ଖୋରଧାରେ କୋଡ଼ିନ ମିଶ୍ରିତ କଫ ସିରପ ରାକେଟ ଠାବ , ୩୪୦ ବୋତଲ କଫ ସିରପ ଜବତ, ଜଣେ ଗିରଫ ,ଦୁଇ ଫେରାର
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୨/୯: ଖୋରଧା ସହରରେ ବେଆଇନ ଭାବେ କୋଡିନ ମିଶ୍ରିତ କଫ ସିରପ ବିକ୍ରି ଓ ଯୋଗାଣ ଅଭିଯୋଗ ନେଇ ପୁଲିସର ଚଢ଼ଉ ବେଳେ ବଡ଼ଧରଣର ସଫଳତା ମିଳିଛି। ଖୋରଧା ଆଦର୍ଶ ଥାନା ପୁଲିସ ବିଡିଏ କଲ୍ୟାଣ ମଣ୍ଡପ ନିକଟରେ ଚଢ଼ଉ କରି ପ୍ରାୟ ୩୪ ଲିଟର କୋଡିନ ମିଶ୍ରିତ କଫ ସିରପ ଜବତ କରିଛି। ଜବତ କଫ ସିରପର ପରିମାଣ ୩୪୦ ବୋତଲ…


Total Users : 6808