Headlines

samikshanews

ତାଳଚେର ଟିଏଫ୍‌ଏଲ୍ ରେଳ କରିଡର ଓ ପ୍ରଜାମଣ୍ଡଳ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର: ଗତକାଲି ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଉପ-ଜିଲ୍ଲାପାଳ ଏବଂ ତାଳଚେର ଉପ-ଜିଲ୍ଲାପାଳ ମିଳିତ ଭାବେ ତାଳଚେର ଟିଏଫ୍‌ଏଲ୍ (TFL) ରେଳ କରିଡର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଅଧିକାରୀମାନେ ରେଳ କରିଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା (Grievance) ଗୁଡ଼ିକର ତଦାରଖ କରିଥିଲେ।​ଏହା ପରେ ଅଧିକାରୀମାନେ ତାଳଚେର ପ୍ରଜାମଣ୍ଡଳର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଅଞ୍ଚଳର…

Read More

ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି/ ଚିକିଟି : ଚିକିଟି-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତାରେ ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଦୌଉଳିଆପଡା ସମାଜ କୋଠଘର ଠାରେ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ପ୍ରକିୟା ଅନୁଯାୟୀ ବିଗତ ଦିନରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ତା ୦୫.୦୭.୨୦୨୬ ରିଖ ଠାରୁ ଆରମ୍ଭ କରି ତା…

Read More

ବରଗଡ଼: “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ ଏବଂ ହ୍ୟାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ /ସମୀକ୍ଷା ନ୍ୟୁଜ୍ ୧୦/୮/୨୬: ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ପାଳନ ଅବସରରେ “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ” ଅନ୍ତର୍ଗତ ଜିଲ୍ଲାସ୍ତରୀୟ ହ୍ୟାକାଥନ୍ କାର୍ଯ୍ୟକ୍ରମ ବରଗଡ଼ସ୍ଥିତ ଡ଼ିଡ଼ିଏଚ ସମ୍ମିଳନୀ କକ୍ଷଠାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ହ୍ୟାକାଥନ୍‌ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମନୋନୀତ ୩୦ ଜଣ ବୁଣାକାରଙ୍କୁ ୧୦ଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଦଳରେ ୩ ଜଣ ବୁଣାକାରଙ୍କ ସହ ଟେକ୍ସଟାଇଲ୍ ବିଭାଗର ଜଣେ ମେଣ୍ଟର ରହିଥିଲେ।…

Read More

ବାଲିଗୁଡାରେ ବିଶ୍ୱ ଆଦିବାସୀ ଏକତା ଦିବସ ପାଳିତ

ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜିନାଲ ସାମ୍ବାଦିକ/ ସମୀକ୍ଷା ନିୟୁଜ. ବାଲିଗୁଡା କୁଇ କୁଳ ସମିତି ପକ୍ଷରୁ ବାଲିଗୁଡା ସ୍ଥାନୀୟ ସଭାଗୃହଠାରେ ବିଶ୍ୱ ଆଦିବାସୀ ଦିବସ ପରମ୍ପରିକ ରୀତିରେ ପାଳିତ ହୋଇଛି. ବାଲିଗୁଡାର ଆଦିବାସୀ ନେତା କ୍ଳେଶ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଗୋଣ୍ଡ ସମାଜ, ସୌର ସମାଜ, କନ୍ଧ ଗୌଡ଼ ସମାଜ, କନ୍ଧ କୁମ୍ଭାର ଏହି ଦିବସ ରେ ବହୁମାତ୍ରରେ ଯୋଗଦେଇଥିଲେ . ଏହି ଅବସରରେ କୁଇକୁଳ ସମିତି ଶାଖା କାର୍ଯ୍ୟାଳୟରୁ ପରମ୍ପରିକ ଅସ୍ତ୍ର ଶସ୍ତ୍ର,…

Read More

​ତାଳଚେର ରାଜପଥରେ ବୁଲା ଗାଈଙ୍କ ରାଜ୍: ବର୍ଷା ରାତିରେ ବଢୁଛି ଦୁର୍ଘଟଣା ଭୟ, ପ୍ରଶାସନ ନିଦ୍ରାବତ

ପୁଲକେଶ୍ୱର ମିଶ୍ର / ତାଳଚେର/ (ସମୀକ୍ଷା ନ୍ୟୁଜ) : ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ, ସବୁଠି ଏବେ ବୁଲା ଗାଈଗୋରୁଙ୍କ ଆତଙ୍କ. ବିଶେଷକରି ରାତି ସମୟରେ ଏବଂ ସାମାନ୍ୟ ବର୍ଷା ହେଲେ ଏହି ସମସ୍ୟା ଅଧିକ ଉଗ୍ର ରୂପ ଧାରଣ କରୁଛି, ଯାହା ସାଧାରଣ ଜନତାଙ୍କ ଯାତାୟାତରେ ବଡ଼ ବାଧା ସୃଷ୍ଟି କରୁଛି. ଏହା କୌଣସି ଏକ ନିର୍ଦ୍ଦିଷ୍ଟ କ୍ଲବ ବା ଗୋଷ୍ଠୀର ସମସ୍ୟା ନୁହେଁ, ବରଂ ସରକାର ଏବଂ ସ୍ଥାନୀୟ…

Read More

କୋକସରା: ଶିକ୍ଷାବିତ୍ ଓ ସମାଜସେବୀ ପ୍ରେମଲାଲ ସାହୁଙ୍କ ପରଲୋକ

ସଞ୍ଜୟ ଗୋୟଲ/ବ୍ଲକ୍ ନ୍ୟୁଜ୍ ରିପୋର୍ଟର/ କୋକସରା, ୯ ଅଗଷ୍ଟ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଏଇଲି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ପ୍ରେମଲାଲ ସାହୁଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଏଇଲି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଶ୍ରୀ ସାହୁ ଜଣେ ଶିକ୍ଷାବିତ୍ ଭାବେ ଶିକ୍ଷାର ପ୍ରସାର ଓ ସମାଜର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଏଥିସହ ସେ ଜଣେ ସମାଜସେବୀ ଭାବେ ଅସହାୟ, ଗରିବ ଓ ଆବଶ୍ୟକତାରେ…

Read More

ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର, ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ପତ୍ର ।

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଶିକ୍ଷାଗତ ଯୋଗ୍ୟତା ଯାହା ଥାଉ ନା କାହିଁକି, ଖବରଟେ ଲେଖିବାକୁ କହିଲେ ଓଡ଼ିଆ ବନାନର ଜ୍ଞାନ ନଥିବା, କପିପେଷ୍ଟ ସାମ୍ବାଦିକ ଏବେ ମାଳମାଳ । ବିଭିନ୍ନ ବାହାନା, ଧମକ ଦେଇ ଏଭଳି ସାମ୍ବାଦିକ ସାମ୍ବାଦିକର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାକୁ ମୂଳ ସ୍ତରରୁ ମଧ୍ୟ ଧ୍ୟାନ ଦିଆନଯିବା ପଛରେ ଭୂମିକା ରହୁଥିବା ବ୍ୟକ୍ତିତ୍ୱ ଏସବୁକୁ ଧ୍ୟାନ ଦେବା ନିତାନ୍ତ ଜରୁରୀ ଭଳି ମନେହୁଏ । ଯାହା ଚିନ୍ତାଜନକ ଏବଂ ଏଦିଗରେ…

Read More

ଜାତୀୟ ହସ୍ତତନ୍ତ ଦିବସରେ ବରଗଡ଼ର ସଫଳତା: ରାଜ୍ୟସ୍ତରୀୟ ୧୦ଟି ହସ୍ତତନ୍ତ ପୁରସ୍କାର ମଧ୍ୟରୁ ବରଗଡ଼ ଜିଲ୍ଲାର ୯ଜଣ ବୁଣାକାର ସମ୍ମାନିତ

ସାନନ୍ଦ ମହାପାତ୍ର / ସ୍ୱତନ୍ତ୍ର ପ୍ରତିନିଧି / ବରଗଡ଼, ଅଗଷ୍ଟ ୭, ୨୦୨୬:୧୨ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲ୍ଲା ପୁଣିଥରେ ରାଜ୍ୟର ହସ୍ତତନ୍ତ ଜନନୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି। ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ଘୋଷିତ ୧୦ଟି ରାଜ୍ୟସ୍ତରୀୟ ହସ୍ତତନ୍ତ ପୁରସ୍କାର ମଧ୍ୟରୁ ୯ଟି ପୁରସ୍କାର ବରଗଡ଼ ଜିଲ୍ଲା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛି।ଆଜି ଭୁବନେଶ୍ୱରସ୍ଥିତ ଆଇଇସି ପ୍ରଦର୍ଶନୀ ପଡ଼ିଆରେ…

Read More

କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୮/୮/୨୬ (ସମୀକ୍ଷା ନ୍ୟୁଜ):କପ୍ତିପଦା ଏନ୍.ଏ.ସି. ଅନ୍ତର୍ଗତ ୫ ନମ୍ବର ୱାର୍ଡ ତେନ୍ତୁଳିସାହି ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଏବଂ ବେଆଇନ ନିଶା କାରବାର ବିରୋଧରେ ଗ୍ରାମବାସୀ ଓ ଯୁବପିଢ଼ି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏଭଳି ଅସାମାଜିକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।​ଅଞ୍ଚଳରେ ବାରମ୍ବାର ଚୋରି ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ…

Read More

ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା

ଯଶୋବନ୍ତ ପରିଡା/ମୟୁରଭଞ୍ଜ/ କପ୍ତିପଦା ଉପଖଣ୍ଡ/ ୮୦୨୬ (ସମୀକ୍ଷା ନ୍ୟୁଜ):ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଅଧୀନ ଉପର ବାରାହାକାମୁଡା (UBK) ରେଞ୍ଜରୁ ଏକ ପ୍ରାୟ ୫ ବର୍ଷ ବୟସର କଳା ବାଘୁଣୀ (ସ୍ୟୁଡୋ ମେଲାନିଷ୍ଟିକ) ର ମୃତଦେହ ଉଦ୍ଧାର କରାଯାଇଛି।​ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୬ ତାରିଖ (ଗୁରୁବାର) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଜଟିଆଣି କ୍ୟାମ୍ପର…

Read More