Headlines

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସମସ୍ତ ଗ୍ରାମବାସୀ , ଆତ୍ମୀୟ ସ୍ୱଜନ ଓ ନିଜ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିଜ ମଦିୟ ବାସଭବନ ରାଇଘର ବ୍ଲକ୍ , ଚିତ୍ରକୋଟି ଗ୍ରାମରେ ନିମନ୍ତ୍ରଣ କରି ପାଳନ କଲେ ଓଡ଼ିଶା ର ପ୍ରମୁଖ ଗଣପର୍ବ ନୂଆଁଖାଇ। ଆଜିର ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ପାରମ୍ପରିକ ରୀତି ନୀତି…

Read More

ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର ,ତା.୧୭/୦୯//୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ନିଆରା ମୂର୍ତ୍ତି। ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ନେଇ କାଗଜ ପେଟି,ସୂତୁଲି, ଅଠା ଓ ପାରମ୍ପରିକ ଦ୍ରବ୍ୟରେ ଗଢ଼ିଛନ୍ତି ଏହି ନିଆରା ମୂର୍ତ୍ତି । ୭ ଫୁଟ ଉଚ୍ଚର ଏହି ନିଆରା ମୂର୍ତ୍ତିକୁ ମହାବିଦ୍ୟାଳୟର ୮ ଜଣ ଶିଳ୍ପୀଙ୍କୁ…

Read More

ଡେଲାଙ୍ଗ:ପୋଖରୀ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୧୭।୯ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ପଡା କଁଅରସାହିରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ଶୌଚ ହେବାକୁ ବୁଧବାର ସନ୍ଧ୍ୟାରେ ପୋଖରୀ କୁ ଯାଇ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ପାଣିରେ ପଡି ଯାଇଥିବା ସନ୍ଦେହ କରି ପରିବାର ଲୋକ ପୋଖରୀ ରେ ବହୁତ ସମୟ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ସକାଳୁ ପୋଖରୀ ପାଣିରେ…

Read More

ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୫/୯,ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଦିନରାତି ଅବାଧ ଚୋରା ମଦ କାରବାର ଚାଲୁ ରହିଥିବାରୁ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଆଜି ପାଟଣା ଥାନା ଏବଂ ଅବକାରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଅଭିଯୋଗ ଅନୁଯାୟୀ, ମଙ୍ଗଳପୁର ଗ୍ରାମରେ ବେଧଡ଼କ ଭାବେ ଚୋରା ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ଯୋଗୁଁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି ଦେଖାଦେଉଛି। ମଦ୍ୟପଙ୍କ ଉତ୍ପାତ କାରଣରୁ ମହିଳା ଓ…

Read More

ବିଜେପି କ୍ୟାମ୍ପରେ ଶରଣ ପଶିଲେ ବିଜେଡିର କିଛି ତୁଙ୍ଗନେତା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର/ଢେଙ୍କିକୋଟ:୧୫/୯,ଆଜି ଢେଙ୍କିକୋଟ ନିକଟବର୍ତ୍ତୀ ଲଙ୍ଗଳକଣ୍ଟି ଠାରେ ଥିବା ଜିଲ୍ଲା ସାଂସଦ ଙ୍କ କାର୍ଯ୍ୟାଳୟ ଠାରେ ବିଜେଡ଼ି କୁ ଗୁଡ଼ବାୟ କରି ଦିର୍ଘଦିନର ସମ୍ପର୍କ ,ମୋହ ମାୟା କୁ ଛାଡି ବିଜେପି ରେ ଯୋଗଦେଇଛନ୍ତି କିଛି ତୁଙ୍ଗନେତା l ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେମାନେ ବିଜେପି ଦଳରେ ସାମିଲ ହୋଇଛନ୍ତି l ତେଣୁ ବିଜେପି ଶିବିରରେ ଖୁସିରଲହରୀ ଖେଳି ଯାଇଛି l ବିଜେଡି ଛାଡି ବିଜେପି ରେ…

Read More

ଓଡ଼ିଆ ଚଳଚ୍ଚିତ୍ର “ଆଜ୍ଞାତ ଦୀପ “ପାଇଁ ପ୍ରସ୍ତୁତି ଆରମ୍ଭ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ପିପିଲି ତା୧୬।୯ ଲକ୍ଷ୍ମୀ ବୈରାଗୀ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଓଡ଼ିଆ ଚଳଚିତ୍ର “ଆଜ୍ଞାତ ଦୀପ ”(ଏଡି )ପାଇଁ ପିପିଲିସ୍ଥିତ ଭାଲିଆବିଲି ଠାରେ ପ୍ରସ୍ତୁତୀ ଆରମ୍ଭ ହୋଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀ , କଣ୍ଠଶିଳ୍ପୀ, କଳାକାର ମାନେ ଉପସ୍ଥିତ ଥିଲେ । ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନାରେ ନିର୍ମିତ ଏହି ନୂଆ ଚଳଚିତ୍ର ଟି ସମସ୍ତଙ୍କ…

Read More

ଡେଲାଙ୍ଗ:ଲଗାଣ ବର୍ଷାରେ ବିଦ୍ୟାଳୟ ର ପ୍ରାଚୀର ଭୁଶୁଡିଲା

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ, ତା୧୫।୯(ପିଏନଏସ)ଲଘୁଚାପ ଜନିତ ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତ ଅର୍ନ୍ତଗତ ପାଇକସାହି ଠାରେ ଥିବା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ଭୁସୁଡି ପଡିଛି । ଛୁଟି ଦିନ ହୋଇଥିବାରୁ ବଡ ଅଘଟଣରୁ ଛତ୍ରଛାତ୍ରୀ ବର୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ମିଳିଥିବା ସୁଚନାନୁଯାଇ ଲଗାଣ ବର୍ଷା ପାଇଁ ବିଦ୍ୟାଳୟ ପରିସରରେ ବର୍ଷା ଲହଡା ମାରି ଜମି ରହିଛି । ବିଦ୍ୟାଳୟର ଉତର…

Read More

ଝାରପଡା ଗ୍ରାମ୍ୟରାସ୍ତା ଅବସ୍ଥା ଶୋଚନୀୟ ; ଶୁଣିଲାନି ପ୍ରଶାସନ ଅଂଟା ଭିଡିଲେ ଗ୍ରାମ ଯୁବକ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ ବ୍ଲକ ରେଙ୍ଗଳ ପଂଚାୟତ ଅର୍ନ୍ତଗତ ଝାରପଡା ଗ୍ରାମ୍ୟ ରସ୍ତା ଏବେ ଶୋଚନୀୟ ହୋଇପଡିଛି । ଯାହାଫଳରେ ଏହି ରାସ୍ତା ଉପରେ ଯାତାୟତ କରୁଥିବା ଗ୍ରାମର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଝାରପଡା ଗ୍ରାମରେ୨୬୮ ପରିବାରର ପ୍ରାୟ ୧୭ଶହ ଲୋକ ଏହି ରାସ୍ତା ଉପରେ ନିର୍ଭରଶିଳ । ସ୍ୱାଧୀନତାର ୮୦ ବର୍ଷ ବିତି ଯାଇଥିଲେ ସୁଧା ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ…

Read More

ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ୧୭ ସେପ୍ଟେମ୍ବର ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ୱାନ। ଭୁବନେଶ୍ୱର, ୧୬ ସେପ୍ଟେମ୍ବର: ଆଜି ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ସଫଳ ଦୁଇ ବର୍ଷ ପୂରଣ ଅବସରରେ ଆସନ୍ତାକାଲି-ସେପ୍ଟେମ୍ବର ୧୭ ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ…

Read More

ଦୁର୍ଘଟଣାରେ ମୃତ ଦୁଇ ଭାଇଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ: ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ର ଦଦରାଘାଟି ପ୍ରକଳ୍ପ ନିକଟ ୧୪୯ ନଂ ଜାତୀୟ ରାଜପଥ ରେ ଗତ ରବିବାର ରାତି ପ୍ରାୟ ସାଢେ ଆଠଟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିବା ଦୋମୁହାଣୀ ଗ୍ରାମର ଝରାପାଳ ସାହିର ଜୟଦେବ ସିଂହଙ୍କ ଦୁଇ ପୁଅ ଗଣେଶ୍ୱର(୨୨) ସିଂହ ଓ ରଞ୍ଜନ ସିଂହ(୨୦) ଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ…

Read More