେ ମାଲକାନଗିରି…

Read More

ନନ୍ଦାହାଣ୍ଡି ବ୍ଲକରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର (୦୮.୦୭.୨୦୨୬): ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଆଜି ନନ୍ଦାହାଣ୍ଡି ବ୍ଲକରେ କ୍ଷେତ୍ର ପରିଦର୍ଶନ କରି ବ୍ଲକସ୍ତରରେ ଚାଲିଥିବା ପ୍ରଶାସନିକ କାର୍ଯ୍ୟ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବାର ସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଶାଖାର କାର୍ଯ୍ୟଧାରା, ରେକର୍ଡ ସଂରକ୍ଷଣ, ଫାଇଲ୍ ନିଷ୍ପତ୍ତି,…

Read More

କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/୦୧୦୭୨୬/ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବଜାରରେ ଏବେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ମୌସୁମୀ ପ୍ରଥମ ବର୍ଷାରେ କପ୍ତିପଦା ବଜାରର ସ୍ଥିତି ଏବେ ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ଏନଏସି ଘୋଷଣା ପରେ ରାସ୍ତା ପ୍ରଶସ୍ତିକରଣ ଆଳରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅନେକ ଦୋକାନ ଓ ବଜାର ଭଙ୍ଗାଯିବା ପରେ ସେଠାରେ ବାହାରିଥିବା ଅଳିଆ ଓ ମଇଳା ପଡ଼ି ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ…

Read More

ମାଲକାନଗିରି ଜିଲ୍ଲା ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୫/୦୭/୨୬ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏସଆଇଆର୍ ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶନ କରାଯାଇ ବିଭିନ୍ନ ରାଜନୈତିକ ଦଳ କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ଚାଲୁ ରହିଥିବା ଏସଆଇଆର ପ୍ରକ୍ରିୟା ସହ ଗତ ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଘରକୁ ଘର ବୁଲି ଗଣନା ପର୍ଯ୍ୟାୟର ସଂଗୃହିତ ତଥ୍ୟ ସମ୍ପର୍କରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।…

Read More

ଲଗାଣ ବର୍ଷା ରେ ବେହାଲ ବାଲିଗୁଡା

ବରିଷ୍ଠ ସାମ୍ବାଦିକ ମହେଶ୍ୱର ଡିଗାଲ/ ବାଲିଗୁଡା/ ସମୀକ୍ଷା ନିୟୁଜ/ (୬/୭): ପ୍ରବଳ ବର୍ଷା ରେ କଦଳୀ ବନ୍ଧ ରୁ ରାସ୍ତା ଆର ପାରିକୁ ଭସେଇ ନେଲା ବିଜୁ ବୋଟିଙ୍ଗ ପୋଏଣ୍ଟ ର ଦୁଇଟି ବୋଟ l ଏଥିସହ ଭୁଶୁଡିଲା କଦଳୀ ବନ୍ଧ ର ୱାଲ l ବାଲିଗୁଡା ରୁ ବୁଡ଼ାଗୁଡା ରାସ୍ତାରେ ଥିବା କଦଳୀ ବନ୍ଧ ରେ ଉପର ମୁଣ୍ଡ ରୁ ବର୍ଷା ଜଳ ଅତ୍ୟଧିକ ପ୍ରବାହ ହୋଇଥିଲା l ଯାହା ଫଳ ରେ ଦୁଇ ଟି…

Read More