ତାଳଚେର କୋଇଲା ଖଣିରେ କୋଟି କୋଟି ଟଙ୍କାର ସ୍କ୍ରାପ୍ ନଷ୍ଟ: MCL ପ୍ରଶାସନର ଘୋର ଅବହେଳା !
ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍, ତାଳଚେର: କୋଲ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ସହାୟକ କମ୍ପାନୀ ‘ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍’ (MCL) ଅଧୀନରେ ଥିବା ବିଭିନ୍ନ କୋଇଲା ଖଣି ପ୍ରକଳ୍ପରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି। ସମୀକ୍ଷା ନ୍ୟୁଜ୍ର ସ୍ୱତନ୍ତ୍ର ପ୍ରତିନିଧି ପୁଲକେଶ୍ୱର ମିଶ୍ର ତାଳଚେର ସ୍ଥିତ ବଳରାମ ଓପନ୍ କାଷ୍ଟ ପ୍ରୋଜେକ୍ଟ (Balram OCP) ପରିଦର୍ଶନ କରିଥିବା ବେଳେ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି।ପ୍ରକଳ୍ପ ପରିସରରେ ବହୁ ବର୍ଷର ପୁରୁଣା ତଥା ଅଚଳ ହୋଇପଡ଼ିଥିବା…


Total Users : 6896