ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା : ମୋବାଇଲକୁ ନେଇ କଳି, ବାପା ଓ ସାନଭାଇକୁ ତେଲେଙ୍ଗା କଟୁରୀରେ ହାଣିଲା ବଡ଼ ପୁଅ
ଯଶୋବନ୍ତ ପରିଡା//କପ୍ତିପଦା ଉପଖଣ୍ଡ ୨୮/୦୬/୨୬ (ସମୀକ୍ଷା): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନସ୍ଥ ଶିରାଥଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲକୁ ନେଇ ବଡ଼ ଭାଇର ଆକ୍ରମଣରେ ବାପା ଓ ସାନଭାଇ ଗୁରୁତର ଆହତ ହୋଇଛନ୍ତି।ସଦାନନ୍ଦ ବାରିକଙ୍କ ଦୁଇ ପୁଅ ସୁଶାନ୍ତ ଓ ହେମନ୍ତ ପେସାରେ ରାଜମିସ୍ତ୍ରୀ। ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ସାନପୁଅ ସୁଶାନ୍ତ କାମ ସାରି ଫେରୁଥିବା ବେଳେ ରାସ୍ତାରୁ ଏକ ମୋବାଇଲ ପାଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲର ପ୍ରକୃତ…


Total Users : 6775